logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ଵର ରେ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଥରେ କଳଙ୍କର ଦାଗ ଲାହିଛି, ପ୍ରାଥମିକ ବିଦ୍ୟାଳୟର ଜଣେ ୧୦ ବର୍ଷର ପଞ୍ଚମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି,ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି,ମିଳିଥିବା ସୂଚନା ଅନୁଯାୟୀ,ଜଳେଶ୍ଵର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତ ବେଲି ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କ ନାମରେ ଏହି ସଙ୍ଗୀନ ଅଭିଯୋଗ ଆସିଛି।ଗତ ୨୩ ତାରିଖରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ପଞ୍ଚମ ଶ୍ରେଣୀର ସମ୍ପୃକ୍ତ ଛାତ୍ରୀଙ୍କୁ କୌଶଳକ୍ରମେ ଅଫିସ କୋଠରୀକୁ ଡାକି ଅସଦାଚରଣ କରିଥିଲେ, ପରେ ​ଛାତ୍ରୀଜଣକ ଭୟଭୀତ ହୋଇ କାନ୍ଦି କାନ୍ଦି ଘରକୁ ଫେରିବା ପରେ,ପରିବାର ଲୋକେ ପଚାରିବାରୁ ସେ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ,କେବଳ ଥରେ କି ଦୁଇ ଥର ନୁହେଁ,ବରଂ ଅଭିଯୁକ୍ତ ପ୍ରଧାନଶିକ୍ଷକ ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଅସଦାଚରଣ କରିଥିବା ନେଇ ପୀଡ଼ିତା ଛାତ୍ରୀ ପ୍ରକାଶ କରିଛନ୍ତି,ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ରୋଧ ପ୍ରକାଶ ପାଇଥିଲା।ଗତ କାଲି ଗ୍ରାମରେ ଏକ ବୈଠକ ଡକାଯାଇ ଆଲୋଚନା କରାଯିବା ପରେ ପରିବାର ଲୋକଙ୍କ ପକ୍ଷରୁ ଜଳେଶ୍ଵର ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା,ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ଜଳେଶ୍ୱର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କୁ ଗିରଫ କରିଛି।ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଅବଗତ ହେବା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣା ପଡିଛି।ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।​ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଗ୍ରାମବାସୀ ମନାଲି ପାତ୍ର ଓ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ବିଦ୍ୟାଳୟ ହେଉଛି ମନ୍ଦିର ଏବଂ ଶିକ୍ଷକ ହେଉଛନ୍ତି ପୂଜାରୀ,ଯଦି ପ୍ରଧାନ ଶିକ୍ଷକ ହିଁ କୋମଳମତି ଶିଶୁଙ୍କ ପ୍ରତି ଏପରି ନୀଚ କାର୍ଯ୍ୟ କରିବେ,ତେବେ ଅଭିଭାବକ ମାନେ କିପରି ନିଜ ଝିଅଙ୍କୁ ସ୍କୁଲକୁ ପଠାଇବେ? ଆମେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଓ କଠୋର ଆଇନଗତ ଶାସ୍ତି ଦାବି କରୁଛୁ।​ଏହି ସଂବେଦନଶୀଳ ଘଟଣା ପରେ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ପୋଲିସର ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି.. #BreakingNews #OdishaNews #DhenkanalNewsOdisha #BalasoreNews #Jaleswar #SchoolNews #TeacherArrested #JusticeForChildren #ChildSafety #StudentSafety #POCSOAct #OdishaPolice #CrimeNews #EducationNews #HeadmasterArrest #OdishaBreaking

19 hrs ago
user_Dhenkanal News
Dhenkanal News
Media company Dhenkanal Sadar, Odisha•

