logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ମାରାଗୁଡା ଲୋକ ମହୋତ୍ସବ... ମହୋତ୍ସବ ଅବସରରେ ସମସ୍ତ ଜିଲ୍ଲାବାସୀ, ଆୟୋଜକ -ଉଦ୍ୟୋକ୍ତାଙ୍କୁ ଅନେକ ଅନେକ ଶୁଭେଚ୍ଛା... ମହୋତ୍ସବ ପ୍ରସ୍ତୁତି ବୈଠକ ଦିନଠାରୁ କାର୍ଯ୍ୟକ୍ରମକୁ ନେଇ ପ୍ରତିଟି ସମୟରେ ମନର କଥା ସବୁ... ସାଧାରଣ /କଥା କହି ପାରୁନଥିବା ସାଧାରଣ ଲୋକଙ୍କ ମୁହଁର କଥା (ସମାଜକୁ ଉସୁକାଇ, ଭ୍ରମିତ କରି ନେତାଗିରି ପାଇଁ ପିନ୍ଧୁଥିବା ଧୋବ ଫର ଫର ପାଇଜାମାକୁ ସଫା ରଖିବାକୁ ପ୍ରୟାସ କରୁଥିବା ତଥାକଥିତ ନେତାଙ୍କ କଥାକୁ ଜାଗା ଦେଇନାହିଁ )କୁ ଆପଣ ମାନଙ୍କର ଏହି Page (ପୃଷ୍ଠା)ରେ ସମସ୍ତଙ୍କ ଆଖି ଖୋଲିବାକୁ ନିବେଦନ କରିଛି... Message box ରେ ଖୋଲା କମେଣ୍ଟ ଆସିଥିବାବେଳେ 50ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିଛନ୍ତି... ଅର୍ଥାତ ମୌନ ସମର୍ଥନ ଜଣାଇଛନ୍ତି... ପୁଣି ଥରେ ସୂଚୀତ କରିବାକୁ ଚାହିଁବି... ନୂଆପଡା ଜିଲ୍ଲାର ପ୍ରତିଷ୍ଠା ଦିବସକୁ ଜିଲ୍ଲାର ଏକ ମହୋତ୍ସବର ରୂପ ଦେବାରେ ଜିଲ୍ଲାର ବହୁ ପ୍ରଥିତ ଯଶା ବ୍ୟକ୍ତି ବିଶେଷ, ଅଧିକାରୀଙ୍କର ଅବଦାନ ରହିଥିଲା..ମଝିରେ ଦୀର୍ଘ ଦିନ ବନ୍ଦ ହେବାପରେ ସମସ୍ତ ବୁଦ୍ଧିଜୀବୀ, ସାଧାରଣ ଜନତାଙ୍କ ଦାବି ପ୍ରତିବାଦ ପରେ ଗତ ବର୍ଷ ଆରମ୍ଭ ହେଲା... ମୁଖ୍ୟମନ୍ତ୍ରୀ ଆସିଲେ କାର୍ଯ୍ୟକ୍ରମ ଧୁମଧାମ ହେଲା... ରାଜ୍ୟ ମୁଖିଆ ଆସିଲେ ବୋଲି ଶାସକ, ପ୍ରଶାସକ ଅଣ୍ଟା ଭିଡି ବସିଲେ...ଯିଏ ଯାର ତାକତ ଦେଖାଇ Credit ନେବାରେ ପ୍ରତିଯୋଗୀତା କଲେ... ଏଥର କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଲା...ସତେକି ନିର୍ବାଚନ ପରର ତାତି ଏବେବି ଭୂଇଁ ତଳୁ ଥଣ୍ଡା ହୋଇନାହିଁ... ଆରମ୍ଭରୁ ନୂଆପଡା ସହର ଭିତରେ ହେଉଥିବା କାର୍ଯ୍ୟକ୍ରମକୁ National କଲେଜକୁ ଠେଳି ଦେଲେ... ଯେଉଁ ବୈଠକରେ ଦୁଇ ଦୁଇ ଜଣ ବିଧାୟକ, ପୂର୍ବତନ ସାଂସଦ ଆଉ କେତେ ସଂଗଠନ ମୁଖିଆ ଏକ ସ୍ୱରରେ ସମର୍ଥନ ଜଣାଇ ଜିଲ୍ଲାପାଳ ସନ୍ତକରେ venue ନିର୍ଦ୍ଧାରଣ କରିଦେଲେ... ଏହା ପରେ ପରେ ଆମେ ବାରମ୍ବାର ଲୋକଙ୍କ ସ୍ୱରକୁ ଗଣ ମାଧ୍ୟମରେ ସ୍ଥାନୀତ କଲୁ... (ବିଶେଷ କରି ସ୍ୱତନ୍ତ୍ର ଭାବେ "ସକାଳ", "ପ୍ରମେୟ")... କିଛି ନେତାଙ୍କୁ ମଧ୍ୟ ସ୍ଥାନ ପରିବର୍ତନ ପାଇଁ ଜିଲ୍ଲାପ୍ରଶାସନକୁ ଦାବି ଜଣାଇବାକୁ କୁହାଯାଇଥିଲା ହେଲେ କେହି ମଙ୍ଗିନଥିଲେ ସତେକି "କାର୍ଯ୍ୟକ୍ରମ କେନେ କଲେ ଆମର କେଁ ଯିବା" ମର୍ମରେ କେହି ମୁହଁ ଖୋଲି ନଥିଲେ... ଆହୁରି ବିଚାରଯୋଗ୍ୟ ବିଷୟ ଏଇ ଯେ ପ୍ରସ୍ତୁତି ବୈଠକରେ ସମସ୍ତ ବଡ଼ ବଡ଼ିଆ ରଥି ମହାରଥୀ ଚୌକି ଆବୋରିବାକୁ ରହିଗଲେ ସିନା... ମାସକ ମଧ୍ୟରେ ଅନେକ ବୈଠକ ବସିଛି... ନିହାତି ଭାବରେ ଯୋଜନା ହୋଇଥିବ... ରୂପ ରେଖ ହୋଇଥିବ... କମିଟି କର୍ମ କର୍ତା ସତରେ ମୂର୍ତ୍ତି ସାଜିଥିଲେ କି? ଏହି ପ୍ରଶ୍ନ ଉଙ୍କି ମାରୁଛି... ଵର୍ତମାନ ଅନେକ ଲୋକ, ଗଣ ମାଧ୍ୟମରେ ଖବର ଆସୁଛି "ଜିଲ୍ଲାପାଳଙ୍କ ମନ ମାନି "ବୋଲି... ମୁଁ ତ କହିବି ଜିଲ୍ଲାପାଳ ଏବଂ କମିଟିର ସମସ୍ତଙ୍କୁ ଦୋଷ ଦେବା ଠିକ ହେବ... ମୋ ମତରେ 'ଜିଲ୍ଲାପାଳ' ଆଉ 'ସରକାର' ଗୋଟିଏ ଗୋଟିଏ ବ୍ୟାପକ ଶବ୍ଦ... ଏହା କୌଣସି ବ୍ୟକ୍ତି ବିଶେଷ ନୁହଁନ୍ତି... ଆମେ ଜିଲ୍ଲାବାସୀ, ଜନ ପ୍ରତିନିଧିଙ୍କ ଯଦି proactively ଆଗକୁ ନିଃସ୍ୱାର୍ଥ /ନିର୍ଭିକ...ମତାମତ/ଦାବି... ଭାଗିଦାରୀତା ନରହିବ ତେବେ ଵର୍ତମାନର ମାରାଗୁଡା ଭଳିଆ ସ୍ଥିତି ହେବ... କାର୍ଯ୍ୟକ୍ରମରେ ଶାସକ-ପ୍ରଶାସକଙ୍କ ଭିତରେ ଥିବା ଫାଙ୍କା ବାରି ହୋଇ ପଡୁଛି... #ପ୍ରଥମ ଦିନର କାର୍ଯ୍ୟକ୍ରମରେ ମୋର ସ୍ୱକୀୟ ଅନୁଭବ ଆଉ ଅନୁଭୂତି ଅନୁଯାୟୀ #ନିର୍ଯ୍ୟାସ ***ଜିଲ୍ଲାରେ ସମସ୍ତ ବ୍ଲକରେ ଗୋଟିଏ କାର୍ଯ୍ୟକ୍ରମ ହୋଇସାରିଛି... ନିହାତି ଭାବରେ ସ୍ୱାଗତ ଯୋଗ୍ୟ... କିନ୍ତୁ ମାରାଗୁଡା ଏକ ଜିଲ୍ଲାସ୍ତରୀୟ ଉତ୍ସବ ତେବେ ହୋଇପାରିବ... ଆମେ ଜିଲ୍ଲାର 5ଟି ବ୍ଲକର ସଂସ୍କୃତି ପ୍ରେମୀ ଅଣ୍ଟା ଭିଡ଼ିବା... ସେଇଟା ପରିଲକ୍ଷିତ ହେଉ ନାହିଁ... ଏହା ଆଜିକୁ ଦଶ ବାର ବର୍ଷ ହେବ develope କରୁଛି... ଆମେ ଯଦି ଗୋଟିଏ ଘରେ 5ଟା ରନ୍ଧା ବସେଇବା ଆଉ ମାଁ ଙ୍କୁ ଭଲ ଖାଦ୍ୟ ମାଗିବା ସେ କଣ ଦେଵେ... କଣ ରାନ୍ଧିବେ... ଆମକୁ ମାଁଙ୍କ ରୋଷେଇ ଶାଳ ପାଇଁ Budget... ରନ୍ଧନ ସାମଗ୍ରୀ ଯୋଗାଡ଼ କରିବାକୁ ପଡିବ... ଭାଇ ଭାଇ ଭିତରେ ସମରସତା ଆଣିବାକୁ ହେବ...