logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧରେ ବଡ଼ ଖୁଲାସା! ବାଘ ଛାଲ ସହ ୩ ଶିକାରୀ ଗିରଫ I @ranjankumardash #boudhnews #ବୌଦ୍ଧଖବର

on 16 December
user_Ranjan Kumar Dash
Ranjan Kumar Dash
ସାମ୍ବାଦିକ Baudh Sadar, Boudh•
on 16 December

ବୌଦ୍ଧରେ ବଡ଼ ଖୁଲାସା! ବାଘ ଛାଲ ସହ ୩ ଶିକାରୀ ଗିରଫ I @ranjankumardash #boudhnews #ବୌଦ୍ଧଖବର

  • user_User8376
    User8376
    Komna, Nuapada
    🙏
    on 17 December
  • user_User8376
    User8376
    Komna, Nuapada
    🙏
    on 17 December
  • user_User8376
    User8376
    Komna, Nuapada
    👏
    on 17 December
More news from ଓଡ଼ିଶା and nearby areas
  • ସରସରା ଗ୍ରାମରେ ପହଂଚି ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ଜିଲ୍ଲାପାଳ :-ଅଦ୍ୟ ତା. 11.3.2016 ରିଖ (ବୁଧବାର )ଦିନ ଦିବା 11 ଘଟିକା ସମୟରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଯାଇ ପହଂଚି ଥିଲେ l ପ୍ରଥମେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସରସରା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଂଚି, ପଞ୍ଚାୟତ କାର୍ଯ୍ୟାଳୟ ର ସୁବିଧା, ଅସୁବିଧା ପଚାରି ବୁଝିଥିଲେ l ପରେ ପରେ ଅସହାୟ ବୃଦ୍ଧା ଗାମା କହଁରଙ୍କ ଘରେ ପହଂଚି ଥିଲେ l କଟକ ଜିଲ୍ଲାରୁ ଆସି ଏକ ବର୍ଷ ହେଲା ସରସରା ରେ ନିଜ ଭାଇ ଘରେ ରହୁଥିବା 60 ବର୍ଷୀୟା ବୃଦ୍ଧା ଗାମା ସରକାର ଙ୍କ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ବିଷୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନଶୁଣାଣୀ ରେ ଅଭିଯୋଗ କରିଥିଲେ l ସେଥିପାଇଁ ଜିଲ୍ଲାପାଳ ନିଜେ ଗାମା ରହୁଥିବା ତାଙ୍କ ଭାଇଙ୍କ ଘରେ ପହଞ୍ଚି ସ୍ଥିତି ଆକଳନ କରିଥିଲେ | ଅନ୍ତୋଦୟ ଗୃହ ଯୋଜନା, ଅନ୍ତୋଦୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ୍ କାର୍ଡରେ ଗାମାଙ୍କୁ ହିତାଧିକାରୀ କରାଇବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ, ଆଧାର କାର୍ଡ ର ପରିବର୍ତ୍ତନ ପାଇଁ ଗାମା ଙ୍କୁ ବୁଝାଇବା ଜିଲ୍ଲାପାଳ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଡାଟା ଏଣ୍ଟ୍ରି ଅପରେଟର ହେମା ନନ୍ଦ ଖଟୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼,ଗ୍ରାମବାସୀ ଧିରେନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l
    1
    ସରସରା ଗ୍ରାମରେ ପହଂଚି ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ଜିଲ୍ଲାପାଳ :-ଅଦ୍ୟ ତା. 11.3.2016 ରିଖ 
(ବୁଧବାର )ଦିନ ଦିବା 11 ଘଟିକା ସମୟରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ହରଭଙ୍ଗା ବ୍ଲକ ସରସରା  ଗ୍ରାମରେ ଯାଇ ପହଂଚି ଥିଲେ l  ପ୍ରଥମେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସରସରା ପଞ୍ଚାୟତ କାର୍ଯ୍ୟାଳୟ  ରେ ପହଂଚି, ପଞ୍ଚାୟତ କାର୍ଯ୍ୟାଳୟ ର ସୁବିଧା, ଅସୁବିଧା  ପଚାରି ବୁଝିଥିଲେ  l ପରେ ପରେ ଅସହାୟ ବୃଦ୍ଧା ଗାମା କହଁରଙ୍କ ଘରେ ପହଂଚି ଥିଲେ  l କଟକ ଜିଲ୍ଲାରୁ ଆସି ଏକ ବର୍ଷ ହେଲା ସରସରା ରେ ନିଜ ଭାଇ ଘରେ ରହୁଥିବା 60 ବର୍ଷୀୟା ବୃଦ୍ଧା ଗାମା ସରକାର