ଗୁମ୍ମା ବ୍ଲକ ରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଙ୍କୁ ସମ୍ଭର୍ଦ୍ଧନା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବର ଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୬୯ ସ୍ଥାନ ଅଧିକାର କରି ଗୁମ୍ମା ବ୍ଲକ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ସୋମନାଥ ଶବର। ଗୁମ୍ମା ଶୀତଳ ଭଣ୍ଡାର ଠାରୁ ଗୁମ୍ମା ମୁଖ୍ୟ ବଜାର, ସେରଙ୍ଗ ମୂଖ୍ୟ ବଜାର ତଥା ତୁମୁଳ ଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଲାଞ୍ଜିଆ ସଉରା ବାଦ୍ୟ, ନୃତ୍ୟ ସହ ଆତସବାଜି ଶବ୍ଦରେ ବିଭିନ୍ନ ସ୍ଥାନରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ସୋମନାଥ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତୁମୁଳ ଗ୍ରାମରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଏକ ଅନନ୍ୟ ଭାଇଚାରା ପ୍ରଦର୍ଶନ କରି ବିଶ୍ଵ ହିନ୍ଦୁ ପରିଷଦ ଓ ଖ୍ରୀଷ୍ଟ ଧର୍ମ ର ଧର୍ମଗୁରୁ ସୋମନାଥଙ୍କ ପାଇଁ ଏକତ୍ର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।

- ଗୁମ୍ମା ବ୍ଲକ ରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଙ୍କୁ ସମ୍ଭର୍ଦ୍ଧନା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବର ଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୬୯ ସ୍ଥାନ ଅଧିକାର କରି ଗୁମ୍ମା ବ୍ଲକ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ସୋମନାଥ ଶବର। ଗୁମ୍ମା ଶୀତଳ ଭଣ୍ଡାର ଠାରୁ ଗୁମ୍ମା ମୁଖ୍ୟ ବଜାର, ସେରଙ୍ଗ ମୂଖ୍ୟ ବଜାର ତଥା ତୁମୁଳ ଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଲାଞ୍ଜିଆ ସଉରା ବାଦ୍ୟ, ନୃତ୍ୟ ସହ ଆତସବାଜି ଶବ୍ଦରେ ବିଭିନ୍ନ ସ୍ଥାନରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ସୋମନାଥ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତୁମୁଳ ଗ୍ରାମରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଏକ ଅନନ୍ୟ ଭାଇଚାରା ପ୍ରଦର୍ଶନ କରି ବିଶ୍ଵ ହିନ୍ଦୁ ପରିଷଦ ଓ ଖ୍ରୀଷ୍ଟ ଧର୍ମ ର ଧର୍ମଗୁରୁ ସୋମନାଥଙ୍କ ପାଇଁ ଏକତ୍ର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।1
- ରାୟଗଡା ରେ ଆଜି ଶ୍ରୀଶ୍ରୀଶ୍ରୀ ମଁl କାଳୀ ଙ୍କ ଦଶମହାବିଦ୍ୟା ଉତ୍ସବ 42 ତମ ପୂଜା ଆରମ୍ଭ ହଇଛି1
- ରାୟଗଡା ରୁ କୋରାପୁଟ ସକାଳ ର ଦୃଶ୍ୟ...Hirakhand express morning scene...Rayagada to Koraput1
- Mahendragiri #ecotourism _1
- OSAP IRB ଗଜପତି Expected cutoff l osap 3rd SS Bn gajapati 2018 Cutoff l osap irb Gajapati Cutoff1
- ଦେଓପୁର ଗ୍ରାମରେ ପାଣ୍ଡଵ ଭାସ୍କର ଚୌଧୁରୀଙ୍କ ଶୋକ ସଭାରେ ଯୋଗଦେଲେ ପାରଳାଖେମୁଣ୍ଡି ବିଧାୟକ1
- ପାରଳାଖେମୁଣ୍ଡି ପୌର ପରିଷଦ ସଭା ଗୃହରେ ଆଇନ ଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ1
- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ମୋହନାକୁ ସଂଯୋଗ କରୁଥିବା ରାସ୍ତା ପାଲଟିବ ଜାତୀୟ ରାଜପଥ | Nandighosha TV1