logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆସ୍କା ଅଞ୍ଚଳର ପ୍ରତାପ ରଣାଙ୍କ ଏକ ମାତ୍ର ପୁଅ ଶ୍ରୀୟାସୁ ରଣା ବୟସ ୫ ବର୍ଷ । ସେ ଥାଲେସେମିଆ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ନିକଟସ୍ଥ କର୍କଟ ପ୍ରତିଷ୍ଠାନ ଓ ଗବେଷଣା ଶିବିରରେ ଚିକିତ୍ସିତ ହେଉଛନ୍ତି। ପରିବାର ଲୋକେ ଧାରକରଜ କରି ୮ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସାରିଲାଣି। ଆହୁରି ୪୦ ଲକ୍ଷ୍ୟ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଆମ ଗରିବର ବନ୍ଧୁ ଟ୍ରଷ୍ଟ କୁ ପରିବାର ଲୋକେ ନିବେଦନ କରିଛନ୍ତି। ଏଣୁ ଆମ ଗରିବର ବନ୍ଧୁ ଟ୍ରଷ୍ଟର ସମସ୍ତ ବନ୍ଧୁ ମିଳିମିଶି ପୋଲସରା ସହର ବୁଲି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲୁ। ପୋଲସରା ସହରର ସମସ୍ତ ଜନସାଧାରଣ ସହାୟତାର ହାତ ବଢ଼ାଇଥିଲେ। ଏଣୁ ଓଡ଼ିଶାର ସମସ୍ତ ଜନ ସାଧାରଣ ଙ୍କୁ ମୋର ନିବେଦନ। ସମସ୍ତେ କିଛି କିଛି ଆର୍ଥିକ ସହାୟତା କରନ୍ତୁ।

2 hrs ago
user_Subrat Behera
Subrat Behera
Journalist ପୋଲସରା, ଗଞ୍ଜାମ, ଓଡ଼ିଶା•
2 hrs ago

ଆସ୍କା ଅଞ୍ଚଳର ପ୍ରତାପ ରଣାଙ୍କ ଏକ ମାତ୍ର ପୁଅ ଶ୍ରୀୟାସୁ ରଣା ବୟସ ୫ ବର୍ଷ । ସେ ଥାଲେସେମିଆ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ନିକଟସ୍ଥ କର୍କଟ ପ୍ରତିଷ୍ଠାନ ଓ ଗବେଷଣା ଶିବିରରେ ଚିକିତ୍ସିତ ହେଉଛନ୍ତି। ପରିବାର ଲୋକେ ଧାରକରଜ କରି ୮ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସାରିଲାଣି। ଆହୁରି ୪୦ ଲକ୍ଷ୍ୟ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଆମ ଗରିବର ବନ୍ଧୁ ଟ୍ରଷ୍ଟ କୁ ପରିବାର ଲୋକେ ନିବେଦନ କରିଛନ୍ତି। ଏଣୁ ଆମ ଗରିବର ବନ୍ଧୁ ଟ୍ରଷ୍ଟର ସମସ୍ତ ବନ୍ଧୁ ମିଳିମିଶି ପୋଲସରା ସହର ବୁଲି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲୁ। ପୋଲସରା ସହରର ସମସ୍ତ ଜନସାଧାରଣ ସହାୟତାର ହାତ ବଢ଼ାଇଥିଲେ। ଏଣୁ ଓଡ଼ିଶାର ସମସ୍ତ ଜନ ସାଧାରଣ ଙ୍କୁ ମୋର ନିବେଦନ। ସମସ୍ତେ କିଛି କିଛି ଆର୍ଥିକ ସହାୟତା କରନ୍ତୁ।

More news from ଓଡ଼ିଶା and nearby areas
  • Modi ji led government transformed Farmers ' Lives.
    1
    Modi ji led government transformed Farmers ' Lives.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • bhai mane full sofate karibe
    1
    bhai mane full sofate karibe
    user_Deepak Jani
    Deepak Jani
    Phulabani Town, Kandhamal•
    23 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    38 min ago
  • OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର
    1
    OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    4 hrs ago
  • ବୌଦ୍ଧ ଜିଲ୍ଲା ବିଶ୍ବହିନ୍ଦୁ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ
    1
    ବୌଦ୍ଧ ଜିଲ୍ଲା ବିଶ୍ବହିନ୍ଦୁ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    32 min ago
  • ବିକାଶ ଯେଉଁଠି ବିକାଶ ପୁରୁଷ ସେଇଠି
    1
    ବିକାଶ ଯେଉଁଠି ବିକାଶ ପୁରୁଷ ସେଇଠି
    user_Sibasisha Rout
    Sibasisha Rout
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • Des Ka Kisan
    1
    Des Ka Kisan
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • ଜୌସ୍ନା ଶବର ଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଙ୍କ ଜାତୀୟ ଶିଶୁ ପୁରସ୍କାର
    1
    ଜୌସ୍ନା ଶବର ଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଙ୍କ ଜାତୀୟ ଶିଶୁ ପୁରସ୍କାର
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    2 hrs ago
  • ଗାଁରେ ଲୋକକଳା ମହୋତ୍ସବ I Adenigad I Boudh News I @ranjankumardash
    1
    ଗାଁରେ ଲୋକକଳା ମହୋତ୍ସବ I Adenigad I Boudh News I @ranjankumardash
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.