Shuru
Apke Nagar Ki App…
Available for Sale Brand : Royal Enfield Model : Thunderbird 350 Year of Registration : 2017 Price (₹) : 110000 City / Locality : Bijaypurnachandrapur Vehicle Type : Bike Vehicle Condition : Like new Fuel Type : Petrol Gadi best condition re aochi Digital meter ta problem aochi au silencer change haichi au kichi problem nahi
Subham Nanda Deb Goswami
Available for Sale Brand : Royal Enfield Model : Thunderbird 350 Year of Registration : 2017 Price (₹) : 110000 City / Locality : Bijaypurnachandrapur Vehicle Type : Bike Vehicle Condition : Like new Fuel Type : Petrol Gadi best condition re aochi Digital meter ta problem aochi au silencer change haichi au kichi problem nahi
More news from ଓଡ଼ିଶା and nearby areas
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।1
- ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଛୋଟ ବଡ଼ ଖବର ଏବେ ଆପଣଙ୍କ ଆଙ୍ଗୁଠି ଟିପରେ ଉପଲବ୍ଧ। ଏକ ଛୋଟ ପ୍ରୟାସ ଜରିଆରେ, ଜିଲ୍ଲାର ପ୍ରତିଟି ଗାଁ ଏବଂ ସହରର ତାଜା ଖବର ପହଞ୍ଚାଇବା ଏହାର ଲକ୍ଷ୍ୟ। ଅଧିକ ସୂଚନା ପାଇଁ ୭୦୦୮୯୪୪୭୦୩ ନମ୍ବରରେ ଯୋଗାଯୋଗ କରିପାରିବେ।1
- ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ (ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ) ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ (ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ) ମୋରଡ - ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ସରକାରୀ ସୁବିଧାରୁ ବଞ୍ଚିତ ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ଅଧୀନ କୁସୁମକୁଟି ଗ୍ରାମବାସୀ । ମୌଳିକ ସୁବିଧାରୁ ବଞ୍ଚିତ ରହି ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉକ୍ତ ଆଦିବାସୀ ଗାଁ । ତେବେ ଗାମର ୧୪ ନମ୍ବର ୱାର୍ଡ ରେ ଅଛି ଏକ ମାତ୍ର ନଳକୂପ କିନ୍ତୁ ପାଣି ବାହାରୁନଥିବା ରୁ ବାଧ୍ୟ ହୋଇ ଗାଁ ରେ ଏକ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ତେବେ ଉକ୍ତ କୂଳ ପାଣି ଅତିରିକ୍ତ ଗୁଳିଆ ପାଣି ହୋଇଥିବା ସତ୍ତ୍ୱେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଗ୍ରାମ କୁ ବସୁଧା ପାଣି ପାଇପ ର ବ୍ୟବସ୍ଥା ଅଛି କିନ୍ତୁ ଦୀର୍ଘ ମାସ ଉକ୍ତ ୱାର୍ଡ କୁ ପାଣି ଆସିପାରୁନାହିଁ । ରକ୍ଷଣା ବେକ୍ଷଣ ଅଭାବରୁ ଚାରି ପଟେ ପାଇପ ଲାଇନ ଫାଟି ଯାଉଛି । ଗ୍ରାମବାସୀ ମାନେ ଅଭିଯୋଗ କଲେ ସୁଦ୍ଧା କେହି କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବ୍ୟବହାର କରୁଥିବା କୂଳ ପାଣି ଗୁଳିଆ ସହିତ ଅପରିଷ୍କାର ପାଣି କୁ ବାଧ୍ୟ ହୋଇ ବ୍ୟବହାର କରିଥିବା ବେଳେ ମଝିରେ ମଝିରେ ଅନେକ ଲୋକ ବିଭିନ୍ନ ରୋଗ ରେ ପଢୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ କୁସୁମକୁଟି ଗ୍ରାମବାସୀ ଙ୍କ ଦୁଃଖ ବୁଝିବାକୁ କେହି ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି । କିନ୍ତୁ ପ୍ରବଳ ଖରା ଯୋଗୁଁ ଉକ୍ତ କୂଳ ର ପାଣି ତଳକୁ ଖସି ଯିବାରୁ ସେଠାରୁ ମଧ୍ୟ ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି ଗାଁ ରେ ଥିବା ଜଣେ ପ୍ରସ୍ତୁତି ମହିଳା ଖୋଲା କୂଳ ର ଅପରିଷ୍କାର ପାଣି କୁ ଦୂର ରୁ ବୋହିନେଇ ବ୍ୟବହାର କରୁଥିବା ର କଷ୍ଟ ବଖାଣିଛନ୍ତି । ବିଶୁଦ୍ଧ ପାଣି ପାଇ ଗ୍ରାମବାସୀ ଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଠାରେ ବିଶୁଦ୍ଧ ପାନୀୟ ଜଳ ନ ଥିବା ରୁ ଡାଇରିଆ , ଜଣ୍ଡିସ ବ୍ୟାପିବା କଥା କୁ ଏଡାଇ ଦିଆଯାଇନପାରେ । ଏତିକି ରେ ସରିନାହିଁ ଗାଁ ର ସମସ୍ୟା । ଗ୍ରାମ ର ବୁଦ୍ଧେଶ୍ୱର ହାଁସଦା, ରତନୀ ମୁର୍ମୁ ,ବୁଧୁ ହେମ୍ରମ ଭଳି ଅନେକ ହିତାଧିକାରୀ ମାନେ ସରକାରୀ ଘର ଖଣ୍ଡେ ହେଉ କି ଭତ୍ତା ପାଇଁ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ପଲିଥିନ ତଳେ ଜୀବନ କାଟୁଛନ୍ତି । ଅପରପକ୍ଷରେ ଉକ୍ତ ଗ୍ରାମ ର ୧୪ ନମ୍ବର ୱାର୍ଡ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ଆସିପାରୁନାହିଁ । ଗାଁ କୁ ରାସ୍ତା ନିର୍ମାଣ ପାଇ ମଧ୍ଯ ଦାବି ହୋଇଛି । ବର୍ତ୍ତମାନ ସ୍ଥିତି ଜରୁରୀ କାଳୀନ ଭିତ୍ତି ରେ ପାଣି ଟେଙ୍କର ର ବ୍ୟବସ୍ଥା ସହିତ ନୂତନ ନଳକୂପ ର ବ୍ୟବସ୍ଥା କରିବା ପାଇ ଦାବି ହୋଇଛି । ଏହି ସବୁ ସମସ୍ୟା ର ସମାଧାନ ପାଇଁ ରତନୀ ମୁର୍ମୁ, ବୁଧୁ ହେମ୍ରମ, ବୁଦ୍ଧେଶ୍ୱର ହାଁସଦା, ପାହା ମାରାଣ୍ଡି, ଜଗନ୍ନାଥ ମୁର୍ମୁ, ଫୁଲମଣି ସୋରେନ ପ୍ରମୁଖ ଦାବି କରିଛନ୍ତି । ତେବେ ଏନେଇ ମୋରଡା ବିଡିଓ ଅଣାକାର ନାୟକ ଓ ପାନୀୟ ଜଳ ଯନ୍ତ୍ରୀ ସସ୍ମିତା ପତି ଙ୍କ ମତ ନେବାରୁ କହିଛନ୍ତି ଗାଁ ରେ ଥିବା ନଳକୂପ କୁ ମରାମତି କରିବା ସହିତ ବିଶୁଦ୍ଧ ପାନୀୟ ଜଳ ପାଇ ବ୍ୟବସ୍ଥା କରିବୁ । ତେବେ ଦୀର୍ଘ ମାସ ଧରି ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇ ଆସୁଥିଲେ ମଧ୍ୟ ଉକ୍ତ ଗ୍ରାମ ଉପରେ କାହାର ନଜର ପଡୁନାହିଁ । ତେବେ ଗଣମାଧ୍ୟମ ପହଞ୍ଚିଲା ପରେ କଣ ସୁଧାର ଆସୁଛି ଦେଖିବାକୁ ବାକି ରହିଛି ।1
- ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଦେବାକୁଣ୍ଡ ଜଳ ପ୍ରପାତ ର ଦୃଶ୍ୟ1
- #ଟାଟାପାୱାର_କର୍ମଚାରୀ_ଙ୍କୁ_ପେଟରେ_ଲାତ #ସୁଯୋଗ_ଅପେକ୍ଷାରେ_ଥିଲା_ଟାଟାପାୱାର #ପେଟରେ_ଗୋଇଁଠା_ମାରିବାକୁ_କରୁଛି_ଚକ୍ରାନ୍ତ #ଚାକିରୀ_କରିଥିବା_କର୍ମଚାରୀଙ୍କୁ_ଛୋଟେଇ_ପାଇଁ_ନୋଟିସ #ଟାଟାପାୱାର_କର୍ମଚାରୀ_ଙ୍କୁ_ପେଟରେ_ଲାତ #ସୁଯୋଗ_ଅପେକ୍ଷାରେ_ଥିଲା_ଟାଟାପାୱାର #ପେଟରେ_ଗୋଇଁଠା_ମାରିବାକୁ_କରୁଛି_ଚକ୍ରାନ୍ତ #ଚାକିରୀ_କରିଥିବା_କର୍ମଚାରୀଙ୍କୁ_ଛୋଟେଇ_ପାଇଁ_ନୋଟିସ ବାଲେଶ୍ୱର ଜିଲ୍ଲା ବସ୍ତା ବିଦ୍ୟୁତ ବିଭାଜନ କାର୍ଯ୍ୟାଳୟ ସମ୍ମୁଖରେ ଟାଟାପାୱାର କର୍ମଚାରୀ ଙ୍କ ଧାରଣା।। #mahimatv #OdishaNews #NewsUpdate #Odisha #TPNODL #BalasoreDistrict CMO Odisha Goutambuddha Das #TopNotchServices1
- ବାଲେଶ୍ବରରେ ବିଜେପିର ମହିଳା ଆକ୍ରୋଶ, ସମାବେଶରେ ଫୁଟିଲା ନିଆଁ ବାଲେଶ୍ବର ଜିଲ୍ଲାରେ ବିଜେପି ପକ୍ଷରୁ ଏକ ବିରାଟ ମହିଳା ଆକ୍ରୋଶ ମହା ସମାବେଶ ଆୟୋଜିତ ହୋଇଛି। ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସରକାରୀ ବ୍ୟବସ୍ଥା ବିରୋଧରେ ଏହି ପ୍ରତିବାଦ ।1
- Today Breaking News Headlines News1
- ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।1