#CMOOdisha #Civilsupplydepartment #Dmsubarnapur #imformationandpublicrelation #sonepur_odisha #Subarnapur ଖରା ପାଇଁ ଲୋକେ ବାହାରକୁ ନ ବାହାରିବା ପାଇଁ ସରକାର ସଚେତନ କରୁଥିବା ବେଳେ ଅନ୍ୟ ପଟରେ ଡହ ଡହ ଖରା ରେ ଗ୍ୟାସ ପାଇଁ ଲୋକେ ରାତ୍ରି ୩ ଟା ରୁ ଅନିଦ୍ରା ରହି ଦିନ ୩ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ର ପୁଷ୍ପଲତା ଗ୍ୟାସ ଏଜେନ୍ସୀ ସାମ୍ନା ରେ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ି ରେ ଠିଆ ହୋଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ସୃଷ୍ଟି ହେଲାଣି। ଧାଡ଼ି ରେ ଠିଆ ହୋଇଥିବା ଲୋକ ମାନେ ବି ଦୀର୍ଘ ଦିନ ହେଲାଣି ଆସୁଥିଲେ ମଧ୍ୟ ସେମାନେ ଗ୍ୟାସ୍ ନ ପାଇ ଘରକୁ ଦୁଃଖ କଷ୍ଟ ରେ ଫେରି ଯିବା ଘଟଣା ମଧ୍ୟ ଶୁଣିବାକୁ ମିଳିଥିଲା। ଆଉ ଆଗରୁ ଯେଉଁ ମାନେ ୧୦ ତାରିଖ ପର୍ଯ୍ୟନ୍ତ ଗ୍ୟାସ୍ ବୁକିଂ କରିଥିଲେ ଆଉ ଗ୍ୟାସ୍ ସିଲିଣ୍ଡର୍ ଉପଲବ୍ଧ ନ ଥିବାରୁ ଗ୍ରାହକ ଗ୍ୟାସ ନେଇ ନ ଥିଲେ ସେମାନଙ୍କ ଗ୍ୟାସ୍ ତାଙ୍କ ଵୁକିଂ କୋଡ ରେ ଅନ୍ୟ କେହି ତାଙ୍କ ନାଁ ରେ ଗ୍ୟାସ ଉଠାଇ ନେଇଥିବା ବେଳେ ଅନେକ ଗ୍ରାହକ ଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆମର ପୁରୁଣା ବୋକିଂ ନଂ ରେ କିଏ ଗ୍ୟାସ୍ ଉଠାଇଲା। ତାହା ପୁଣି ଗ୍ୟାସ୍ ଏଜେନ୍ସୀ ଙ୍କୁ ପଚାରିବା ପରେ ସେ ଆଉ ଥରେ ବୁକିଂ କରିବାକୁ କହିଥିଲେ । ତ ଏଠି ପ୍ରଶ୍ନ ଉଠୁଛି ଆଜ୍ଞା ଆଗରୁ ବୁକିଂ ହୋଇଥିବା ଗ୍ୟାସ୍ କିଏ ନେଲା ? ଗ୍ୟାସ୍ ସଙ୍କଟ ଖାଲି ସୁବର୍ଣ୍ଣପୁର ରେ ଦେଖା ଦେଉଛି କି ଆଉ କେଉଁ ସ୍ଥାନରେ ଦେଖା ଦେଉଛି? ପୁଣି ଗ୍ୟାସ୍ ପାଇଁ ଆସୁଥିବା ଲୋକ ମାନେ ଖରା ଦିନରେ ଡହ ଡହ ଖରା ରେ ଭାଜି ହେଉଥିବା ବେଳେ ଏହି ସ୍ଥାନରେ ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡୁଛି। ପିଇବା ପାଣି ପାଇଁ ଉପଯୁକ୍ତ ବ୍ୟବସ୍ଥା ଥିଲେ ମଧ୍ୟ ପାଣି ପାଇ ପାରୁ ନାହାଁନ୍ତି ଗ୍ରାହକ । ଗ୍ୟାସ୍ ଏଜେନ୍ସି ଗ୍ୟାସ୍ ବିକ୍ରି କରିବା ପାଇଁ ଏତେ ବ୍ୟସ୍ତ ଯେ ଗ୍ରାହକ ମାନଙ୍କ ପାଇଁ ପିଇବା ପାଣି ଟୋପେ ବି ଯୋଗାଇ ପାରୁ ନାହାଁନ୍ତି। ଲୋକେ ପ୍ରାଣ ବିକଳରେ ବାଧ୍ୟ ହୋଇ ପାଖରେ ଥିବା ଦୋକାନରୁ ରୁ ୨୦ ଟଙ୍କା ଦେଇ ପାଣି କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପାଖରେ ଗୋଟିଏ ଦୋକାନ ଥିବାରୁ ତାହା ମଧ୍ୟ ଦୋକାନ ରେ ଆବଶ୍ୟକ ଭାବରେ ପାଣି ଉପଲବ୍ଧ ନ ଥିବାରୁ ଲୋକେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ସହର ର ଦୃଶ୍ୟ କୁ ଥରେ ଭାବିଲେ ବୋଧହୁଏ ଏଜେନ୍ସିଙ୍କ ମନରେ ଟିକେ ହେଲେ ଦୟା ଥାଆନ୍ତା। ଏସି ରୋମ୍ ଭିତରେ ରହି ପଇସା କମାଇଲେ ହେଲା ଲୋକଙ୍କ ଦୁଃଖ କିଏ ବୁଝିବ।ଟିକେ ଏସି ଭିଡ଼ ଭିତରୁ ବାହାରି ଲୋକଙ୍କ ଭିଡ଼କୁ ଆସନ୍ତୁ ଜାଣି ପାରିବେ କେତେ ଖରା ହେଉଛି ପ୍ରକୃତରେ। ଦେଖିବାକୁ ବାକି ରହିଲା କେବେ ଆବଶ୍ୟକ ଭାବରେ ଗ୍ୟାସ୍ ଉପଲବ୍ଧ ରହୁଛି। ଅନ୍ୟ ସ୍ଥାନ ମାନଙ୍କରେ ଗ୍ୟାସ୍ ଉପଲବ୍ଧ ରହୁଛି କିନ୍ତୁ ଲଜ୍ଜ୍ୟା ର ବିଷୟ ଏପର୍ଯ୍ୟନ୍ତ ପୁଷ୍ପଲତା ରେ ଗ୍ୟାସ୍ ଉପଲବ୍ଧ ନାହିଁ। ଯଦି ଗ୍ୟାସ୍ ଉପଲବ୍ଧ ରହୁଛି ତେବେ ଏତେ ଲମ୍ବା ଧାଡ଼ି କାହିଁକି?

- ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା1
- ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ #ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ.. #rishitv #appointment #sonepur #subarnapur #village #people #ashamarmi #demand #highlighted #viralpost ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...1
- କୋଟି କୋଟି ଟଙ୍କା ମୂଲ୍ୟର ଜମି ଶାଗ ମାଛ ଦରରେ ହଡ଼ପ କରାଯାଇଛି1
- ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।1
- ସୁବର୍ଣ୍ଣପୁର ମହିଳା ମୋର୍ଚ୍ଚା ପକ୍ଷରୁ ନ୍ୟୁ ଟାଉନ ହଲ ପରିସରରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି1