ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ

- ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- Post by Ansubhai Pandey1
- ବି.ଜଗନ୍ନାଥପୁର ଗ୍ରାମରେ ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଜଳ ଯାତ୍ରା ଆରମ୍ଭ #live_odisha_news_update #published_from #Braking_News1
- ମୁନିଗୁଡାରେ ଉତ୍କଳ ଦିବସ ପାଳିତ। ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ କବୟିତ୍ରୀ,କବି ମାନେ ନିଜ ନିଜର ସୁରଚିତ କବିତା ପଠନ କରିଥିଲେ।4
- Post by Sutu muthamajhi1
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ1

- ଆର୍ ଉଦୟଗିରୀ ପୋଲିସ କୁ ମିଳିଛି ବଡ଼ ସଫଳତା ।ଗଜପତି ଜିଲ୍ଲା କିରାମା ଗ୍ରାମ ପଞ୍ଚାୟତ ବୁରିପଦର ଗାଁ ରେ ମିଳିତ ଚଢ଼ାଉ କରି ଘର, ଓ ଜଙ୍ଗଲ ରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଆଇପିଏସ୍ ରାକେଶ କୁମାର ସାହୁ ଏସଡିପିଓ ଙ୍କ ନେତୃତ୍ୱରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ଚଢାଉ କରି ଚଢାଉ କରାଯାଇଥିଲା। ଏହି ଘଟଣା ରେ ତିନିଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି। ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ୧କୋଟି ୮୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି ।1