Shuru
Apke Nagar Ki App…
##ବିକ୍ରମ_ଜାମିନ_ରାୟ_ଶୁକ୍ରବାର ପିତବାସ ପଣ୍ଡା ହତ୍ୟା ମାମଲାରେ ହାଇକୋର୍ଟରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ,ରାୟ ସଂରକ୍ଷିତ l ଆସନ୍ତା ଅର୍ଥାତ୍ ୧୭ ତାରିଖ ଶୁକ୍ରବାର ଦିନ ଜାମିନ୍ ଆବେଦନର ରାୟ, ପ୍ରକାଶ ପାଇବ l .
Ganjam Khabar
##ବିକ୍ରମ_ଜାମିନ_ରାୟ_ଶୁକ୍ରବାର ପିତବାସ ପଣ୍ଡା ହତ୍ୟା ମାମଲାରେ ହାଇକୋର୍ଟରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ,ରାୟ ସଂରକ୍ଷିତ l ଆସନ୍ତା ଅର୍ଥାତ୍ ୧୭ ତାରିଖ ଶୁକ୍ରବାର ଦିନ ଜାମିନ୍ ଆବେଦନର ରାୟ, ପ୍ରକାଶ ପାଇବ l .
More news from ଓଡ଼ିଶା and nearby areas
- କୁକୁଡ଼ାଖଣ୍ତି ଅଞ୍ଚଳରେ ସରିଲା ଗଞ୍ଜାମ ର ମେରୁ ପର୍ବ ! ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ।1
- ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି। ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି। ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।1
- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।1
- Post by SOUMYA RANJAN1
- Post by Manoj kumar baliyarsingh4
- Post by Rajesh Samantaray1
- ehaku pariskar darkar sabu dina2
- ମାଁ ମହୁରୀ କାଳୁଆ ପୀଠରେ ମା ୬୯ ତମ ବାର୍ଷିକ ଉତ୍ସବ ୨୦୨୬1