logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକ ନିକଟରେ ବିରିଷ୍ଟ ସମାଜ ସେବୀ ଶମ୍ବୁନାଥ ନାୟକ ଙ୍କ ଏକାଦଶାହ କ୍ରିୟା ରେ ଯୋଗ ଦେଲେ ଗାନ୍ଧିଛକ ଗାନ୍ଧିଜୀ ବଜାର କମିଟି ସଦସ୍ୟ ବୃନ୍ଦ ମାନେ

2 hrs ago
user_Chandan Baliapal ସାମ୍ବାଦିକ
Chandan Baliapal ସାମ୍ବାଦିକ
Baliapal, Baleshwar•
2 hrs ago
e7edc4c7-6209-4882-a3e2-50f6bde38b45
fecd6ca4-eec5-4b06-a95e-f3ccfceb7b2e
af710c43-3d4d-42ea-9b29-aa78d88a5635
b142d53f-b5f4-4c03-9c9a-765717e5cbe0

ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକ ନିକଟରେ ବିରିଷ୍ଟ ସମାଜ ସେବୀ ଶମ୍ବୁନାଥ ନାୟକ ଙ୍କ ଏକାଦଶାହ କ୍ରିୟା ରେ ଯୋଗ ଦେଲେ ଗାନ୍ଧିଛକ ଗାନ୍ଧିଜୀ ବଜାର କମିଟି ସଦସ୍ୟ ବୃନ୍ଦ ମାନେ

More news from Baleshwar and nearby areas
  • ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଫଳରେ ଡଙ୍ଗା ତିଆରି କରି ଅର୍ଥ ନପାଇ ରୃଣଗ୍ରସ୍ତ ହୋଇ ରୃଣ ପରିଶୋଧ ଚିନ୍ତାରେ ମତ୍ସ୍ୟଜୀବୀ।ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।
    1
    ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଫଳରେ ଡଙ୍ଗା ତିଆରି କରି ଅର୍ଥ ନପାଇ ରୃଣଗ୍ରସ୍ତ ହୋଇ ରୃଣ ପରିଶୋଧ ଚିନ୍ତାରେ ମତ୍ସ୍ୟଜୀବୀ।ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    1 hr ago
  • ଓଡିଶାରୁ ପଡୋଶୀ ପଶ୍ଚିମ ବଙ୍ଗକୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ବେଳେ ୪ଟି ଟ୍ରାକ୍ଟରକୁ ମାଡି ବସିଲା କମର୍ଦା ପୋଲିସ।, ଘଟଣା ସ୍ଥଳରୁ ଡ୍ରାଇଭର ଛୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଚାରି ଜଣକୁ କାବୁ କରି ଅଟକ ରଖିଛି ପୋଲିସ। ତେବେ ଜବତ ହୋଇଥିବା ୪ ଯାକ ଟ୍ରାକ୍ଟର ପଶ୍ଚିମବଙ୍ଗର ବୋଲି ଜଣା ପଡିଛି। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ନହରା ଦେଇ ପ୍ରତେକ ଦିନ ବାଲି ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଏ ନେଇ ପୋଲିସ ଉକ୍ତ ଅଞ୍ଚଳ ପ୍ରତି ନଜର ରଖିଥିବା ବେଳେ ହଟାତ ୪ ଟି ଟ୍ରାକ୍ଟର ପଶ୍ଚିମବଙ୍ଗକୁ ବାଲି ବୋଝଇ କରି ନେଇ ଯାଉଥିବା ବେଳେ କମର୍ଦା ପୋଲିସ ଗାଡି ଗୁଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ। ମାତ୍ର ଉକ୍ତ ଟ୍ରାକ୍ଟର ଗୁଡ଼ିକରେ କୌଣସି ସଠିକ କାଗଜ ପତ୍ର ନ ଥିବରୁ କମର୍ଦା ପୋଲିସ ଗାଡି ଗୁଡିକୁ ଜବତ କରିବା ସହ ୪ ଜଣ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ବ କରିଛି।
    3
    ଓଡିଶାରୁ ପଡୋଶୀ ପଶ୍ଚିମ ବଙ୍ଗକୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ବେଳେ ୪ଟି ଟ୍ରାକ୍ଟରକୁ ମାଡି ବସିଲା କମର୍ଦା ପୋଲିସ।, ଘଟଣା ସ୍ଥଳରୁ ଡ୍ରାଇଭର ଛୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଚାରି ଜଣକୁ କାବୁ କରି ଅଟକ ରଖିଛି ପୋଲିସ। ତେବେ ଜବତ ହୋଇଥିବା ୪ ଯାକ ଟ୍ରାକ୍ଟର ପଶ୍ଚିମବଙ୍ଗର ବୋଲି ଜଣା ପଡିଛି।
ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ନହରା ଦେଇ ପ୍ରତେକ ଦିନ ବାଲି ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଏ ନେଇ ପୋଲିସ ଉକ୍ତ ଅଞ୍ଚଳ ପ୍ରତି ନଜର ରଖିଥିବା ବେଳେ ହଟାତ ୪ ଟି ଟ୍ରାକ୍ଟର ପଶ୍ଚିମବଙ୍ଗକୁ ବାଲି ବୋଝଇ କରି ନେଇ ଯାଉଥିବା ବେଳେ କମର୍ଦା ପୋଲିସ ଗାଡି ଗୁଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ। ମାତ୍ର ଉକ୍ତ ଟ୍ରାକ୍ଟର ଗୁଡ଼ିକରେ କୌଣସି ସଠିକ କାଗଜ ପତ୍ର ନ ଥିବରୁ କମର୍ଦା ପୋଲିସ ଗାଡି ଗୁଡିକୁ ଜବତ କରିବା ସହ ୪ ଜଣ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ବ କରିଛି।
    user_ଭୋଗରାଇ ଖବର
    ଭୋଗରାଇ ଖବର
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    1
    ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    user_Pankaj Kumar sahoo
    Pankaj Kumar sahoo
    ସାମ୍ବାଦିକ ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରେ ଏମିତି ଘଟଣା।
    1
    ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରେ ଏମିତି ଘଟଣା।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।
    1
    ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ  ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।
    1
    ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ  ମୃତ ମୁଖରୁ ବଞ୍ଚିଲା  କାଳିଆ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    16 hrs ago
  • ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ
    1
    ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ସ୍ୱାମୀ ପାଲଟିଲା ରାକ୍ଷସ ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ
    1
    ସ୍ୱାମୀ ପାଲଟିଲା ରାକ୍ଷସ ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ  ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.