ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଠିକା ସଂସ୍ଥା ସୁପର ଭାଇଜର ମୃତ୍ୟୁ। କ୍ଷତିପୂରଣ ଦାବିରେ କାରଖାନା ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା। ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଠିକା ସଂସ୍ଥା ସୁପର ଭାଇଜର ମୃତ୍ୟୁ। କ୍ଷତିପୂରଣ ଦାବିରେ କାରଖାନା ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା। କଣ୍ଟାବଣିଆ,ଢେଙ୍କାନାଳ, ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଓ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ସୀମାନ୍ତରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଜଣେ ଏସ ଜୀ ବି ଠିକା ସଂସ୍ଥାର ସୁପର ଭାଇଜରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଏହାକୁ ନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ସହକର୍ମୀମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାୟ ୬ ଘଣ୍ଟା ଧାରଣା ପରେ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା। ମୃତ ଶ୍ରମିକ ହେଲେ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ସୁଶାନ୍ତ କୁମାର ସାମଲ।ପରିବାର ଲୋକଙ୍କ କହିବାନୁସାରେ,ସୁଶାନ୍ତ ଗତକାଲି ଜେନେରାଲ୍ ସିଫ୍ଟରେ ଡ୍ୟୁଟିକୁ ଯାଇଥିଲେ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ,ସନ୍ଧ୍ୟା ପ୍ରାୟ ୬ଟା ପରେ ଡ୍ୟୁଟି ସମୟରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ କାରଖାନାର ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କଟକସ୍ଥିତ ଏକ ବେସରକାରୀ ଚିକିତ୍ସାଳୟ ଏବଂ ପରେ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ନୂଆହତା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ମୃତଦେହ କାରଖାନା ନିକଟରେ ପହଞ୍ଚିବା ସହ ସହକର୍ମୀ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ।କାରଖାନା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।ପରିଶେଷରେ ଏସ ଜି ବି ଠିକା ସଂସ୍ଥା ଶ୍ରମିକଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ,ପିଲାମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ। ଟାଟା ଷ୍ଟିଲ୍ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ସେମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି। ପ୍ରଚଳିତ ନୀତି ଓ ପ୍ରକ୍ରିୟା ଅନୁଯାୟୀ କମ୍ପାନୀ ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ ଜାରି ରହିବ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ,ଉପଲବ୍ଧ ସୂଚନା ଆଧାରରେ ଏହା ଏକ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି (ଆକ୍ୟୁଟ କୋରୋନାରୀ ସିଣ୍ଡ୍ରୋମ୍ ହୋଇଥିବାର ସନ୍ଦେହ)ଥିଲା।ଏଥିରେ କୌଣସି କାର୍ଯ୍ୟସ୍ଥଳୀ ଘଟଣା କିମ୍ବା ପ୍ଲାଣ୍ଟ ସମ୍ପର୍କିତ ଦୁର୍ଘଟଣା ଘଟିନଥିଲା।ଏପରି ସ୍ଥଳେ ସାହାଯ୍ୟ ର ହାତ ବଢ଼ାଇ ଟାଟା ଷ୍ଟିଲ୍ ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ,ବ୍ୟବସାୟିକ ସହଯୋଗୀ ଏବଂ ଶ୍ରମିକ ମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ବୋଲି ପ୍ରମାଣିତ କରିଛି।
ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଠିକା ସଂସ୍ଥା ସୁପର ଭାଇଜର ମୃତ୍ୟୁ। କ୍ଷତିପୂରଣ ଦାବିରେ କାରଖାନା ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା। ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଠିକା ସଂସ୍ଥା ସୁପର ଭାଇଜର ମୃତ୍ୟୁ। କ୍ଷତିପୂରଣ ଦାବିରେ କାରଖାନା ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା। କଣ୍ଟାବଣିଆ,ଢେଙ୍କାନାଳ, ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଓ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ସୀମାନ୍ତରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଜଣେ ଏସ ଜୀ ବି ଠିକା ସଂସ୍ଥାର ସୁପର ଭାଇଜରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଏହାକୁ ନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ସହକର୍ମୀମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ
ଧାରଣାରେ ବସିଥିଲେ। ପ୍ରାୟ ୬ ଘଣ୍ଟା ଧାରଣା ପରେ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା। ମୃତ ଶ୍ରମିକ ହେଲେ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ସୁଶାନ୍ତ କୁମାର ସାମଲ।ପରିବାର ଲୋକଙ୍କ କହିବାନୁସାରେ,ସୁଶାନ୍ତ ଗତକାଲି ଜେନେରାଲ୍ ସିଫ୍ଟରେ ଡ୍ୟୁଟିକୁ ଯାଇଥିଲେ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ,ସନ୍ଧ୍ୟା ପ୍ରାୟ ୬ଟା ପରେ ଡ୍ୟୁଟି ସମୟରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ କାରଖାନାର ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କଟକସ୍ଥିତ ଏକ ବେସରକାରୀ ଚିକିତ୍ସାଳୟ ଏବଂ ପରେ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା
କରିଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ନୂଆହତା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ମୃତଦେହ କାରଖାନା ନିକଟରେ ପହଞ୍ଚିବା ସହ ସହକର୍ମୀ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ।କାରଖାନା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।ପରିଶେଷରେ ଏସ ଜି ବି ଠିକା ସଂସ୍ଥା ଶ୍ରମିକଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ,ପିଲାମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ। ଟାଟା ଷ୍ଟିଲ୍ ଶୋକସନ୍ତପ୍ତ ପରିବାରବର୍ଗଙ୍କ
ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ସେମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି। ପ୍ରଚଳିତ ନୀତି ଓ ପ୍ରକ୍ରିୟା ଅନୁଯାୟୀ କମ୍ପାନୀ ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ ଜାରି ରହିବ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ,ଉପଲବ୍ଧ ସୂଚନା ଆଧାରରେ ଏହା ଏକ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି (ଆକ୍ୟୁଟ କୋରୋନାରୀ ସିଣ୍ଡ୍ରୋମ୍ ହୋଇଥିବାର ସନ୍ଦେହ)ଥିଲା।ଏଥିରେ କୌଣସି କାର୍ଯ୍ୟସ୍ଥଳୀ ଘଟଣା କିମ୍ବା ପ୍ଲାଣ୍ଟ ସମ୍ପର୍କିତ ଦୁର୍ଘଟଣା ଘଟିନଥିଲା।ଏପରି ସ୍ଥଳେ ସାହାଯ୍ୟ ର ହାତ ବଢ଼ାଇ ଟାଟା ଷ୍ଟିଲ୍ ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ,ବ୍ୟବସାୟିକ ସହଯୋଗୀ ଏବଂ ଶ୍ରମିକ ମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ବୋଲି ପ୍ରମାଣିତ କରିଛି।
- ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଠିକା ସଂସ୍ଥା ସୁପର ଭାଇଜର ମୃତ୍ୟୁ। କ୍ଷତିପୂରଣ ଦାବିରେ କାରଖାନା ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା। ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଠିକା ସଂସ୍ଥା ସୁପର ଭାଇଜର ମୃତ୍ୟୁ। କ୍ଷତିପୂରଣ ଦାବିରେ କାରଖାନା ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା। କଣ୍ଟାବଣିଆ,ଢେଙ୍କାନାଳ, ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଓ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ସୀମାନ୍ତରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାରେ କାର୍ଯ୍ୟରତ ଜଣେ ଏସ ଜୀ ବି ଠିକା ସଂସ୍ଥାର ସୁପର ଭାଇଜରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଏହାକୁ ନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ସହକର୍ମୀମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାୟ ୬ ଘଣ୍ଟା ଧାରଣା ପରେ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା। ମୃତ ଶ୍ରମିକ ହେଲେ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ସୁଶାନ୍ତ କୁମାର ସାମଲ।ପରିବାର ଲୋକଙ୍କ କହିବାନୁସାରେ,ସୁଶାନ୍ତ ଗତକାଲି ଜେନେରାଲ୍ ସିଫ୍ଟରେ ଡ୍ୟୁଟିକୁ ଯାଇଥିଲେ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ,ସନ୍ଧ୍ୟା ପ୍ରାୟ ୬ଟା ପରେ ଡ୍ୟୁଟି ସମୟରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ କାରଖାନାର ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କଟକସ୍ଥିତ ଏକ ବେସରକାରୀ ଚିକିତ୍ସାଳୟ ଏବଂ ପରେ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ନୂଆହତା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ମୃତଦେହ କାରଖାନା ନିକଟରେ ପହଞ୍ଚିବା ସହ ସହକର୍ମୀ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ।କାରଖାନା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।ପରିଶେଷରେ ଏସ ଜି ବି ଠିକା ସଂସ୍ଥା ଶ୍ରମିକଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ,ପିଲାମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ। ଟାଟା ଷ୍ଟିଲ୍ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ସେମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି। ପ୍ରଚଳିତ ନୀତି ଓ ପ୍ରକ୍ରିୟା ଅନୁଯାୟୀ କମ୍ପାନୀ ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ ଜାରି ରହିବ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ,ଉପଲବ୍ଧ ସୂଚନା ଆଧାରରେ ଏହା ଏକ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି (ଆକ୍ୟୁଟ କୋରୋନାରୀ ସିଣ୍ଡ୍ରୋମ୍ ହୋଇଥିବାର ସନ୍ଦେହ)ଥିଲା।ଏଥିରେ କୌଣସି କାର୍ଯ୍ୟସ୍ଥଳୀ ଘଟଣା କିମ୍ବା ପ୍ଲାଣ୍ଟ ସମ୍ପର୍କିତ ଦୁର୍ଘଟଣା ଘଟିନଥିଲା।ଏପରି ସ୍ଥଳେ ସାହାଯ୍ୟ ର ହାତ ବଢ଼ାଇ ଟାଟା ଷ୍ଟିଲ୍ ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ,ବ୍ୟବସାୟିକ ସହଯୋଗୀ ଏବଂ ଶ୍ରମିକ ମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ବୋଲି ପ୍ରମାଣିତ କରିଛି।4
- କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ1
- ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?1
- ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର1
- ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏବେ ବାଲି ପାଇଁ ଧାର୍ଯ୍ୟ ହେଲା MSP। ଏଣିକି ଏକ କ୍ୟୁବିକ ମିଟର ବାଲି ୩୪୦ ଟଙ୍କାରେ ମିଳିବ, ଅର୍ଥାତ ଗୋଟିଏ ଟ୍ରାକ୍ଟର ବାଲି ପାଇଁ ଲୋକଙ୍କୁ ମାତ୍ର ୬୮୦ ଟଙ୍କା ଦେବାକୁ ପଡ଼ିବ। ଚୋରା କାରବାର ରୋକିବାକୁ ଖୁବଶୀଘ୍ର ୧୦୦ରୁ ଅଧିକ ବାଲି ଖାଦାନର ଇ-ଲଟେରୀ କରାଯିବ ବୋଲି ଘୋଷଣା କରିଛନ୍ତି ଖଣି ମନ୍ତ୍ରୀ।1
