logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରଜ ସଂକ୍ରାନ୍ତି ଏବଂ ସୋମବାରର ପବିତ୍ର ଅବସରରେ ଆରଡ଼ିର ଅଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼ ଜମିବା ସହିତ ଏହା ଚଳାଚଞ୍ଚଳ ହୋଇଉଠିଛି। ଆଜି ରଜ ସଂକ୍ରାନ୍ତି ସହ ସୋମବାର ପଡ଼ିଥିବାରୁ, ସକାଳୁ ସକାଳୁ ହିଁ ଆରଡ଼ି ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

4 hrs ago
user_Aradi tv
Aradi tv
Credit reporting agency ଚାନ୍ଦବାଲି, ଭଦ୍ରକ, ଓଡ଼ିଶା•
4 hrs ago

ରଜ ସଂକ୍ରାନ୍ତି ଏବଂ ସୋମବାରର ପବିତ୍ର ଅବସରରେ ଆରଡ଼ିର ଅଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼ ଜମିବା ସହିତ ଏହା ଚଳାଚଞ୍ଚଳ ହୋଇଉଠିଛି। ଆଜି ରଜ ସଂକ୍ରାନ୍ତି ସହ ସୋମବାର ପଡ଼ିଥିବାରୁ, ସକାଳୁ ସକାଳୁ ହିଁ ଆରଡ଼ି ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

More news from ଓଡ଼ିଶା and nearby areas
  • ଆଇଆଇସି ଚାମେଲି ଓଝାଙ୍କୁ ଖରାପ ଇଶାରା କରୁଥିଲେ।
    1
    ଆଇଆଇସି ଚାମେଲି ଓଝାଙ୍କୁ ଖରାପ ଇଶାରା କରୁଥିଲେ।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    11 hrs ago
  • ଚର୍ଚ୍ଚିତ ସରପଞ୍ଚ ଚାମେଲି ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ନ୍ୟାୟିକ ତଦନ୍ତ କରାଯାଉ। ଏହା ସହିତ ତାଙ୍କ ଚରିତ୍ର ସଂହାର କରିଥିବା ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
    1
    ଚର୍ଚ୍ଚିତ ସରପଞ୍ଚ ଚାମେଲି ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ନ୍ୟାୟିକ ତଦନ୍ତ କରାଯାଉ। ଏହା ସହିତ ତାଙ୍କ ଚରିତ୍ର ସଂହାର କରିଥିବା ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    16 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ଘଟଣାରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଥିବାବେଳେ, ନୂଆ ଫୁଟେଜ୍ ଏହାର ଗୁରୁତ୍ୱ ବଢ଼ାଇଛି।
    1
    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ଘଟଣାରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଥିବାବେଳେ, ନୂଆ ଫୁଟେଜ୍ ଏହାର ଗୁରୁତ୍ୱ ବଢ଼ାଇଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    16 hrs ago
  • ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଅନୁମୋଦିତ "ପ୍ରତିଭାରାଣୀ କଳାକ୍ଷେତ୍ର" ପକ୍ଷରୁ ସହର ସ୍ଥିତ ସାହାଣୀ ଲେନ୍, ମାନସିଂହ ବଜାର ଠାରେ ଜୁନ ୧୦ ତାରିଖରୁ ଆରମ୍ଭ ହୋଇ ଜୁନ ୧୩ ତାରିଖରେ ରଜ ଉତ୍ସବ-୨୦୨୬ ମହାଆଡମ୍ବରରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଛୋଟ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଆର୍ଟ ଏଣ୍ଡ କ୍ରାଫ୍ଟ ମାଧ୍ୟମରେ କାଦୁଅରେ ନିର୍ମିତ ମୂର୍ତ୍ତି, ଗ୍ଲାସ ପେଣ୍ଟିଂ, ମଣ୍ଡଳ ଆର୍ଟ ଏବଂ ପ୍ଲାଷ୍ଟିକ କ୍ଲେ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନ ୧୩ ତାରିଖ ଶନିବାର ଦିବା ୧୦ ଘଟିକା ସମୟର କାର୍ଯ୍ୟକ୍ରମରେ ଚାନ୍ଦିପୁର ଆଇଟିଆରର ସିନିୟର ସାଇଣ୍ଟିଷ୍ଟ ଅଭିଜିତ ଜେନା, ପିଏକ୍ସଇର ସିନିୟର ଟେକ୍ନିକାଲ ଅଫିସର ଅଭ୍ୟୁଦୟ ଦାସ ଏବଂ ମନୋଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଛୋଟ ପିଲାମାନଙ୍କୁ ଉତ୍ସାହିତ କରି କୁନି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାଜେଶ କରଙ୍କ ସଭାପତିତ୍ୱରେ ବସ୍ତା ବିଧାୟିକା ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ ପୌରାଧ୍ୟକ୍ଷା ସବିତା ସାହୁ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ। ଏହାପରେ ପିଲାମାନଙ୍କ ଦ୍ୱାରା ରଜ ଉତ୍ସବ ଉପଲକ୍ଷେ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା, ଯାହାକୁ ସମସ୍ତ ପିଲାମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ। ସକାଳ ଓ ସନ୍ଧ୍ୟା ଉଭୟ କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ରାଜେଶ କର ଏବଂ ଯୁଗ୍ମ ସମ୍ପାଦିକା ସୁବର୍ଣ୍ଣରେଖା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିଲା।
    3
    ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଅନୁମୋଦିତ "ପ୍ରତିଭାରାଣୀ କଳାକ୍ଷେତ୍ର" ପକ୍ଷରୁ ସହର ସ୍ଥିତ ସାହାଣୀ ଲେନ୍, ମାନସିଂହ ବଜାର ଠାରେ ଜୁନ ୧୦ ତାରିଖରୁ ଆରମ୍ଭ ହୋଇ ଜୁନ ୧୩ ତାରିଖରେ ରଜ ଉତ୍ସବ-୨୦୨୬ ମହାଆଡମ୍ବରରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଛୋଟ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଆର୍ଟ ଏଣ୍ଡ କ୍ରାଫ୍ଟ ମାଧ୍ୟମରେ କାଦୁଅରେ ନିର୍ମିତ ମୂର୍ତ୍ତି, ଗ୍ଲାସ ପେଣ୍ଟିଂ, ମଣ୍ଡଳ ଆର୍ଟ ଏବଂ ପ୍ଲାଷ୍ଟିକ କ୍ଲେ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଜୁନ ୧୩ ତାରିଖ ଶନିବାର ଦିବା ୧୦ ଘଟିକା ସମୟର କାର୍ଯ୍ୟକ୍ରମରେ ଚାନ୍ଦିପୁର ଆଇଟିଆରର ସିନିୟର ସାଇଣ୍ଟିଷ୍ଟ ଅଭିଜିତ ଜେନା, ପିଏକ୍ସଇର ସିନିୟର ଟେକ୍ନିକାଲ ଅଫିସର ଅଭ୍ୟୁଦୟ ଦାସ ଏବଂ ମନୋଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଛୋଟ ପିଲାମାନଙ୍କୁ ଉତ୍ସାହିତ କରି କୁନି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାଜେଶ କରଙ୍କ ସଭାପତିତ୍ୱରେ ବସ୍ତା ବିଧାୟିକା ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ ପୌରାଧ୍ୟକ୍ଷା ସବିତା ସାହୁ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ। ଏହାପରେ ପିଲାମାନଙ୍କ ଦ୍ୱାରା ରଜ ଉତ୍ସବ ଉପଲକ୍ଷେ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା, ଯାହାକୁ ସମସ୍ତ ପିଲାମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ। ସକାଳ ଓ ସନ୍ଧ୍ୟା ଉଭୟ କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ରାଜେଶ କର ଏବଂ ଯୁଗ୍ମ ସମ୍ପାଦିକା ସୁବର୍ଣ୍ଣରେଖା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିଲା।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    11 hrs ago
