logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୁମ୍ମା ବ୍ଲକ୍ ର ଗୌରବ ବଢାଇଲେ ରୋଜମେରୀ ସିବିଏସଇ ଗଜପତି ଜିଲ୍ଲା ଟପ୍ପର ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।

2 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।
    1
    ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ  ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    2 hrs ago
  • ଗେଟ୍ ତଳେ ଚାପି ହୋଇ ଦୁଇ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଙ୍କ ଘଟଣା ସ୍ଥଳ ପରିଦର୍ଶନ
    1
    ଗେଟ୍ ତଳେ ଚାପି ହୋଇ ଦୁଇ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଙ୍କ ଘଟଣା ସ୍ଥଳ ପରିଦର୍ଶନ
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    25 min ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    7 hrs ago
  • Post by Gurunath khuntia
    2
    Post by Gurunath khuntia
    user_Gurunath khuntia
    Gurunath khuntia
    Voice of people ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    2 hrs ago
  • କୁକୁଡ଼ାଖଣ୍ତି ବ୍ଳକର ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଲି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ।
    1
    କୁକୁଡ଼ାଖଣ୍ତି ବ୍ଳକର ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଲି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • Post by Ganjam Khabar
    1
    Post by Ganjam Khabar
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    12 hrs ago
  • kamagada panchayat re ghacha padi jaichi sayed abe suda jana padunu
    1
    kamagada panchayat re ghacha padi jaichi sayed abe suda jana padunu
    user_Ram
    Ram
    ଆସିକା, ଗଞ୍ଜାମ, ଓଡ଼ିଶା•
    40 min ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.