Shuru
Apke Nagar Ki App…
ମହିଷାପାଟ ନିକଟ ହାଉସିଂ ବୋଡ଼ ଘର ମଧ୍ୟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ଢେଙ୍କାନାଳ ଟାଉନ ଥାନା ମହିଷାପାଟ ନିକଟରେ ଥିବା ହାଉସିଂ ବୋଡ଼ ଘର ମଧ୍ୟରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ନା ବାଳିକା ଜଣଙ୍କ ଜଣେ କର୍ଣ୍ଣେଲଙ୍କ ଝିଅ ବୋଲି ଜଣାପଡିଛି । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିା ଘଟଣାସ୍ଥଳରେ ପୋଲିସ୍ ବିଭାଗର ଅଧିକାରୀମାନେ, ସାଇଁଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି |
Amani Sahoo
ମହିଷାପାଟ ନିକଟ ହାଉସିଂ ବୋଡ଼ ଘର ମଧ୍ୟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ଢେଙ୍କାନାଳ ଟାଉନ ଥାନା ମହିଷାପାଟ ନିକଟରେ ଥିବା ହାଉସିଂ ବୋଡ଼ ଘର ମଧ୍ୟରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ନା ବାଳିକା ଜଣଙ୍କ ଜଣେ କର୍ଣ୍ଣେଲଙ୍କ ଝିଅ ବୋଲି ଜଣାପଡିଛି । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିା ଘଟଣାସ୍ଥଳରେ ପୋଲିସ୍ ବିଭାଗର ଅଧିକାରୀମାନେ, ସାଇଁଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି |
More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ସହରର ମିନି ଷ୍ଟାଡିୟମଠାରୁ ୪ଟି ବସ ଯୋଗେ ୧୪୮ଜଣ ତ୍ରିର୍ଥଯାତ୍ରୀମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଥିଲେ ।ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରୁ ୬୦ ରୁ ୭୫ ବର୍ଷ ବୟସ୍କ ଏବଂ ବିଧାବା ମହିଳାମାନଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରୀ ଥିଲା l ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ନଡିଆ ଭାଙ୍ଗି ପତାକା ଦେଖାଇ ଶୁଭାରମ୍ଭ କରିବାପରେ ୪ଟି ବସ ମିନି ଷ୍ଟାଡିୟମ ଠାରୁ ବସ ପୁରୀ ଅଭିମୁଖେ ଗଡିଥିଲା ।1
- Post by Ranjan Nayak1
- ଗଁଦିଆ ବ୍ଲକର ଅବ୍ୟଵେବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥା ରେ ଖଙ୍କର ବିଶ୍ରାମଗାର ନଜର ରଖ ସରକାର ଇମିତି ଗୋଟିଏ ନୁହେଁ ଆହୁରି ଅଛି ବସଷ୍ଟାଣ୍ଡ ଯାହାର ମୋ ବସ ସେବା1
- ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା3
- କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।1
- ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି | ଭୁବନ, ଢ଼େଙ୍କାନାଳ #bhuban #dhenkanal1
- Post by Dhenkanal News1