Shuru
Apke Nagar Ki App…
ଚମ୍ପାମାଳ ଚମ୍ପେଶ୍ଵର ମନ୍ଦିର ରେ ଜାଗର ଅବସର ରେ ସୀତାଚୋରୀ ନାଟକ ପରିବେଷଣ ପବିତ୍ର ଶିବରାତ୍ରୀ ଜାଗରରେ ବାବା ଶ୍ରୀ ଶ୍ରୀ ଚମ୍ପେଶ୍ୱର ମହାଦେବ ଙ୍କ ପୀଠ,ଚମ୍ପାମାଳ ଠାରେ ରଘୁନାଥ ନାଟ୍ୟ ସଂସଦ, ଲୁମୁରଜେନା ର କଳାକାର ମାନଙ୍କ ଦ୍ୱାରା ପୌରାଣିକ ନାଟକ ସୀତାଚୋରି ପରିବେଷଣ ହୋଇଥିଲା। ଏହି ପରିପେକ୍ଷୀ ରେ ଆୟୋଜକ ରୋହିତ ହୋତା ଙ୍କ ତତ୍ୱାବଧାନ ରେ ହୋଇଥବା ଉଦଘାଟନୀ ସଭା ରେ ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ହୋତା,ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଉଷାକୁମାରୀ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା ଉପ ସଭାପତି ସତ୍ୟବ୍ରତ ମିଶ୍ର,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁମନ୍ତ ଜଗଦଲା,ପୋଲିସ ଅଧିକାରୀ ହେମନ୍ତ ରାଓ, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟନନ୍ଦ, ପ୍ରଭାସ ପଣ୍ଡା, ବିପିନ ପଣ୍ଡା, ଶରତ ମିଶ୍ର ପ୍ରମୁଖ ସାଂସ୍କୃତିକ ବାର୍ତ୍ତା ପ୍ରଦାନକରିବା ସହ ସଭା କୁ ବରିଷ୍ଠ ସାମ୍ବାଦିକ କିଶୋର ହୋତା ପରିଚାଳନା କରିଥିଲେ।
Pitambar Sahu

More news from Sonepur and nearby areas
- ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ1
- ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।1
- ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l1
- ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha1
- ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ1
- ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l1
- ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ1
- ସୋନପୁର ଜିଲ୍ଲାପାଳ ଙ୍କ ଅଫିସ ରେ ଦଳୀୟ ପତାକା ଉଡୁଛି l1