ଙ୍କ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ବିଷୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନଶୁଣାଣୀ ରେ ଅଭିଯୋଗ କରିଥିଲେ l ସେଥିପାଇଁ ଜିଲ୍ଲାପାଳ ନିଜେ ଗାମା ରହୁଥିବା ତାଙ୍କ ଭାଇଙ୍କ ଘରେ ପହଞ୍ଚି ସ୍ଥିତି ଆକଳନ କରିଥିଲେ | ଅନ୍ତୋଦୟ ଗୃହ ଯୋଜନା, ଅନ୍ତୋଦୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ୍ କାର୍ଡରେ ଗାମାଙ୍କୁ ହିତାଧିକାରୀ କରାଇବା ପାଇଁ  ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ, ଆଧାର କାର୍ଡ ର ପରିବର୍ତ୍ତନ ପାଇଁ ଗାମା ଙ୍କୁ  ବୁଝାଇବା ଜିଲ୍ଲାପାଳ ହରଭଙ୍ଗା  ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଡାଟା ଏଣ୍ଟ୍ରି ଅପରେଟର ହେମା ନନ୍ଦ ଖଟୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼,ଗ୍ରାମବାସୀ ଧିରେନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    9 hrs ago
  • କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ ସୁବର୍ଣ୍ଣପୁର: ସୋନପୁର ମହାରାଜା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶିଷ ରଞ୍ଜନ ରଥ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାଯାଇଛି।
    1
    କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ
ସୁବର୍ଣ୍ଣପୁର: ସୋନପୁର ମହାରାଜା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶିଷ ରଞ୍ଜନ ରଥ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ଯୋଗଗୁରୁ ଡ. ହୃଷିକେଶ ଦେହେରି । ସେ ତାଙ୍କ ପ୍ରୟାସ ରେ ଅନେକ ଗ୍ରାମାଞ୍ଚଲ ମାନଙ୍କର ଛୋଟଵଡ ସମସ୍ତଙ୍କୁ ନେଇ ଯୋଗ ପ୍ରୟାସ ଜାରିରଖିଛନ୍ତି । ତାଙ୍କ ଯୋଗ ଅଭ୍ୟାସ ର କିଛି ଅଭୂଲା ସୃତି ।
    2
    ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ଯୋଗଗୁରୁ ଡ. ହୃଷିକେଶ ଦେହେରି ।
ସେ ତାଙ୍କ ପ୍ରୟାସ ରେ ଅନେକ ଗ୍ରାମାଞ୍ଚଲ ମାନଙ୍କର ଛୋଟଵଡ ସମସ୍ତଙ୍କୁ ନେଇ ଯୋଗ ପ୍ରୟାସ ଜାରିରଖିଛନ୍ତି । ତାଙ୍କ ଯୋଗ ଅଭ୍ୟାସ ର କିଛି ଅଭୂଲା ସୃତି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ସମ୍ବଲପୁରରେ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ! ମାର୍ଚ୍ଚ ୧୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଅତ୍ୟାଧୁନିକ 'ବିର୍ଲା ଓପନ ମାଇଣ୍ଡସ୍' ସ୍କୁଲ୍। ସ୍ମାର୍ଟ କ୍ଲାସରୁମ୍‌ଠାରୁ ଆରମ୍ଭ କରି ରୋବୋଟିକ୍ସ ଲ୍ୟାବ୍‌ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ। ✅ ଆସନ୍ତା ଶିକ୍ଷା ବର୍ଷ ପାଇଁ ଆଡମିଶନ ଖୋଲା ଅଛି। ✅ ଅଧିକ ଜାଣିବା ପାଇଁ ପୂରା ରିପୋର୍ଟ ଦେଖନ୍ତୁ।
    1
    ସମ୍ବଲପୁରରେ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ! ମାର୍ଚ୍ଚ ୧୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଅତ୍ୟାଧୁନିକ 'ବିର୍ଲା ଓପନ ମାଇଣ୍ଡସ୍' ସ୍କୁଲ୍। ସ୍ମାର୍ଟ କ୍ଲାସରୁମ୍‌ଠାରୁ ଆରମ୍ଭ କରି ରୋବୋଟିକ୍ସ ଲ୍ୟାବ୍‌ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ।
✅ ଆସନ୍ତା ଶିକ୍ଷା ବର୍ଷ ପାଇଁ ଆଡମିଶନ ଖୋଲା ଅଛି। ✅ ଅଧିକ ଜାଣିବା ପାଇଁ ପୂରା ରିପୋର୍ଟ ଦେଖନ୍ତୁ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    5 hrs ago
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    6 hrs ago
  • ବୌଦ୍ଧ ଜିଲ୍ଲା ମଧୁପୁର ବନାଞ୍ଚଳରେ ଆଲର୍ଟ, ଗ୍ରୀଷ୍ମ ପୂର୍ବରୁ ବନବିଭାଗର ସଚେତନତା ଅଭିଯାନ I ଜଙ୍ଗଲ୍ ନିଆଁ ରୋକିବାକୁ ରେଞ୍ଜରଙ୍କ ଅଧ୍ୟକ୍ଷତାରେ ସଭା, ଯୋଗଦେଲେ ଅଞ୍ଚଳର ଜନସାଧାରଣ
    1
    ବୌଦ୍ଧ ଜିଲ୍ଲା ମଧୁପୁର ବନାଞ୍ଚଳରେ ଆଲର୍ଟ, ଗ୍ରୀଷ୍ମ ପୂର୍ବରୁ ବନବିଭାଗର ସଚେତନତା ଅଭିଯାନ I ଜଙ୍ଗଲ୍ ନିଆଁ ରୋକିବାକୁ ରେଞ୍ଜରଙ୍କ ଅଧ୍ୟକ୍ଷତାରେ ସଭା, ଯୋଗଦେଲେ ଅଞ୍ଚଳର ଜନସାଧାରଣ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • Recently, one farmer was killed by an elephant in Andharipali village near Larambha. Because of such incidents, the Forest Department has taken a good initiative to conduct awareness programmes in the villages surrounding Andharipali. I am happy to tell you that I am a part of this awareness campaign.really Beautiful initiative by Forest department.👏
    4
    Recently, one farmer was killed by an elephant in Andharipali village near Larambha. Because of such incidents, the Forest Department has taken a good initiative to conduct awareness programmes in the villages surrounding Andharipali. I am happy to tell you that I am a part of this awareness campaign.really Beautiful initiative by Forest department.👏
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପସର ଆଜି ବାର୍ଷିକ ସାଧାରଣ ସଭା ସ୍ଥାନୀୟ ମାର୍କେଟ ୟାର୍ଡରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାୟୀ ସଭାପତି ଓ ଉପ-ସଭାପତି ଅନୁପସ୍ଥିତି ଥିବାରୁ ବୋର୍ଡ ଡାଇରେକ୍ଟର ଆଦି ପ୍ରସାଦ ମହକୁଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଦେଶକ ପଦାରବିନ୍ଦ ମହାପାତ୍ର ପୂର୍ବ ସାଧାରଣ ବୈଠକର ବିବରଣୀ ପଠନ କରିଥିବା ସହ ଆୟ ବ୍ୟୟ ପଠନ କରିଥିଲେ। ତେବେ ଏହି ଲ୍ୟାମ୍ପସରେ ପୂର୍ବରୁ ଦାୟିତ୍ୱରେ ଥିବା ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ମିଶି ୨ କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା କଥା ବୈଠକରେ ଅଡିଟ ରିପୋର୍ଟ ପଠନ ବେଳେ ଜଣା ପଡ଼ିବା ପରେ ଚାଷୀ ସଭ୍ୟ ମାନେ ଉତ୍ୟକ୍ତ ହୋଇ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ଦୁର୍ନୀତିରେ ପୂର୍ବ ୨ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣକ ନାଁରେ ପ୍ରାୟ ୧ କୋଟି ୬୧ ଲକ୍ଷ ଟଙ୍କା ଅଡିଟ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୧ କୋଟି ୪ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ନେଇ ବୈଠକରେ ପଠନ କରିଥିଲେ। ଏଥି ସହ ସାର ବଣ୍ଟନରେ ଅନିୟମିତତା ଉପରେ ଚାଷୀ ସଭ୍ୟ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ମଣ୍ଡି ହ୍ୟାଣ୍ଡଳିଂ ବାବଦ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ରେ ମଧ୍ୟ ଅନୁରୂପ ଭାବେ ଅଧିକ ଖର୍ଚ୍ଚ ହୋଇଥିବା ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମଞ୍ଚରେ ଏଆରସିଏସ ମନୋଜ ମହାନ୍ତ, ସମବାୟ ସମିତି ଶାଖା ପରିଚାଳକ ସିନୁରାଜ ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରକାଶ ମାଝୀ, ସରୋଜ ପ୍ରଧାନ ପ୍ରମୁଖ ପରିଚାଳନା କମିଟିର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ସଭ୍ୟଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରସାଦ ଦାନୀ, ଚୂଡାମଣି ପଟେଲ, ବିରେନ୍ଦ୍ର ଚୌଧୁରୀ, ଶିଶିର ପଟ୍ଟନାୟକ,, ହେମନ୍ତ ମହାକୁଳ, ସୁନିଲ ପ୍ରଧାନ, ସୁନିଲ ମହାକୁଳଙ୍କ ସମେତ ଅନେକ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ସମାଧାନ ଓ ପ୍ରତିକାର କରିବା ପାଇଁ ଦାବି କରିଥିଲେ। ଯେଉଁ କର୍ମଚାରୀ ଦୁର୍ନୀତିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଅଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଦାୟୀତ୍ବ ପ୍ରଦାନ ନକରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
    1
    ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପସର ଆଜି ବାର୍ଷିକ ସାଧାରଣ ସଭା ସ୍ଥାନୀୟ ମାର୍କେଟ ୟାର୍ଡରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାୟୀ ସଭାପତି ଓ ଉପ-ସଭାପତି ଅନୁପସ୍ଥିତି ଥିବାରୁ ବୋର୍ଡ ଡାଇରେକ୍ଟର ଆଦି ପ୍ରସାଦ ମହକୁଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଦେଶକ ପଦାରବିନ୍ଦ ମହାପାତ୍ର ପୂର୍ବ ସାଧାରଣ ବୈଠକର ବିବରଣୀ ପଠନ କରିଥିବା ସହ ଆୟ ବ୍ୟୟ ପଠନ କରିଥିଲେ। ତେବେ ଏହି ଲ୍ୟାମ୍ପସରେ ପୂର୍ବରୁ ଦାୟିତ୍ୱରେ ଥିବା ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ମିଶି ୨ କୋଟି  ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା କଥା ବୈଠକରେ ଅଡିଟ ରିପୋର୍ଟ ପଠନ ବେଳେ ଜଣା ପଡ଼ିବା ପରେ ଚାଷୀ ସଭ୍ୟ ମାନେ ଉତ୍ୟକ୍ତ ହୋଇ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ଦୁର୍ନୀତିରେ ପୂର୍ବ ୨ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣକ ନାଁରେ ପ୍ରାୟ ୧ କୋଟି ୬୧ ଲକ୍ଷ ଟଙ୍କା ଅଡିଟ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୧ କୋଟି ୪ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ନେଇ ବୈଠକରେ ପଠନ କରିଥିଲେ। ଏଥି ସହ ସାର ବଣ୍ଟନରେ ଅନିୟମିତତା ଉପରେ ଚାଷୀ ସଭ୍ୟ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ମଣ୍ଡି ହ୍ୟାଣ୍ଡଳିଂ ବାବଦ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ରେ ମଧ୍ୟ ଅନୁରୂପ ଭାବେ ଅଧିକ ଖର୍ଚ୍ଚ ହୋଇଥିବା ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମଞ୍ଚରେ ଏଆରସିଏସ ମନୋଜ ମହାନ୍ତ, ସମବାୟ ସମିତି ଶାଖା ପରିଚାଳକ ସିନୁରାଜ ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରକାଶ ମାଝୀ, ସରୋଜ ପ୍ରଧାନ ପ୍ରମୁଖ ପରିଚାଳନା କମିଟିର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ସଭ୍ୟଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରସାଦ ଦାନୀ, ଚୂଡାମଣି ପଟେଲ, ବିରେନ୍ଦ୍ର ଚୌଧୁରୀ, ଶିଶିର ପଟ୍ଟନାୟକ,, ହେମନ୍ତ ମହାକୁଳ,  ସୁନିଲ ପ୍ରଧାନ, ସୁନିଲ ମହାକୁଳଙ୍କ ସମେତ ଅନେକ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ସମାଧାନ ଓ ପ୍ରତିକାର କରିବା ପାଇଁ ଦାବି କରିଥିଲେ। ଯେଉଁ କର୍ମଚାରୀ ଦୁର୍ନୀତିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଅଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଦାୟୀତ୍ବ ପ୍ରଦାନ ନକରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.