More news from ଓଡ଼ିଶା and nearby areas
  • लखीमपुर खीरी: गोला गोकर्णनाथ के मंगला देवी मंदिर में अषाढ़ी पर उमड़ा आस्था का सैलाब गोला गोकर्णनाथ : जिला लखीमपुर खीरी के प्रसिद्ध मंगला देवी मंदिर में अषाढ़ी के पावन अवसर पर बुधवार को भक्तों का सैलाब उमड़ पड़ा। सुबह से ही मंदिर परिसर "जय माता दी" और "मंगला मैया की जय" के जयकारों से गूंज उठा। सुबह से लगी भक्तों की कतार अषाढ़ माह की मान्यता के चलते दूर-दराज से श्रद्धालु मन्नत मांगने पहुंचे। भक्तों ने माता के दरबार में चुनरी, नारियल और प्रसाद चढ़ाकर सुख-समृद्धि की कामना की। मंदिर परिसर में भव्य आयोजन मंदिर के पुजारी जैनत वाजपेई ने बताया कि अषाढ़ी के दिन माता मंगला देवी का विशेष श्रृंगार किया गया। मंदिर समिति के सदस्य केके शुक्ला ने कहा कि "मां मंगला देवी अपनी दो बहनों के साथ यहां विराजमान हैं। मान्यता है कि सच्चे मन से मांगी गई मन्नत यहां जरूर पूरी होती है। इसी आस्था के चलते अषाढ़ी पर हर साल भीड़ बढ़ती जा रही है।"
    1
    लखीमपुर खीरी: गोला गोकर्णनाथ के मंगला देवी मंदिर में अषाढ़ी पर उमड़ा आस्था का सैलाब
गोला गोकर्णनाथ : जिला लखीमपुर खीरी के प्रसिद्ध मंगला देवी मंदिर में अषाढ़ी के पावन अवसर पर बुधवार को भक्तों का सैलाब उमड़ पड़ा।  सुबह से ही मंदिर परिसर "जय माता दी" और "मंगला मैया की जय" के जयकारों से गूंज उठा।
सुबह से लगी भक्तों की कतार
अषाढ़ माह की मान्यता के चलते दूर-दराज से श्रद्धालु मन्नत मांगने पहुंचे।  भक्तों ने माता के दरबार में चुनरी, नारियल और प्रसाद चढ़ाकर सुख-समृद्धि की कामना की। 
मंदिर परिसर में भव्य आयोजन
मंदिर के पुजारी जैनत वाजपेई ने बताया कि अषाढ़ी के दिन माता मंगला देवी का विशेष श्रृंगार किया गया।  
मंदिर समिति के सदस्य केके शुक्ला ने कहा कि "मां मंगला देवी अपनी दो बहनों के साथ यहां विराजमान हैं। मान्यता है कि सच्चे मन से मांगी गई मन्नत यहां जरूर पूरी होती है। इसी आस्था के चलते अषाढ़ी पर हर साल भीड़ बढ़ती जा रही है।"
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    50 min ago
  • ହିନ୍ଦୋଳ ପଞ୍ଚୁପଡା ରାଜସ୍ବ ନିରୀକ୍ଷିକା ଚାକିରୀ ରୁ ବହିସ୍କୃତ ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅଧୀନ ପଞ୍ଚୁପଡା ରାଜସ୍ବ ନିରୀକ୍ଷିକା ମାଳାତୀ ଦେହୁରୀ ଙ୍କୁ ଆଜି ଢେଙ୍କାନାଳ ଭିଜିଲାନ୍ସ କୋର୍ଟ ପୂର୍ବର ଥିବା କେଶର ରାୟ ଶୁଣାଇ ଚାକିରିରୁ ବହିସ୍କୃତ ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି. ସେ ଏକ ମ୍ୟୁଟେସନ କେଶ ପାଇଁ ଲାଞ୍ଚ ନେଇ ଧରାପଡ଼ିଥିଲେ.
    1
    ହିନ୍ଦୋଳ ପଞ୍ଚୁପଡା ରାଜସ୍ବ ନିରୀକ୍ଷିକା ଚାକିରୀ ରୁ ବହିସ୍କୃତ ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ.
