logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ସକାଳ ଘ: ୭.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକରଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଖଇରା ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୧୦୪ ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରୁ ୮୮ ଗୋଟି ବ୍ୟକ୍ତିଗତ ଓ ୧୫ ଗୋଟି ସାମୁହିକ ଅଭିଯୋଗ ସମ୍ପର୍କିତ ହୋଇଥିବା ବେଳେ ୧ ଗୋଟି ରେଡ କ୍ରୋସ ନିମନ୍ତେ ଆବେଦନ କରିଥିଲେ I ଏହି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୬ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ବାଲେଶ୍ୱର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ଓ ଭାରପ୍ରାପ୍ତ ଉପ ଜିଲ୍ଲାପାଳ, ବାଲେଶ୍ୱର ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

11 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
11 hrs ago
1fcd6e61-3a5d-4cf0-a407-42b359dc415e

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ସକାଳ ଘ: ୭.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକରଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଖଇରା ପଞ୍ଚାୟତ ସମିତି ଅଧୀନସ୍ଥ

a966cbd6-5aaf-4200-b0ae-d480d22b06e9

ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୧୦୪ ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରୁ ୮୮ ଗୋଟି ବ୍ୟକ୍ତିଗତ ଓ ୧୫ ଗୋଟି ସାମୁହିକ ଅଭିଯୋଗ ସମ୍ପର୍କିତ ହୋଇଥିବା ବେଳେ ୧ ଗୋଟି ରେଡ କ୍ରୋସ ନିମନ୍ତେ ଆବେଦନ କରିଥିଲେ I ଏହି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୬ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା

ccb48258-a439-4232-aa6f-de702d4c8a76

I ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ବାଲେଶ୍ୱର ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ଓ ଭାରପ୍ରାପ୍ତ ଉପ ଜିଲ୍ଲାପାଳ, ବାଲେଶ୍ୱର ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

More news from ଓଡ଼ିଶା and nearby areas
  • ବିକାଶ'ର ଆଇନା ଦେଖାଇଲେ ଯୋଗୀ: ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।
    1
    ବିକାଶ'ର ଆଇନା ଦେଖାଇଲେ ଯୋଗୀ:
ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • Post by Debendra Barik
    4
    Post by Debendra Barik
    user_Debendra Barik
    Debendra Barik
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    3 hrs ago
  • ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ Pani chatra Bhadrak chatabar /chakadala bottom chatu company
    1
    ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ 
Pani chatra Bhadrak chatabar /chakadala bottom chatu company
    user_SHAURAV 2.0
    SHAURAV 2.0
    Farmer ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    10 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by DD Odisha
    1
    Post by DD Odisha
    user_DD Odisha
    DD Odisha
    ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    7 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-:  ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I
    1
    ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ
କେନ୍ଦ୍ରାପଡ଼ା- ୧୪/୪-:  ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    57 min ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.