Shuru
Apke Nagar Ki App…
ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା
Odisha News Express
ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା
More news from ଓଡ଼ିଶା and nearby areas
- ଖଇରା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ।1
- Jay shree ram ji3
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- ବାବା ବକ୍ରେଶ୍ଵର ମହାଦେବ ମନ୍ଦିର ଠାରେ ଏସ୍.ଆର.ସାଇନିଂ ଓଡିଶା ଫାଉଣ୍ଡେସନ "ସମ୍ଭାବନା ଟ୍ରଷ୍ଟ "ତରଫରୁ କାଉଡିଆ ସେବା1
- ଉଦଳାରେ ଚାଞ୍ଚଲ୍ୟ, ମା' ଓ ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ ଘଟଣାର କଡ଼ା ତଦନ୍ତ ଆରମ୍ଭ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ବହୁବନ୍ଧ ପଞ୍ଚାୟତର ଉର୍ମଳ ଗ୍ରାମରେ ଘଟିଥିବା ମା' ଓ ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଘର ଭିତରୁ ଫୁଲମଣି ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘର ନିକଟସ୍ଥ କେନାଲରୁ ତାଙ୍କର ୧୪ ବର୍ଷୀୟ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଦଳା ପୋଲିସ ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରି କଡ଼ା ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଉଭୟ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଓ ସାଇଣ୍ଟିକ ଟିମ ର ତଦନ୍ତ ପରେ ମାତ୍ର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।1