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅଧୀନ ପଞ୍ଚୁପଡା ରାଜସ୍ବ ନିରୀକ୍ଷିକା ମାଳାତୀ ଦେହୁରୀ ଙ୍କୁ ଆଜି ଢେଙ୍କାନାଳ ଭିଜିଲାନ୍ସ କୋର୍ଟ ପୂର୍ବର ଥିବା କେଶର ରାୟ ଶୁଣାଇ ଚାକିରିରୁ ବହିସ୍କୃତ ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି. ସେ ଏକ ମ୍ୟୁଟେସନ କେଶ ପାଇଁ ଲାଞ୍ଚ ନେଇ ଧରାପଡ଼ିଥିଲେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    1
    କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ବାଜିଚୌକ ସ୍ଥିତ ମା' ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍.....
    1
    ଢେଙ୍କାନାଳ ବାଜିଚୌକ ସ୍ଥିତ ମା' ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍.....
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    19 hrs ago
  • ବାଲେଶ୍ଵର ରେ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଥରେ କଳଙ୍କର ଦାଗ ଲାହିଛି, ପ୍ରାଥମିକ ବିଦ୍ୟାଳୟର ଜଣେ ୧୦ ବର୍ଷର ପଞ୍ଚମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି,ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି,ମିଳିଥିବା ସୂଚନା ଅନୁଯାୟୀ,ଜଳେଶ୍ଵର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତ ବେଲି ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କ ନାମରେ ଏହି ସଙ୍ଗୀନ ଅଭିଯୋଗ ଆସିଛି।ଗତ ୨୩ ତାରିଖରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ପଞ୍ଚମ ଶ୍ରେଣୀର ସମ୍ପୃକ୍ତ ଛାତ୍ରୀଙ୍କୁ କୌଶଳକ୍ରମେ ଅଫିସ କୋଠରୀକୁ ଡାକି ଅସଦାଚରଣ କରିଥିଲେ, ପରେ ​ଛାତ୍ରୀଜଣକ ଭୟଭୀତ ହୋଇ କାନ୍ଦି କାନ୍ଦି ଘରକୁ ଫେରିବା ପରେ,ପରିବାର ଲୋକେ ପଚାରିବାରୁ ସେ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ,କେବଳ ଥରେ କି ଦୁଇ ଥର ନୁହେଁ,ବରଂ ଅଭିଯୁକ୍ତ ପ୍ରଧାନଶିକ୍ଷକ ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଅସଦାଚରଣ କରିଥିବା ନେଇ ପୀଡ଼ିତା ଛାତ୍ରୀ ପ୍ରକାଶ କରିଛନ୍ତି,ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ରୋଧ ପ୍ରକାଶ ପାଇଥିଲା।ଗତ କାଲି ଗ୍ରାମରେ ଏକ ବୈଠକ ଡକାଯାଇ ଆଲୋଚନା କରାଯିବା ପରେ ପରିବାର ଲୋକଙ୍କ ପକ୍ଷରୁ ଜଳେଶ୍ଵର ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା,ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ଜଳେଶ୍ୱର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କୁ ଗିରଫ କରିଛି।ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଅବଗତ ହେବା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣା ପଡିଛି।ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।​ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଗ୍ରାମବାସୀ ମନାଲି ପାତ୍ର ଓ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ବିଦ୍ୟାଳୟ ହେଉଛି ମନ୍ଦିର ଏବଂ ଶିକ୍ଷକ ହେଉଛନ୍ତି ପୂଜାରୀ,ଯଦି ପ୍ରଧାନ ଶିକ୍ଷକ ହିଁ କୋମଳମତି ଶିଶୁଙ୍କ ପ୍ରତି ଏପରି ନୀଚ କାର୍ଯ୍ୟ କରିବେ,ତେବେ ଅଭିଭାବକ ମାନେ କିପରି ନିଜ ଝିଅଙ୍କୁ ସ୍କୁଲକୁ ପଠାଇବେ? ଆମେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଓ କଠୋର ଆଇନଗତ ଶାସ୍ତି ଦାବି କରୁଛୁ।​ଏହି ସଂବେଦନଶୀଳ ଘଟଣା ପରେ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ପୋଲିସର ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି.. #BreakingNews #OdishaNews #DhenkanalNewsOdisha #BalasoreNews #Jaleswar #SchoolNews #TeacherArrested #JusticeForChildren #ChildSafety #StudentSafety #POCSOAct #OdishaPolice #CrimeNews #EducationNews #HeadmasterArrest #OdishaBreaking
    1
    ବାଲେଶ୍ଵର ରେ  ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଥରେ କଳଙ୍କର ଦାଗ ଲାହିଛି, ପ୍ରାଥମିକ ବିଦ୍ୟାଳୟର ଜଣେ ୧୦ ବର୍ଷର ପଞ୍ଚମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି,ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି,ମିଳିଥିବା ସୂଚନା ଅନୁଯାୟୀ,ଜଳେଶ୍ଵର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତ ବେଲି ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କ ନାମରେ ଏହି ସଙ୍ଗୀନ ଅଭିଯୋଗ ଆସିଛି।ଗତ ୨୩ ତାରିଖରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ପଞ୍ଚମ ଶ୍ରେଣୀର ସମ୍ପୃକ୍ତ ଛାତ୍ରୀଙ୍କୁ କୌଶଳକ୍ରମେ ଅଫିସ କୋଠରୀକୁ ଡାକି ଅସଦାଚରଣ କରିଥିଲେ, ପରେ ​ଛାତ୍ରୀଜଣକ ଭୟଭୀତ ହୋଇ କାନ୍ଦି କାନ୍ଦି ଘରକୁ ଫେରିବା ପରେ,ପରିବାର ଲୋକେ ପଚାରିବାରୁ ସେ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ,କେବଳ ଥରେ କି ଦୁଇ ଥର ନୁହେଁ,ବରଂ ଅଭିଯୁକ୍ତ ପ୍ରଧାନଶିକ୍ଷକ ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଅସଦାଚରଣ କରିଥିବା ନେଇ ପୀଡ଼ିତା ଛାତ୍ରୀ ପ୍ରକାଶ କରିଛନ୍ତି,ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ରୋଧ ପ୍ରକାଶ ପାଇଥିଲା।ଗତ କାଲି ଗ୍ରାମରେ ଏକ ବୈଠକ ଡକାଯାଇ ଆଲୋଚନା କରାଯିବା ପରେ ପରିବାର ଲୋକଙ୍କ ପକ୍ଷରୁ ଜଳେଶ୍ଵର ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା,ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ଜଳେଶ୍ୱର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କୁ ଗିରଫ କରିଛି।ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଅବଗତ ହେବା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣା ପଡିଛି।ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।​ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଗ୍ରାମବାସୀ ମନାଲି ପାତ୍ର ଓ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ବିଦ୍ୟାଳୟ ହେଉଛି ମନ୍ଦିର ଏବଂ ଶିକ୍ଷକ ହେଉଛନ୍ତି ପୂଜାରୀ,ଯଦି ପ୍ରଧାନ ଶିକ୍ଷକ ହିଁ କୋମଳମତି ଶିଶୁଙ୍କ ପ୍ରତି ଏପରି ନୀଚ କାର୍ଯ୍ୟ କରିବେ,ତେବେ ଅଭିଭାବକ ମାନେ କିପରି ନିଜ ଝିଅଙ୍କୁ ସ୍କୁଲକୁ ପଠାଇବେ? ଆମେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଓ କଠୋର ଆଇନଗତ ଶାସ୍ତି ଦାବି କରୁଛୁ।​ଏହି ସଂବେଦନଶୀଳ ଘଟଣା ପରେ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ପୋଲିସର ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି..

#BreakingNews
#OdishaNews
#DhenkanalNewsOdisha
#BalasoreNews
#Jaleswar
#SchoolNews
#TeacherArrested
#JusticeForChildren
#ChildSafety
#StudentSafety
#POCSOAct
#OdishaPolice
#CrimeNews
#EducationNews
#HeadmasterArrest
#OdishaBreaking
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.