- #ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork1
- ବନ୍ଧୁ ହେବ ତ ଏମିତି l ଅଜଣା ଅଚିହ୍ନା ଏହି ଦୁଇ କୁଷ୍ଠରୋଗୀ ଏବେ ପାଲଟି ଯାଇଛନ୍ତି ଉତ୍ତମ ବନ୍ଧୁ1
- लखनऊ के सैन्योर: अस्पताल बना मौत का अड्डा स्वास्थ्य विभाग से लेकर प्रशासन 5 दिन से मीडिया पूछ रही है *लखनऊ के सैन्योर: अस्पताल बना मौत का अड्डा स्वास्थ्य विभाग से लेकर प्रशासन 5 दिन से मीडिया पूछ रही है लेकिन अब तक कोई न जवाब अब कार्रवाई नहीं स्वास्थ्य विभाग के सभी अधिकारी तक सब खामोश खामोश ना कोई जांच ना कोई कार्रवाई* *रिपोर्टर बिलाल अली हम सच लिखते हैं अगर आप हमें बागी समझो तो हम बाकी ही सही लेकिन सच लिखेंगे* *लखनऊ के सैन्योर: अस्पताल बना मौत का अड्डा स्वास्थ्य विभाग से लेकर प्रशासन 5 दिन से अब तक कोई कार्रवाई नहीं स्वास्थ्य विभाग के सभी अधिकारी तक सब खामोश खामोश ना कोई जांच ना कोई कार्रवाई* *रिपोर्टर बिलाल अली हम सच लिखते हैं अगर आप हमें बागी समझो तो हम बाकी ही सही लेकिन सच लिखेंगे* *DM लखनऊ वर्जन जब हमने पीएम साहब से बात की उन्होंने कहा कि फिलहाल में मीटिंग में हूं यह मामला नहीं आया है अभी अपने ईमेल किया है मैंने देखा है हम इसके खिलाफ कार्रवाई करेंगे आप भी निश्चित है अब देखते हो या नहीं* लखनऊ में अपने आप को एक बड़े बैनर अखबार का प्रभारी बताता है जब आज हमारी डीएम महोदय से बात हुई पूर्व प्रकरण बताया गया डीएम साहब को ईमेल भी कर देंगे सर ने कहा कि हम अस्पताल के खिलाफ सख्त कार्रवाई करेंगे पत्रकार लोकतंत्र का एक चौथा स्तंभ होता है हम सच लिखेंगे अगर सच लिखना बगावत है तो समझो हम भी बाकी है हमारे सूत्रों के हवाले से यह भी खबर है कि अपने आप को फर्जी पत्रकार बताना हॉस्पिटल के अंदर गलत मैरिज लेट कमीशन लेते हैं अगर कोई खबर चलाएगा अस्पताल के खिलाफ हमारा लखनऊ के पूरे स्वास्थ्य विभाग से एक ही सवाल है सरकार अस्पताल चलाएंगे दलाल हॉस्पिटल चलाएं आखिर यह दलाली करके इस राज्य को कहां जाएंगे *जिस तरीके की भाषा इस अस्पताल के ओनर की है वह किसी की नहीं हो सकते सत्ता की हनक इतनी है वादा करता है अस्पताल में बंद नहीं होगा आप ठाकुर हो लेकिन आपको मुख्यमंत्री ने यह नहीं था कि आप आदमी को मारो हम आपको कुछ नहीं कहेंगे गलती आपकी आप अपना पक्ष रखने के लिए तैयार ही नहीं जितना हल्का ले रखा है ना उससे बहुत ज्यादा होगा मानव अधिकार को आज एक चिट्ठी लिख दी गई है पुलिस में जिस तरीके से हॉस्पिटल स्टाफ के साथ मिलकर उन बहनों मां-बाप परिजनों से बदसलों की उसके खिलाफ कार्रवाई होगी सुनिश्चित हो* राजनीति के चलते चलाया जा रहा आज हॉस्पिटल एक मौत का ठिकाना है किस नेता किस पर सिफारिश पर कार्रवाई नहीं हो रही हॉस्पिटल अगर बाइक लेना चाहते हैं कैमरे को धमकाते हो आप कितनी हैसियत अब सीनियर हॉस्पिटल के लेकिन आप ऐसे नहीं धमक सकते जवाब देना पड़ेगा किस नेता की सेवा पर आप चला रहे हो लोगों की जान से खिलवाड़ कर रहे हो1