Shuru
Apke Nagar Ki App…
ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଫଳରେ ଡଙ୍ଗା ତିଆରି କରି ଅର୍ଥ ନପାଇ ରୃଣଗ୍ରସ୍ତ ହୋଇ ରୃଣ ପରିଶୋଧ ଚିନ୍ତାରେ ମତ୍ସ୍ୟଜୀବୀ।ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।
Chandan Baliapal ସାମ୍ବାଦିକ
ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଫଳରେ ଡଙ୍ଗା ତିଆରି କରି ଅର୍ଥ ନପାଇ ରୃଣଗ୍ରସ୍ତ ହୋଇ ରୃଣ ପରିଶୋଧ ଚିନ୍ତାରେ ମତ୍ସ୍ୟଜୀବୀ।ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।
More news from Baleshwar and nearby areas
- ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଫଳରେ ଡଙ୍ଗା ତିଆରି କରି ଅର୍ଥ ନପାଇ ରୃଣଗ୍ରସ୍ତ ହୋଇ ରୃଣ ପରିଶୋଧ ଚିନ୍ତାରେ ମତ୍ସ୍ୟଜୀବୀ।ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।1
- ଓଡିଶାରୁ ପଡୋଶୀ ପଶ୍ଚିମ ବଙ୍ଗକୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ବେଳେ ୪ଟି ଟ୍ରାକ୍ଟରକୁ ମାଡି ବସିଲା କମର୍ଦା ପୋଲିସ।, ଘଟଣା ସ୍ଥଳରୁ ଡ୍ରାଇଭର ଛୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଚାରି ଜଣକୁ କାବୁ କରି ଅଟକ ରଖିଛି ପୋଲିସ। ତେବେ ଜବତ ହୋଇଥିବା ୪ ଯାକ ଟ୍ରାକ୍ଟର ପଶ୍ଚିମବଙ୍ଗର ବୋଲି ଜଣା ପଡିଛି। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ନହରା ଦେଇ ପ୍ରତେକ ଦିନ ବାଲି ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଏ ନେଇ ପୋଲିସ ଉକ୍ତ ଅଞ୍ଚଳ ପ୍ରତି ନଜର ରଖିଥିବା ବେଳେ ହଟାତ ୪ ଟି ଟ୍ରାକ୍ଟର ପଶ୍ଚିମବଙ୍ଗକୁ ବାଲି ବୋଝଇ କରି ନେଇ ଯାଉଥିବା ବେଳେ କମର୍ଦା ପୋଲିସ ଗାଡି ଗୁଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ। ମାତ୍ର ଉକ୍ତ ଟ୍ରାକ୍ଟର ଗୁଡ଼ିକରେ କୌଣସି ସଠିକ କାଗଜ ପତ୍ର ନ ଥିବରୁ କମର୍ଦା ପୋଲିସ ଗାଡି ଗୁଡିକୁ ଜବତ କରିବା ସହ ୪ ଜଣ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ବ କରିଛି।3
- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା1
- ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରେ ଏମିତି ଘଟଣା।1
- ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।1
- ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।1
- ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ1
- ସ୍ୱାମୀ ପାଲଟିଲା ରାକ୍ଷସ ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ1