Shuru
Apke Nagar Ki App…
ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ବିକ୍ଷୋଭ... ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....
Biraja prasad tripathy Tripathy
ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ବିକ୍ଷୋଭ... ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....
More news from ଓଡ଼ିଶା and nearby areas
- ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....1
- ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ1
- *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* *ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।1
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।1
- Post by BL News1
- ବିକଶିତ ରାଜ୍ୟ ହେବ ଓଡ଼ିଶା ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି,ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି,ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ବିକଶିତ ଭାରତବର୍ଷ ର ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବ ସ୍ଥାନ ପାଇବ, ପାରାଦୀପ ପାଲଟିବ ଓଡିଶା ବିକାଶ ର ଦ୍ୱାରଦେଶ....1