logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିକଶିତ ରାଜ୍ୟ ହେବ ଓଡ଼ିଶା ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି,ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି,ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ବିକଶିତ ଭାରତବର୍ଷ ର ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବ ସ୍ଥାନ ପାଇବ, ପାରାଦୀପ ପାଲଟିବ ଓଡିଶା ବିକାଶ ର ଦ୍ୱାରଦେଶ....

15 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
15 hrs ago

ବିକଶିତ ରାଜ୍ୟ ହେବ ଓଡ଼ିଶା ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି,ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି,ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ବିକଶିତ ଭାରତବର୍ଷ ର ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବ ସ୍ଥାନ ପାଇବ, ପାରାଦୀପ ପାଲଟିବ ଓଡିଶା ବିକାଶ ର ଦ୍ୱାରଦେଶ....

More news from ଓଡ଼ିଶା and nearby areas
  • ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....
    1
    ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    15 hrs ago
  • ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ
    1
    ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    38 min ago
  • *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* *ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
    1
    *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* 
*ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    16 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    12 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    1 hr ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର  ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି  ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    20 hrs ago
  • Post by BL News
    1
    Post by BL News
    user_BL News
    BL News
    Agistment service ଟାଙ୍ଗୀ, କଟକ, ଓଡ଼ିଶା•
    21 hrs ago
  • ବିକଶିତ ରାଜ୍ୟ ହେବ ଓଡ଼ିଶା ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି,ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି,ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ବିକଶିତ ଭାରତବର୍ଷ ର ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବ ସ୍ଥାନ ପାଇବ, ପାରାଦୀପ ପାଲଟିବ ଓଡିଶା ବିକାଶ ର ଦ୍ୱାରଦେଶ....
    1
    ବିକଶିତ ରାଜ୍ୟ ହେବ ଓଡ଼ିଶା 
ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି,ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି,ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ବିକଶିତ ଭାରତବର୍ଷ ର ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବ
ସ୍ଥାନ ପାଇବ, ପାରାଦୀପ ପାଲଟିବ ଓଡିଶା ବିକାଶ ର ଦ୍ୱାରଦେଶ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.