ଆଉ ଯଦି କହିବା ମାଁ ମନମାନି କରୁଛି ଆମକୁ ପଚାରୁନାହିଁ ତେବେ ଏହା ପରିବାର ପାଇଁ କାଳ ହେବ... ମାଁ ବାପା ମରିଯିବେ... ଆମର ଘର ଭାଙ୍ଗିଯିବ... ଏଇ ଢଙ୍ଗରେ ଆଉ ସ୍ଥିତିରେ ମାରାଗୁଡା ଲୋକ ମହୋତ୍ସବ... ***ନେତାମାନେ maraguda ମହୋତ୍ସବ k national କଲେଜ k ଠେଲି ଦେଇକରି ଖସରି ଦେଇଛନ... ***ଜିଲ୍ଲା ପ୍ରଶାସନ ଲାଗି କାର୍ଯ୍ୟକ୍ରମ କରବା ଟା ଗୁଟେ challenge ହେଇଛେ... *** କାର୍ଯ୍ୟକ୍ରମ ତା ବାଟରେ ଚାଲିଛି... ଉତ୍ସବ ତାରି ପୁରୁଣା ସ୍ଥିତିକୁ ଫେରିବାକୁ ସଂଘର୍ଷ କରୁଛି... ***ଯେଉଁ ଦିନଠାରୁ ସମସ୍ତ ବ୍ଲକ ସ୍ତରୀୟ ମହୋତ୍ସବ ସବୁ ଚାଲିବା ଆରମ୍ଭ କଲା...ସେହି ଦିନଠାରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ସ୍ରୋତ କମି ଆସିଲାଣି... ଆମେ କହୁଛେ ସରକାରୀ କାର୍ଯ୍ୟକ୍ରମ ହୋଇଗଲାଣି... ଏହା ନୁଆଁ କଥା ନୁହେଁ... ***ଏହି କଥା ସାଧାରଣ ଲୋକ ମନ୍ତବ୍ୟ ଦେବାର ଭୁଲି ଗଲେଣି... ***ସେ ଯା ହେଉ ଯଦି କାର୍ଯ୍ୟକ୍ରମ ଆରମ୍ଭ ହେଲାଣି... ଆମେ କାର୍ଯ୍ୟକ୍ରମସ୍ଥଳକୁ ଯିବା...ଆମରି ଟଙ୍କାରେ ହେଉଛି...କାର୍ଯ୍ୟକ୍ରମ ଦେଖି... ପରଖିବା... ଆଉ ବାକି ଚାରିଦିନ କାର୍ଯ୍ୟକ୍ରମ କିପରି ସଫଳ ହେବ କାମନା କରିବା...🙏🙏ସାମ୍ବାଦିକ ଭାବରେ ନୁହଁ ଜଣେ ସାଧାରଣ ମଣିଷ ଭାବରେ... କାହାକୁ counter କରିବାକୁ ନୁହଁ... ଜିଲ୍ଲାର ବିକାଶ ପାଇଁ ଚିନ୍ତା କରୁଥିବା ଏକ ଗୁଣ୍ଡୁଚି ମୂଷା ଭାବରେ ଉପସ୍ଥାପନା କଲି ଭୁଲ ଥିଲେ ତ୍ରୁଟି ମାର୍ଜନା କରିବେ 🙏🙏 ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ମାରାଗୁଡା ଲୋକ ମହୋତ୍ସବ... ମହୋତ୍ସବ ଅବସରରେ ସମସ୍ତ ଜିଲ୍ଲାବାସୀ, ଆୟୋଜକ -ଉଦ୍ୟୋକ୍ତାଙ୍କୁ ଅନେକ ଅନେକ ଶୁଭେଚ୍ଛା... ମହୋତ୍ସବ ପ୍ରସ୍ତୁତି ବୈଠକ ଦିନଠାରୁ କାର୍ଯ୍ୟକ୍ରମକୁ ନେଇ ପ୍ରତିଟି ସମୟରେ ମନର କଥା ସବୁ... ସାଧାରଣ /କଥା କହି ପାରୁନଥିବା ସାଧାରଣ ଲୋକଙ୍କ ମୁହଁର କଥା (ସମାଜକୁ ଉସୁକାଇ, ଭ୍ରମିତ କରି ନେତାଗିରି ପାଇଁ ପିନ୍ଧୁଥିବା ଧୋବ ଫର ଫର ପାଇଜାମାକୁ ସଫା ରଖିବାକୁ ପ୍ରୟାସ କରୁଥିବା ତଥାକଥିତ ନେତାଙ୍କ କଥାକୁ ଜାଗା ଦେଇନାହିଁ )କୁ ଆପଣ ମାନଙ୍କର ଏହି Page (ପୃଷ୍ଠା)ରେ ସମସ୍ତଙ୍କ ଆଖି ଖୋଲିବାକୁ ନିବେଦନ କରିଛି... Message box ରେ ଖୋଲା କମେଣ୍ଟ ଆସିଥିବାବେଳେ 50ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିଛନ୍ତି... ଅର୍ଥାତ ମୌନ ସମର୍ଥନ ଜଣାଇଛନ୍ତି... ପୁଣି ଥରେ ସୂଚୀତ କରିବାକୁ ଚାହିଁବି... ନୂଆପଡା ଜିଲ୍ଲାର ପ୍ରତିଷ୍ଠା ଦିବସକୁ ଜିଲ୍ଲାର ଏକ ମହୋତ୍ସବର ରୂପ ଦେବାରେ ଜିଲ୍ଲାର ବହୁ ପ୍ରଥିତ ଯଶା ବ୍ୟକ୍ତି ବିଶେଷ, ଅଧିକାରୀଙ୍କର ଅବଦାନ ରହିଥିଲା..ମଝିରେ ଦୀର୍ଘ ଦିନ ବନ୍ଦ ହେବାପରେ ସମସ୍ତ ବୁଦ୍ଧିଜୀବୀ, ସାଧାରଣ ଜନତାଙ୍କ ଦାବି ପ୍ରତିବାଦ ପରେ ଗତ ବର୍ଷ ଆରମ୍ଭ ହେଲା... ମୁଖ୍ୟମନ୍ତ୍ରୀ ଆସିଲେ କାର୍ଯ୍ୟକ୍ରମ ଧୁମଧାମ ହେଲା... ରାଜ୍ୟ ମୁଖିଆ ଆସିଲେ ବୋଲି ଶାସକ, ପ୍ରଶାସକ ଅଣ୍ଟା ଭିଡି ବସିଲେ...ଯିଏ ଯାର ତାକତ ଦେଖାଇ Credit ନେବାରେ ପ୍ରତିଯୋଗୀତା କଲେ... ଏଥର କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଲା...ସତେକି ନିର୍ବାଚନ ପରର ତାତି ଏବେବି ଭୂଇଁ ତଳୁ ଥଣ୍ଡା ହୋଇନାହିଁ... ଆରମ୍ଭରୁ ନୂଆପଡା ସହର ଭିତରେ ହେଉଥିବା କାର୍ଯ୍ୟକ୍ରମକୁ National କଲେଜକୁ ଠେଳି ଦେଲେ... ଯେଉଁ ବୈଠକରେ ଦୁଇ ଦୁଇ ଜଣ ବିଧାୟକ, ପୂର୍ବତନ ସାଂସଦ ଆଉ କେତେ ସଂଗଠନ ମୁଖିଆ ଏକ ସ୍ୱରରେ ସମର୍ଥନ ଜଣାଇ ଜିଲ୍ଲାପାଳ ସନ୍ତକରେ venue ନିର୍ଦ୍ଧାରଣ କରିଦେଲେ... ଏହା ପରେ ପରେ ଆମେ ବାରମ୍ବାର ଲୋକଙ୍କ ସ୍ୱରକୁ ଗଣ ମାଧ୍ୟମରେ ସ୍ଥାନୀତ କଲୁ... (ବିଶେଷ କରି ସ୍ୱତନ୍ତ୍ର ଭାବେ "ସକାଳ", "ପ୍ରମେୟ")... କିଛି