Shuru
Apke Nagar Ki App…
ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶ ଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ଭୁବନେଶ୍ବର ଗସ୍ତ ସୁବର୍ଣ୍ଣପୁର, ୨୪।୧୨(ରାମ ଶଙ୍କର ଭୋଇ): ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀମାନେ ଆଜି ୨୪ ରୁ ୨୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବା ନିମନ୍ତେ ଗତ କାଲି ରାତିରେ ଭୁବନେଶ୍ଵର ଗସ୍ତ କରିଛନ୍ତି। ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି ସେଣ୍ଡ ଅଫ କରିଥିଲେ। ଜିଲ୍ଲାବାସୀ ପ୍ରତିଯୋଗୀମାନଙ୍କ ସଫଳତା କାମନା କରିଛନ୍ତି।
Ram Shankar Bhoi

More news from Boudh and nearby areas
- ବୀରନରସିଂହପୁରରେ ଉଦଘାଟିତ ହେଲା ଧାନ ମଣ୍ଡି I Boudh News I @ranjankumardash1
- କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ1
- କୁଚିଣ୍ଡା ରେ ପ୍ରବଳ ସହିତ କୁହୁଡି।ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି2
- मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है। #Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators1
- ବିକାଶ ଯେଉଁଠି ବିକାଶ ପୁରୁଷ ସେଇଠି1
- ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP81
- ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ମଣ୍ଡିକୁ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଚାଷୀ ଯୋଗଦେଇଥିଲେ I1
- ସମ୍ବଲପୁର ଜିଲା କୁଚିଣ୍ଡା ଖର୍ଲାନଦୀ ଉପରେ ନିର୍ମାଣାଧୀନ ନୂତନ ଝୁଲେନ ସେତୁକୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପରିଦର୍ଶନ କରିଛନ୍ତି1
- ଆସ୍କା ଅଞ୍ଚଳର ପ୍ରତାପ ରଣାଙ୍କ ଏକ ମାତ୍ର ପୁଅ ଶ୍ରୀୟାସୁ ରଣା ବୟସ ୫ ବର୍ଷ । ସେ ଥାଲେସେମିଆ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ନିକଟସ୍ଥ କର୍କଟ ପ୍ରତିଷ୍ଠାନ ଓ ଗବେଷଣା ଶିବିରରେ ଚିକିତ୍ସିତ ହେଉଛନ୍ତି। ପରିବାର ଲୋକେ ଧାରକରଜ କରି ୮ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସାରିଲାଣି। ଆହୁରି ୪୦ ଲକ୍ଷ୍ୟ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଆମ ଗରିବର ବନ୍ଧୁ ଟ୍ରଷ୍ଟ କୁ ପରିବାର ଲୋକେ ନିବେଦନ କରିଛନ୍ତି। ଏଣୁ ଆମ ଗରିବର ବନ୍ଧୁ ଟ୍ରଷ୍ଟର ସମସ୍ତ ବନ୍ଧୁ ମିଳିମିଶି ପୋଲସରା ସହର ବୁଲି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲୁ। ପୋଲସରା ସହରର ସମସ୍ତ ଜନସାଧାରଣ ସହାୟତାର ହାତ ବଢ଼ାଇଥିଲେ। ଏଣୁ ଓଡ଼ିଶାର ସମସ୍ତ ଜନ ସାଧାରଣ ଙ୍କୁ ମୋର ନିବେଦନ। ସମସ୍ତେ କିଛି କିଛି ଆର୍ଥିକ ସହାୟତା କରନ୍ତୁ।1