Shuru
Apke Nagar Ki App…
ସମ୍ବଲପୁରରେ ଉଦଘାଟିତ ହେବ 'ବିର୍ଲା ଓପନ ମାଇଣ୍ଡସ୍'; ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ! ମାର୍ଚ୍ଚ ୧୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଅତ୍ୟାଧୁନିକ 'ବିର୍ଲା ଓପନ ମାଇଣ୍ଡସ୍' ସ୍କୁଲ୍। ସ୍ମାର୍ଟ କ୍ଲାସରୁମ୍ଠାରୁ ଆରମ୍ଭ କରି ରୋବୋଟିକ୍ସ ଲ୍ୟାବ୍ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ। ✅ ଆସନ୍ତା ଶିକ୍ଷା ବର୍ଷ ପାଇଁ ଆଡମିଶନ ଖୋଲା ଅଛି। ✅ ଅଧିକ ଜାଣିବା ପାଇଁ ପୂରା ରିପୋର୍ଟ ଦେଖନ୍ତୁ।
Hemanta bhainsa
ସମ୍ବଲପୁରରେ ଉଦଘାଟିତ ହେବ 'ବିର୍ଲା ଓପନ ମାଇଣ୍ଡସ୍'; ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ! ମାର୍ଚ୍ଚ ୧୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଅତ୍ୟାଧୁନିକ 'ବିର୍ଲା ଓପନ ମାଇଣ୍ଡସ୍' ସ୍କୁଲ୍। ସ୍ମାର୍ଟ କ୍ଲାସରୁମ୍ଠାରୁ ଆରମ୍ଭ କରି ରୋବୋଟିକ୍ସ ଲ୍ୟାବ୍ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ। ✅ ଆସନ୍ତା ଶିକ୍ଷା ବର୍ଷ ପାଇଁ ଆଡମିଶନ ଖୋଲା ଅଛି। ✅ ଅଧିକ ଜାଣିବା ପାଇଁ ପୂରା ରିପୋର୍ଟ ଦେଖନ୍ତୁ।
More news from Sambalpur and nearby areas
- पेट्रोलियम और नेचुरल गैस मंत्रालय की जॉइंट सेक्रेटरी सुजाता शर्मा ने कहा कि देश में घरेलू गैस सप्लाई कंट्रोल में है। ➡️श्रीमती शर्मा ने कहा कि देश में तेल और LPG की काफी उपलब्धता है। सरकार ने लगातार तेल और फ्यूल सप्लाई पक्का करने के लिए कई कदम उठाए हैं। #LPGGasCylinder #lpggasprice #LPGSolutions1
- ସମ୍ବଲପୁରରେ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ! ମାର୍ଚ୍ଚ ୧୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଅତ୍ୟାଧୁନିକ 'ବିର୍ଲା ଓପନ ମାଇଣ୍ଡସ୍' ସ୍କୁଲ୍। ସ୍ମାର୍ଟ କ୍ଲାସରୁମ୍ଠାରୁ ଆରମ୍ଭ କରି ରୋବୋଟିକ୍ସ ଲ୍ୟାବ୍ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବେ ଗୋଟିଏ ସ୍ଥାନରେ। ✅ ଆସନ୍ତା ଶିକ୍ଷା ବର୍ଷ ପାଇଁ ଆଡମିଶନ ଖୋଲା ଅଛି। ✅ ଅଧିକ ଜାଣିବା ପାଇଁ ପୂରା ରିପୋର୍ଟ ଦେଖନ୍ତୁ।1
- ଚୈତ୍ର ମାସ ପ୍ରଥମ ମଙ୍ଗଳାବାର ଦିନ ବେଲପାହାଡ଼ ସମଡ଼ା ବଜାରପଡ଼ା ନବନିର୍ମିତ ମା ସମଲେଶ୍ୱରୀ ମନ୍ଦିରରେ ହଜାର ହଜାର ଦର୍ଶକଙ୍କ ମା ସମଲେଶ୍ୱରୀ ଦର୍ଶନ ଏବଂ ସନ୍ଧ୍ୟା ଆଳତି ଦର୍ଶନ। #JaiMaaSamalei #samada #Belpahar #explorepage #belpaharmuncipality #followerseveryone #highlightseveryonefollowers1
- Post by Mangulu Sahu1
- Post by Ghana Shyam Rana Digital Art1
- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପସର ଆଜି ବାର୍ଷିକ ସାଧାରଣ ସଭା ସ୍ଥାନୀୟ ମାର୍କେଟ ୟାର୍ଡରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାୟୀ ସଭାପତି ଓ ଉପ-ସଭାପତି ଅନୁପସ୍ଥିତି ଥିବାରୁ ବୋର୍ଡ ଡାଇରେକ୍ଟର ଆଦି ପ୍ରସାଦ ମହକୁଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଦେଶକ ପଦାରବିନ୍ଦ ମହାପାତ୍ର ପୂର୍ବ ସାଧାରଣ ବୈଠକର ବିବରଣୀ ପଠନ କରିଥିବା ସହ ଆୟ ବ୍ୟୟ ପଠନ କରିଥିଲେ। ତେବେ ଏହି ଲ୍ୟାମ୍ପସରେ ପୂର୍ବରୁ ଦାୟିତ୍ୱରେ ଥିବା ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀ ମିଶି ୨ କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା କଥା ବୈଠକରେ ଅଡିଟ ରିପୋର୍ଟ ପଠନ ବେଳେ ଜଣା ପଡ଼ିବା ପରେ ଚାଷୀ ସଭ୍ୟ ମାନେ ଉତ୍ୟକ୍ତ ହୋଇ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ଦୁର୍ନୀତିରେ ପୂର୍ବ ୨ ଜଣ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣକ ନାଁରେ ପ୍ରାୟ ୧ କୋଟି ୬୧ ଲକ୍ଷ ଟଙ୍କା ଅଡିଟ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୧ କୋଟି ୪ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ନେଇ ବୈଠକରେ ପଠନ କରିଥିଲେ। ଏଥି ସହ ସାର ବଣ୍ଟନରେ ଅନିୟମିତତା ଉପରେ ଚାଷୀ ସଭ୍ୟ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ମଣ୍ଡି ହ୍ୟାଣ୍ଡଳିଂ ବାବଦ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ରେ ମଧ୍ୟ ଅନୁରୂପ ଭାବେ ଅଧିକ ଖର୍ଚ୍ଚ ହୋଇଥିବା ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମଞ୍ଚରେ ଏଆରସିଏସ ମନୋଜ ମହାନ୍ତ, ସମବାୟ ସମିତି ଶାଖା ପରିଚାଳକ ସିନୁରାଜ ସାହୁ, ପ୍ରଶାନ୍ତ ପଣ୍ଡା, ପ୍ରକାଶ ମାଝୀ, ସରୋଜ ପ୍ରଧାନ ପ୍ରମୁଖ ପରିଚାଳନା କମିଟିର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଚାଷୀ ସଭ୍ୟଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରସାଦ ଦାନୀ, ଚୂଡାମଣି ପଟେଲ, ବିରେନ୍ଦ୍ର ଚୌଧୁରୀ, ଶିଶିର ପଟ୍ଟନାୟକ,, ହେମନ୍ତ ମହାକୁଳ, ସୁନିଲ ପ୍ରଧାନ, ସୁନିଲ ମହାକୁଳଙ୍କ ସମେତ ଅନେକ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ସମାଧାନ ଓ ପ୍ରତିକାର କରିବା ପାଇଁ ଦାବି କରିଥିଲେ। ଯେଉଁ କର୍ମଚାରୀ ଦୁର୍ନୀତିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଅଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଦାୟୀତ୍ବ ପ୍ରଦାନ ନକରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।1
- Post by Papu prasad Singh1
- बामरा फॉरेस्ट डिपार्टमेंट के लापरवाही के कारण जल रहे हैं जंगल फिर भी खामोश फॉरेस्ट डिपार्मेंट आखिर क्यों #Bamrablock #bamraforest #rangiatikra #fatatangar #jarabaga #CMOOdisha #mohansarkar1