ନେତାଙ୍କୁ ମଧ୍ୟ ସ୍ଥାନ ପରିବର୍ତନ ପାଇଁ ଜିଲ୍ଲାପ୍ରଶାସନକୁ ଦାବି ଜଣାଇବାକୁ କୁହାଯାଇଥିଲା ହେଲେ କେହି ମଙ୍ଗିନଥିଲେ ସତେକି "କାର୍ଯ୍ୟକ୍ରମ କେନେ କଲେ ଆମର କେଁ ଯିବା" ମର୍ମରେ କେହି ମୁହଁ ଖୋଲି ନଥିଲେ... ଆହୁରି ବିଚାରଯୋଗ୍ୟ ବିଷୟ ଏଇ ଯେ ପ୍ରସ୍ତୁତି ବୈଠକରେ ସମସ୍ତ ବଡ଼ ବଡ଼ିଆ ରଥି ମହାରଥୀ ଚୌକି ଆବୋରିବାକୁ ରହିଗଲେ ସିନା... ମାସକ ମଧ୍ୟରେ ଅନେକ ବୈଠକ ବସିଛି... ନିହାତି ଭାବରେ ଯୋଜନା ହୋଇଥିବ... ରୂପ ରେଖ ହୋଇଥିବ... କମିଟି କର୍ମ କର୍ତା ସତରେ ମୂର୍ତ୍ତି ସାଜିଥିଲେ କି? ଏହି ପ୍ରଶ୍ନ ଉଙ୍କି ମାରୁଛି... ଵର୍ତମାନ ଅନେକ ଲୋକ, ଗଣ ମାଧ୍ୟମରେ ଖବର ଆସୁଛି "ଜିଲ୍ଲାପାଳଙ୍କ ମନ ମାନି "ବୋଲି... ମୁଁ ତ କହିବି ଜିଲ୍ଲାପାଳ ଏବଂ କମିଟିର ସମସ୍ତଙ୍କୁ ଦୋଷ ଦେବା ଠିକ ହେବ... ମୋ ମତରେ 'ଜିଲ୍ଲାପାଳ' ଆଉ 'ସରକାର' ଗୋଟିଏ ଗୋଟିଏ ବ୍ୟାପକ ଶବ୍ଦ... ଏହା କୌଣସି ବ୍ୟକ୍ତି ବିଶେଷ ନୁହଁନ୍ତି... ଆମେ ଜିଲ୍ଲାବାସୀ, ଜନ ପ୍ରତିନିଧିଙ୍କ ଯଦି proactively ଆଗକୁ ନିଃସ୍ୱାର୍ଥ /ନିର୍ଭିକ...ମତାମତ/ଦାବି... ଭାଗିଦାରୀତା ନରହିବ ତେବେ ଵର୍ତମାନର ମାରାଗୁଡା ଭଳିଆ ସ୍ଥିତି ହେବ... କାର୍ଯ୍ୟକ୍ରମରେ ଶାସକ-ପ୍ରଶାସକଙ୍କ ଭିତରେ ଥିବା ଫାଙ୍କା ବାରି ହୋଇ ପଡୁଛି... #ପ୍ରଥମ ଦିନର କାର୍ଯ୍ୟକ୍ରମରେ ମୋର ସ୍ୱକୀୟ ଅନୁଭବ ଆଉ ଅନୁଭୂତି ଅନୁଯାୟୀ #ନିର୍ଯ୍ୟାସ ***ଜିଲ୍ଲାରେ ସମସ୍ତ ବ୍ଲକରେ ଗୋଟିଏ କାର୍ଯ୍ୟକ୍ରମ ହୋଇସାରିଛି... ନିହାତି ଭାବରେ ସ୍ୱାଗତ ଯୋଗ୍ୟ... କିନ୍ତୁ ମାରାଗୁଡା ଏକ ଜିଲ୍ଲାସ୍ତରୀୟ ଉତ୍ସବ ତେବେ ହୋଇପାରିବ... ଆମେ ଜିଲ୍ଲାର 5ଟି ବ୍ଲକର ସଂସ୍କୃତି ପ୍ରେମୀ ଅଣ୍ଟା ଭିଡ଼ିବା... ସେଇଟା ପରିଲକ୍ଷିତ ହେଉ ନାହିଁ... ଏହା ଆଜିକୁ ଦଶ ବାର ବର୍ଷ ହେବ develope କରୁଛି... ଆମେ ଯଦି ଗୋଟିଏ ଘରେ 5ଟା ରନ୍ଧା ବସେଇବା ଆଉ ମାଁ ଙ୍କୁ ଭଲ ଖାଦ୍ୟ ମାଗିବା ସେ କଣ ଦେଵେ... କଣ ରାନ୍ଧିବେ... ଆମକୁ ମାଁଙ୍କ ରୋଷେଇ ଶାଳ ପାଇଁ Budget... ରନ୍ଧନ ସାମଗ୍ରୀ ଯୋଗାଡ଼ କରିବାକୁ ପଡିବ... ଭାଇ ଭାଇ ଭିତରେ ସମରସତା ଆଣିବାକୁ ହେବ...ଆଉ ଯଦି କହିବା ମାଁ ମନମାନି କରୁଛି ଆମକୁ ପଚାରୁନାହିଁ ତେବେ ଏହା ପରିବାର ପାଇଁ କାଳ ହେବ... ମାଁ ବାପା ମରିଯିବେ... ଆମର ଘର ଭାଙ୍ଗିଯିବ... ଏଇ ଢଙ୍ଗରେ ଆଉ ସ୍ଥିତିରେ ମାରାଗୁଡା ଲୋକ ମହୋତ୍ସବ... ***ନେତାମାନେ maraguda ମହୋତ୍ସବ k national କଲେଜ k ଠେଲି ଦେଇକରି ଖସରି ଦେଇଛନ... ***ଜିଲ୍ଲା ପ୍ରଶାସନ ଲାଗି କାର୍ଯ୍ୟକ୍ରମ କରବା ଟା ଗୁଟେ challenge ହେଇଛେ... *** କାର୍ଯ୍ୟକ୍ରମ ତା ବାଟରେ ଚାଲିଛି... ଉତ୍ସବ ତାରି ପୁରୁଣା ସ୍ଥିତିକୁ ଫେରିବାକୁ ସଂଘର୍ଷ କରୁଛି... ***ଯେଉଁ ଦିନଠାରୁ ସମସ୍ତ ବ୍ଲକ ସ୍ତରୀୟ ମହୋତ୍ସବ ସବୁ ଚାଲିବା ଆରମ୍ଭ କଲା...ସେହି ଦିନଠାରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ସ୍ରୋତ କମି ଆସିଲାଣି... ଆମେ କହୁଛେ ସରକାରୀ କାର୍ଯ୍ୟକ୍ରମ ହୋଇଗଲାଣି... ଏହା ନୁଆଁ କଥା ନୁହେଁ... ***ଏହି କଥା ସାଧାରଣ ଲୋକ ମନ୍ତବ୍ୟ ଦେବାର ଭୁଲି ଗଲେଣି... ***ସେ ଯା ହେଉ ଯଦି କାର୍ଯ୍ୟକ୍ରମ ଆରମ୍ଭ ହେଲାଣି... ଆମେ କାର୍ଯ୍ୟକ୍ରମସ୍ଥଳକୁ ଯିବା...ଆମରି ଟଙ୍କାରେ ହେଉଛି...କାର୍ଯ୍ୟକ୍ରମ ଦେଖି... ପରଖିବା... ଆଉ ବାକି ଚାରିଦିନ କାର୍ଯ୍ୟକ୍ରମ କିପରି ସଫଳ ହେବ କାମନା କରିବା...🙏🙏ସାମ୍ବାଦିକ ଭାବରେ ନୁହଁ ଜଣେ ସାଧାରଣ ମଣିଷ ଭାବରେ... କାହାକୁ counter କରିବାକୁ ନୁହଁ... ଜିଲ୍ଲାର ବିକାଶ ପାଇଁ ଚିନ୍ତା କରୁଥିବା ଏକ ଗୁଣ୍ଡୁଚି ମୂଷା ଭାବରେ ଉପସ୍ଥାପନା କଲି ଭୁଲ ଥିଲେ ତ୍ରୁଟି ମାର୍ଜନା କରିବେ 🙏🙏

21 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
  • New Banking Rules 2026, UPI Rules, ATM, Cash Rules | SAGAR SINHA 🛡 . . . . #viral #trending #sarkar #explore #rules #banking
    1
    New Banking Rules 2026, UPI Rules, ATM, Cash Rules | SAGAR SINHA
🛡
.
.
.
.
#viral #trending #sarkar #explore #rules #banking
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • ୩ଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଦୁଇ ଦିନ ବ୍ୟବଧାନରେ ଆଜି ପୁଣି ୩ଟି ସ୍ଥାନରୁ ସୁବର୍ଣ୍ଣପୁର ପୋଲିସ ହାତରେ ଗଞ୍ଜେଇ ଚାଲାଣ ଧରା ପଡ଼ିଛି। ବୀରମହାରାଜପୁର ଥାନା ବାଘଲପୁରଠାରେ ଏକ ଡାଲା ଗାଡ଼ିକୁ ଧରିଥିବାବେଳେ ସୋନପୁର ବୁଢ଼ାରଜା ଛକରୁ ଆର୍ଟିଗା ଗାଡ଼ି ହୋଇଛି ଜବତ। ଆର୍ଟିଗାରେ ଦୁଇ ଯୁବତୀଙ୍କ ସହ ଡ୍ରାଇଭର ଗିରଫ। ୩୦ ପ୍ୟାକେଟ ଗଞ୍ଜେଇ ଜବତ। ଅନ୍ୟ ପଟରେ ବାଘଲପୁରଠାରେ ଧରା ପଡ଼ିଥିବା ଡ଼ାଲା ଗାଡ଼ିରେ ୧୧୮ ପ୍ୟାକେଟରେ ୧.୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ଲଛିପୁର ଥାନା ତିଲେଇମାଲ ରାସ୍ତାରୁ ଅଳ୍ପ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।
    1
    ୩ଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ 
ସୁବର୍ଣ୍ଣପୁର: ଦୁଇ ଦିନ ବ୍ୟବଧାନରେ ଆଜି ପୁଣି ୩ଟି ସ୍ଥାନରୁ ସୁବର୍ଣ୍ଣପୁର ପୋଲିସ ହାତରେ ଗଞ୍ଜେଇ ଚାଲାଣ ଧରା ପଡ଼ିଛି।  ବୀରମହାରାଜପୁର ଥାନା ବାଘଲପୁରଠାରେ ଏକ ଡାଲା ଗାଡ଼ିକୁ ଧରିଥିବାବେଳେ ସୋନପୁର ବୁଢ଼ାରଜା ଛକରୁ ଆର୍ଟିଗା ଗାଡ଼ି ହୋଇଛି ଜବତ। ଆର୍ଟିଗାରେ ଦୁଇ ଯୁବତୀଙ୍କ ସହ ଡ୍ରାଇଭର ଗିରଫ। ୩୦ ପ୍ୟାକେଟ ଗଞ୍ଜେଇ ଜବତ। ଅନ୍ୟ ପଟରେ ବାଘଲପୁରଠାରେ ଧରା ପଡ଼ିଥିବା ଡ଼ାଲା ଗାଡ଼ିରେ ୧୧୮ ପ୍ୟାକେଟରେ ୧.୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ଲଛିପୁର ଥାନା ତିଲେଇମାଲ ରାସ୍ତାରୁ ଅଳ୍ପ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    2
    Breaking_ ସୁବର୍ଣ୍ଣପୁର_ ଔଷଧ ଦୋକାନରେ ବେଆଇନ ଚିକିତ୍ସା ଘଟଣା । ବୀରମହାରାଜପୁର ରେ ଥିବା ମୁକ୍ତିତୀର୍ଥ ଔଷଧ ଦୋକାନକୁ ସିଲ୍ କଲା ପ୍ରଶାସନ । ବିନା ସାର୍ଟିଫିକେଟ ରେ ଡାକ୍ତର ସାଜି ରୋଗୀ ଚିକିତ୍ସା କରୁଥିଲେ ଦୋକାନ ମାଲିକ । ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ, ଏସଡିଏମଓ ଉପସ୍ଥିତିରେ ସିଲ୍ ହୋଇଥିବା ସୂଚନା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    1
    🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.