  • ରାଜ୍ୟରେ ଚର୍ଚ୍ଚିତ ଚାମେଲି ଓଝାଙ୍କ ଘଟଣାକୁ ନେଇ ଲୋକମାନେ ପୋଲିସ ଅଧିକାରୀଙ୍କୁ ଗୋଡ଼ାଇଥିଲେ।
    1
    ରାଜ୍ୟରେ ଚର୍ଚ୍ଚିତ ଚାମେଲି ଓଝାଙ୍କ ଘଟଣାକୁ ନେଇ ଲୋକମାନେ ପୋଲିସ ଅଧିକାରୀଙ୍କୁ ଗୋଡ଼ାଇଥିଲେ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    17 hrs ago
  • ପହିଲି ରଜ ଅବସରରେ ସାରା ରାଜ୍ୟରେ ଧୂମଧାମରେ ପାଳନ ହେଉଥିବା ରଜ ପର୍ବ ସନ୍ଧ୍ୟାରେ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ଫିକା ପଡ଼ିଯାଇଛି। ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାରୁ ରାଜ୍ୟର ଅନେକ ସ୍ଥାନରେ ରଜ ଉତ୍ସବର ଆନନ୍ଦ ମଳିନ ପଡ଼ିଯାଇଥିଲା।
    1
    ପହିଲି ରଜ ଅବସରରେ ସାରା ରାଜ୍ୟରେ ଧୂମଧାମରେ ପାଳନ ହେଉଥିବା ରଜ ପର୍ବ ସନ୍ଧ୍ୟାରେ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ଫିକା ପଡ଼ିଯାଇଛି। ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାରୁ ରାଜ୍ୟର ଅନେକ ସ୍ଥାନରେ ରଜ ଉତ୍ସବର ଆନନ୍ଦ ମଳିନ ପଡ଼ିଯାଇଥିଲା।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • ଯାଜପୁର ଜିଲ୍ଲାର ବ୍ୟାସନଗର ଅନ୍ତର୍ଗତ ଝାଟିଆ ସାହି ଗ୍ରାମରେ ପହିଲି ରଜକୁ ବଡ଼ ଧୁମଧାମରେ ପାଳନ କରାଯାଇଛି। ଏହି ରଜ ମହୋତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପନ୍ନ ହୋଇଥିବା ବେଳେ, ଗ୍ରାମାଞ୍ଚଳରେ ରଜ ପରମ୍ପରା ବେଶ ନିଆରା ଓ ବିଶେଷ ଭାବେ ପାଳିତ ହୋଇଥାଏ। ଯାଜପୁର ରୋଡ୍‌ ନିକଟସ୍ଥ ଏହି ଝାଟିଆ ସାହି ଗ୍ରାମରେ ମଧ୍ୟ ରଜ ମହୋତ୍ସବକୁ ଅତି ଆନନ୍ଦର ସହିତ ପାଳନ କରାଯାଇଛି।
    1
    ଯାଜପୁର ଜିଲ୍ଲାର ବ୍ୟାସନଗର ଅନ୍ତର୍ଗତ ଝାଟିଆ ସାହି ଗ୍ରାମରେ ପହିଲି ରଜକୁ ବଡ଼ ଧୁମଧାମରେ ପାଳନ କରାଯାଇଛି। ଏହି ରଜ ମହୋତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପନ୍ନ ହୋଇଥିବା ବେଳେ, ଗ୍ରାମାଞ୍ଚଳରେ ରଜ ପରମ୍ପରା ବେଶ ନିଆରା ଓ ବିଶେଷ ଭାବେ ପାଳିତ ହୋଇଥାଏ। ଯାଜପୁର ରୋଡ୍‌ ନିକଟସ୍ଥ ଏହି ଝାଟିଆ ସାହି ଗ୍ରାମରେ ମଧ୍ୟ ରଜ ମହୋତ୍ସବକୁ ଅତି ଆନନ୍ଦର ସହିତ ପାଳନ କରାଯାଇଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    16 hrs ago
  • ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତି ସମ୍ପାଦିତ ହୋଇଛି।
    1
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତି ସମ୍ପାଦିତ ହୋଇଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    18 hrs ago
  • କଟକ ଜିଲ୍ଲାର ଆଠଗଡ଼ରେ ରଜ ପର୍ବ ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଭାଇ ନିଜ ଭଉଣୀ ଘରକୁ ଯାଉଥିବା ବେଳେ ଏକ ବାଇକ ଧକ୍କାର ଶିକାର ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି।
    1
    କଟକ ଜିଲ୍ଲାର ଆଠଗଡ଼ରେ ରଜ ପର୍ବ ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଭାଇ ନିଜ ଭଉଣୀ ଘରକୁ ଯାଉଥିବା ବେଳେ ଏକ ବାଇକ ଧକ୍କାର ଶିକାର ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.