Shuru
Apke Nagar Ki App…
ପ୍ରଥମ ଓଡ଼ିଶା ତରଫରୁ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲା ର ଗୁରୁପାଲି, କୁଡାପୋଡା, ଓ ମାଲିଆଟିକିରା ଗ୍ରାମ ରେ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଛି । ଏହି ଅବସରରେ ଗ୍ରାମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମା ମାନଙ୍କୁ ନେଇ ମୁଇଜିକ୍ ଚେୟାର ପ୍ରତିଯୋଗିତା ହୋଇଥିଲା ଓ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ନାଚ ଗିତ ର ଆୟୋଜନ କରାଯାଇ ଥିଲା, ଏବଂ ପ୍ରତିଯୋଗିତା କୃତିତ୍ୱ ହୋଇ ଥିବା ଛାତ୍ର ଛାତ୍ରୀ ଙ୍କୁ ଓ ମା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଗ୍ରାମ ର ସମ୍ପୁର୍ଣ୍ଣ ସହୋଯୋଗ ରହି ଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମର ପ୍ରଧାନ ଶିକ୍ଷୟତ୍ରୀ ଓ ଚେୟାର ମେନ୍, ୱାର୍ଡ ମେମ୍ବର, ଆଶା ଦିଦି, ଅଙ୍ଗୱାଡ଼ି ଦିଦି, ଓ ପ୍ରଥମ ଓଡ଼ିଶା ମାନସିନି ଦିଦି,ଅଶୋକ ସେଠୀ, ଦେବାନନ୍ଦ ବାଗ,ବିଦୁମଣି କୁମ୍ଭାର,ବରୁଣ ବିଭାର, କ୍ଷେତ୍ରବାସୀ ସେଠୀ,ନରେନ୍ଦ୍ର କହଁର ଯୋଗ ଦେଇ ଥିଲେ ।
DEBANANDA BAGH OFFICIAL

- DEBANANDA BAGH OFFICIALRengali, Sambalpur👏on 15 August 2024
More news from Sambalpur and nearby areas
- तमिलनाडु के मदुरई में हुई दर्दनाक घटना को लेकर सुधांशु त्रिवेदी ने क्या कहा #sudhanshutrivedi #TamilnaduNews #modurai #LatestNews #p24newsexpress1
- मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है। #Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators1
- କୁଚିଣ୍ଡା ରେ ପ୍ରବଳ ସହିତ କୁହୁଡି।ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି2
- ଗଡପୋଷ ରେ scratch parachute1
- ରାସ୍ତା ବନ୍ଦ କରି ଶସ୍ତା ରେ ଧାନ ବିକ୍ରିକଲେ ଚାଷି । #ajirasamachar #odishakhabar #SonepurNews #OdishaNews1
- ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶ ଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ଭୁବନେଶ୍ବର ଗସ୍ତ ସୁବର୍ଣ୍ଣପୁର, ୨୪।୧୨(ରାମ ଶଙ୍କର ଭୋଇ): ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀମାନେ ଆଜି ୨୪ ରୁ ୨୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବା ନିମନ୍ତେ ଗତ କାଲି ରାତିରେ ଭୁବନେଶ୍ଵର ଗସ୍ତ କରିଛନ୍ତି। ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି ସେଣ୍ଡ ଅଫ କରିଥିଲେ। ଜିଲ୍ଲାବାସୀ ପ୍ରତିଯୋଗୀମାନଙ୍କ ସଫଳତା କାମନା କରିଛନ୍ତି।1
- Post by Sandeep Barla1
- ସମ୍ବଲପୁର ଜିଲା କୁଚିଣ୍ଡା ଖର୍ଲାନଦୀ ଉପରେ ନିର୍ମାଣାଧୀନ ନୂତନ ଝୁଲେନ ସେତୁକୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପରିଦର୍ଶନ କରିଛନ୍ତି1