logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସାଧାରଣ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ଓ ଶାସନ ସେବାକୁ ଗ୍ରାମସ୍ତରରେ ସୁଦୃଢ଼ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୧୧.୦୩.୨୦୨୬(ବୁଧବାର) ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକେ ନିଜ ଅଭିଯୋଗ ସିଧାସଳଖ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିପାରିବେ ଓ ବିଭିନ୍ନ ସରକାରୀ ଯୋଜନା ଓ ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇବେ। ସୂଚନା ଯେ, ଆଳି ବ୍ଲକର ପଦାନିପାଳ, ରାଜନଗର ବ୍ଲକର ତାଳଚୁଆ, ରାଜକନିକା ବ୍ଲକର କଣ୍ଟାପଡ଼ା, ପଟ୍ଟାମୁଣ୍ଡାଇ ବ୍ଲକର ପେନ୍ଥାପାଳ, ମହାକାଳପଡ଼ା ବ୍ଲକର ସୁନିତି, ମାର୍ଶାଘାଇ ବ୍ଲକର ଦାସୀପୁର, ଗରଦପୁର ବ୍ଲକର ପଦମପୁର, ଡେରାବିଶ ବ୍ଲକର ବାରିମୂଳ, କେନ୍ଦ୍ରାପଡ଼ା ବ୍ଲକର କୁତରଙ୍ଗ ଠାରେ ଅନୁଷ୍ଠିତ ହେବ | ଉକ୍ତ କାର୍ଯ୍ୟକ୍ରମରେ ସମ୍ପର୍କିତ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାହାର ଆବଶ୍ୟକ ସମାଧାନ କରିବେ। ତେଣୁ ସମ୍ପର୍କିତ ଗ୍ରାମ ପଞ୍ଚାୟତର ସାଧାରଣ ଜନସାଧାରଣଙ୍କୁ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଅଭିଯୋଗ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

16 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
16 hrs ago
27a2b72b-715f-4723-ae35-bf8652fd5723

More news from ଓଡ଼ିଶା and nearby areas
  • ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ
    1
    ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    46 min ago
  • *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* *ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
    1
    *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* 
*ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    16 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    12 hrs ago
  • ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....
    1
    ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    15 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    2 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର  ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି  ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    21 hrs ago
  • Post by BL News
    1
    Post by BL News
    user_BL News
    BL News
    Agistment service ଟାଙ୍ଗୀ, କଟକ, ଓଡ଼ିଶା•
    21 hrs ago
  • ଜାଗୁଳାଇପାଟଣା ଅଙ୍ଗନୱାଡି ନୂତନ ଗୃହ ନିମନ୍ତେ ଜିଲ୍ଲପାଳ ଙ୍କୁ ଦାବିପତ୍ର ଗତକାଲି ଆମେ କଳପଡା ଗ୍ରାମ ପଞ୍ଚାୟତ ଜାଗୁଳାଇପାଟଣା ଅଙ୍ଗନୱାଡି ଗୃହ ନଥିବା ଏବଂ ପିଲାମାନେ ଖୋଲା ଛାତ ତଳେ ପାଠ ପଢ଼ୁଥିବା ଖବର ପରିବେଷଣ କରିଥିଲୁ I ଏହାପରେ ଅଙ୍ଗନୱାଡି ଦିଦି ଏବଂ ସହାୟିକା ଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କୁ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା I ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହ ଜାଗୁଳାଇପାଟଣା ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି କହିଥିଲ I ଆସନ୍ତୁ ଶୁଣିବା କଣ କହିଛନ୍ତି ଜିଲ୍ଲାପାଳ
    1
    ଜାଗୁଳାଇପାଟଣା ଅଙ୍ଗନୱାଡି ନୂତନ ଗୃହ  ନିମନ୍ତେ ଜିଲ୍ଲପାଳ ଙ୍କୁ ଦାବିପତ୍ର
ଗତକାଲି ଆମେ କଳପଡା ଗ୍ରାମ ପଞ୍ଚାୟତ ଜାଗୁଳାଇପାଟଣା ଅଙ୍ଗନୱାଡି ଗୃହ ନଥିବା ଏବଂ ପିଲାମାନେ ଖୋଲା ଛାତ ତଳେ ପାଠ ପଢ଼ୁଥିବା ଖବର ପରିବେଷଣ କରିଥିଲୁ I ଏହାପରେ ଅଙ୍ଗନୱାଡି ଦିଦି ଏବଂ ସହାୟିକା ଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କୁ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା I ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହ ଜାଗୁଳାଇପାଟଣା ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି କହିଥିଲ I ଆସନ୍ତୁ ଶୁଣିବା କଣ କହିଛନ୍ତି ଜିଲ୍ଲାପାଳ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.