Shuru
Apke Nagar Ki App…
ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ
Prime time press
ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ
More news from ଓଡ଼ିଶା and nearby areas
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 17.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଘଇତା ମଲେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହଉ ରାସ୍ତା ରେ ବିଜେଡି ର ନେତା ଆଉ ମୁଖିଆ1
- ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।1
- ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।1
- Post by Khabar1
- ବାରିପଦାରେ ଧାନ କ୍ରୟରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କୃଷକ ମହାସଂଘର ସମ୍ପାଦକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କୃଷକମାନଙ୍କ ହିତରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ।1
- ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।1
- ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ1