ସାପ ନେଲା ରବୀନ୍ଦ୍ର ର ଜୀବନ,ବିଷାକ୍ତ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ, ଉଦଳା -(ରାଜୀବ କୁମାର ବେହେରା)- ଆମ୍ବୁଲାନ୍ସ ନଆସିବାରୁ ପୁଣି ଅପହଞ୍ଚ ଅଞ୍ଚଳରୁ ଆସିଲା ହୃଦୟ ବିଦାରକ ଘଟଣା l ସାପ କାମୁଡିବା ପରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ ଶେଷରେ ବିଳମ୍ବ ହେବାରୁ ଚିକିତ୍ସା ପାଇଁ ନେଉଥିବା ବେଳେ ଅଧା ବାଟରେ ଚାଲିଯାଇଛି ଜୀବନ, ଗୋଟେପଟେ ଆମ୍ବୁଲାନ୍ସ, ଅନ୍ୟ ପଟେ କାଳ ସାଜିଲା ଗୋପବନ୍ଧୁ ନଗର ଗଡା ଭଙ୍ଗା ପୋଲ ଏବଂ ଉଦଳା କଇଁସାରୀ ଭଙ୍ଗା ଜାମୁ ଘାଟ ପୋଲ... ଏ ହେଉଛି ବିକାଶର ଜ୍ୱଳନ୍ତ ଉଦାହରଣ,, ଚାଲି ଯାଉଛି ନିରୀହ ଜୀବନ, ଜରୁରୀ କାଳୀନ ସେବା ବାଧା ପ୍ରାପ୍ତ.... ସାପ ନେଇ ଗଲା ପୁଣି ଏକ ଜୀବନ l ବିଲରେ କାମ କରୁଥିବା ବେଳେ ଗୋଡ଼ରେ ଏକ ଅଜଣା ସାପ କାମୁଡି ଦେଇଥିଲା, ତେଵେ ଆମ୍ବୁଲାନ୍ସ ନମିଳିବାରୁ ଡାକ୍ତର ଖାନା କୁ ନେଇ ଯାଉ ଥିବା ବାଟରେ ଜୀବନ ଚାଲି ଯାଇଛି,ଗରିବ ପରିବାର ଟିଏ, ଛୋଟ ଛୋଟ କୁନି ପିଲା ଦୁଇଟି ବାପ ଛେଉଣ୍ଡ ହୋଇ ଗଲେ, ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ଅଧୀନ ବରଡ଼ି ପଞ୍ଚାୟତ ରେ, ସୂଚାରୁ ଯାହା ଜଣା ପଡିଛି ଗ୍ରାମର ପୁନ ସିଂ ଙ୍କ ପୁଅ ରବୀନ୍ଦ୍ର ସିଂ ବିଲରେ କାମ କରୁଥିବା ବେଳେ ତାଙ୍କ ଗୋଡ଼ରେ ଏକ ଅଜଣା ସାପ କାମୁଡି ଦେଇ ପଳାଇ ଯାଇଥିବା ବେଳେ ପାଖରେ ଥିବା ଗ୍ରାମବାସୀ ମାନେ ଆମ୍ବୁଲାନ୍ସ କୁ ଫୋନ କରି ପରିବାର ଲୋକଙ୍କୁ ଜଣାଇ ଥିଲେ, ମାତ୍ର ଆମ୍ବୁଲାନ୍ସ ମିଳି ପାରିଲା ନାହିଁ, ଆଉ ଶେଷରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ରେ ଡାକ୍ତରଖାନା ନେଇ ଯାଉଥିବା, ବେଳେ ଅଧାବାଟରେ ଚାଲିଗଲା ଜୀବନ, ଗ୍ରାମରେ ପରିବାର ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି, ଭଉଣୀଟି ମଧ୍ୟ ଭାଇକୁ ଭଲ କରିବାକୁ ଡାକ୍ତର ଖାନାକୁ ଦୌଡ଼ି ଯାଇ ଥିଲା, ହେଲେ ଭାଇ କୁ ବଞ୍ଚାଇ ପାରିଲାନାହିଁ, ଦୁଃଖରେ ଭାଙ୍ଗି ପଡିଛି, ଆଉ କୁନି ଛୁଆ ମାନଙ୍କ ପାଇଁ ସରକାର ସହାୟତା ପାଇଁ ନିବେଦନ କରିଛି, ତେବେ ରାଜ୍ୟରେ ଆମ୍ବୁଲାନ୍ସ ସେବା ବିପର୍ଯସ୍ତ ହୋଇ ଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଘଟଣାକୁ ନିନ୍ଦା କରି ଛନ୍ତି... ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ୫୯/୨୫ ରେ ଏକ ମାମଲା ରୁଜୁ କରିଛି l ଶୋକାକୁଳ ପରିବେଶରେ ଶବ ହେଲା ବ୍ୟବଛେଦ l
ସାପ ନେଲା ରବୀନ୍ଦ୍ର ର ଜୀବନ,ବିଷାକ୍ତ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ, ଉଦଳା -(ରାଜୀବ କୁମାର ବେହେରା)- ଆମ୍ବୁଲାନ୍ସ ନଆସିବାରୁ ପୁଣି ଅପହଞ୍ଚ ଅଞ୍ଚଳରୁ ଆସିଲା ହୃଦୟ ବିଦାରକ ଘଟଣା l ସାପ କାମୁଡିବା ପରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ ଶେଷରେ ବିଳମ୍ବ ହେବାରୁ ଚିକିତ୍ସା ପାଇଁ ନେଉଥିବା ବେଳେ ଅଧା ବାଟରେ ଚାଲିଯାଇଛି ଜୀବନ, ଗୋଟେପଟେ ଆମ୍ବୁଲାନ୍ସ, ଅନ୍ୟ ପଟେ କାଳ ସାଜିଲା ଗୋପବନ୍ଧୁ ନଗର ଗଡା ଭଙ୍ଗା ପୋଲ ଏବଂ ଉଦଳା କଇଁସାରୀ ଭଙ୍ଗା ଜାମୁ ଘାଟ ପୋଲ...
ଏ ହେଉଛି ବିକାଶର ଜ୍ୱଳନ୍ତ ଉଦାହରଣ,, ଚାଲି ଯାଉଛି ନିରୀହ ଜୀବନ, ଜରୁରୀ କାଳୀନ ସେବା ବାଧା ପ୍ରାପ୍ତ.... ସାପ ନେଇ ଗଲା ପୁଣି ଏକ ଜୀବନ l ବିଲରେ କାମ କରୁଥିବା ବେଳେ ଗୋଡ଼ରେ ଏକ ଅଜଣା ସାପ କାମୁଡି ଦେଇଥିଲା, ତେଵେ ଆମ୍ବୁଲାନ୍ସ ନମିଳିବାରୁ ଡାକ୍ତର ଖାନା କୁ ନେଇ ଯାଉ ଥିବା ବାଟରେ ଜୀବନ ଚାଲି ଯାଇଛି,ଗରିବ ପରିବାର ଟିଏ, ଛୋଟ ଛୋଟ କୁନି ପିଲା ଦୁଇଟି ବାପ ଛେଉଣ୍ଡ ହୋଇ ଗଲେ, ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ
ନଗର ଅଧୀନ ବରଡ଼ି ପଞ୍ଚାୟତ ରେ, ସୂଚାରୁ ଯାହା ଜଣା ପଡିଛି ଗ୍ରାମର ପୁନ ସିଂ ଙ୍କ ପୁଅ ରବୀନ୍ଦ୍ର ସିଂ ବିଲରେ କାମ କରୁଥିବା ବେଳେ ତାଙ୍କ ଗୋଡ଼ରେ ଏକ ଅଜଣା ସାପ କାମୁଡି ଦେଇ ପଳାଇ ଯାଇଥିବା ବେଳେ ପାଖରେ ଥିବା ଗ୍ରାମବାସୀ ମାନେ ଆମ୍ବୁଲାନ୍ସ କୁ ଫୋନ କରି ପରିବାର ଲୋକଙ୍କୁ ଜଣାଇ ଥିଲେ, ମାତ୍ର ଆମ୍ବୁଲାନ୍ସ ମିଳି ପାରିଲା ନାହିଁ, ଆଉ ଶେଷରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ରେ ଡାକ୍ତରଖାନା ନେଇ ଯାଉଥିବା, ବେଳେ ଅଧାବାଟରେ ଚାଲିଗଲା ଜୀବନ, ଗ୍ରାମରେ ପରିବାର ରେ ଶୋକାକୁଳ ପରିବେଶ
ଦେଖିବାକୁ ମିଳିଛି, ଭଉଣୀଟି ମଧ୍ୟ ଭାଇକୁ ଭଲ କରିବାକୁ ଡାକ୍ତର ଖାନାକୁ ଦୌଡ଼ି ଯାଇ ଥିଲା, ହେଲେ ଭାଇ କୁ ବଞ୍ଚାଇ ପାରିଲାନାହିଁ, ଦୁଃଖରେ ଭାଙ୍ଗି ପଡିଛି, ଆଉ କୁନି ଛୁଆ ମାନଙ୍କ ପାଇଁ ସରକାର ସହାୟତା ପାଇଁ ନିବେଦନ କରିଛି, ତେବେ ରାଜ୍ୟରେ ଆମ୍ବୁଲାନ୍ସ ସେବା ବିପର୍ଯସ୍ତ ହୋଇ ଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଘଟଣାକୁ ନିନ୍ଦା କରି ଛନ୍ତି... ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ୫୯/୨୫ ରେ ଏକ ମାମଲା ରୁଜୁ କରିଛି l ଶୋକାକୁଳ ପରିବେଶରେ ଶବ ହେଲା ବ୍ୟବଛେଦ l
- Post by Sandeep Barla1
- Jai Maa Samaleswari Today Darshan 17/11/25 #samaleswari_temple_opening_darshan #sambalpurtemple #sambalpur #todaydarshantemple #Apnasambalpur #P24newsexpress1
- ବୌଦ୍ଧରେ ବଡ଼ ଖୁଲାସା! ବାଘ ଛାଲ ସହ ୩ ଶିକାରୀ ଗିରଫ I @ranjankumardash #boudhnews #ବୌଦ୍ଧଖବର1
- ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।1
- ଆଦିଵାସି ଛାତ୍ର ନିବାସ ରେ ଛାତ୍ର ମ୍ରୃତ୍ୟୁ ଅଭିଯୋଗ କାରଣ ଅସ୍ବଷ୍ଟ ।1
- #ଏ କାଁ ଏଁ ଯେ କରୁ ଛୁ କଲ ବଳ ଗୋ#ଆ ମ ଆ ଚା ର 🇹🇯🇹🇯🇹🇯♥️♥️🌹🌹🌹🇹🇯🇹🇯🥺🥺1
- #संबलपुरपुलिस ने आज, यानी 16.12.2025 को होम गार्ड भर्ती–2025 के लिए लिखित परीक्षा आयोजित की। परीक्षा शांतिपूर्ण और सुचारू रूप से संपन्न हुई। लिखित परीक्षा में लगभग 8,000 उम्मीदवार शामिल हुए। परीक्षा को निष्पक्ष, व्यवस्थित और बिना किसी परेशानी के आयोजित करने के लिए पर्याप्त सुरक्षा और प्रशासनिक व्यवस्था की गई थी। ओडिशा पुलिस संगठन डीआईजीपीएनआर संबलपुर1
- ବୌଦ୍ଧ ମହୋତ୍ସବ ପାଇଁ ମ୍ୟୁଜୀୟମ ଠାରେ ଚାଲିଛି ଉଦ୍ଘୋଷକ ଚୟନ ପ୍ରକ୍ରିୟା I #boudhnews1
- ଏକଦଫା ଦାବିପତ୍ର ନେଇ ଵ୍ଲକ ଘେରାଓ କଲେ ଆଦିବାସୀ କଲ୍ୟାଣ ସଙ୍ଘ ସୁବର୍ଣ୍ଣପୁର ।1