Shuru
Apke Nagar Ki App…
New Banking Rules 2026, UPI Rules, ATM, Cash Rules | SAGAR SINHA New Banking Rules 2026, UPI Rules, ATM, Cash Rules | SAGAR SINHA 🛡 . . . . #viral #trending #sarkar #explore #rules #banking
B Putel
New Banking Rules 2026, UPI Rules, ATM, Cash Rules | SAGAR SINHA New Banking Rules 2026, UPI Rules, ATM, Cash Rules | SAGAR SINHA 🛡 . . . . #viral #trending #sarkar #explore #rules #banking
More news from ଓଡ଼ିଶା and nearby areas
- New Banking Rules 2026, UPI Rules, ATM, Cash Rules | SAGAR SINHA 🛡 . . . . #viral #trending #sarkar #explore #rules #banking1
- Post by KOSAL TIMES1
- Post by SonepurSambad1
- 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- ନୂଆପଡ଼ା- ୦୨/୦୪- “ଓଡ଼ିଆ ପକ୍ଷ–୨୦୨୬” ପାଳନ ଉପଲକ୍ଷେ ଆସନ୍ତା ତା. ୦୪ ଏପ୍ରିଲ ରିଖରେ ଆୟୋଜିତ ହେବାକୁଥିବା “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ପଦଯାତ୍ରାକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପ୍ରଥମେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜୋର ଦେଇଥିଲେ। ଏଥି ସହ ନିୟମ ଅମାନ୍ୟ କରୁଥିବା ବାଣିଜ୍ୟ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଚେତନତା ପରେ ମଧ୍ୟ ଯଦି କୌଣସି ପ୍ରତିଷ୍ଠାନ ଓଡ଼ିଆ ନାମଫଳକ ପ୍ରଦର୍ଶନ କରିନଥାଏ, ତେବେ ପ୍ରଥମ ଥର ପାଇଁ ୫,୦୦୦ ଟଙ୍କା ଓ ପୁନରାବୃତ୍ତି ଘଟିଲେ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ପଦଯାତ୍ରା ସମୟରେ ପ୍ଲାକାର୍ଡ, ବ୍ୟାନର ଆଦି ମାଧ୍ୟମରେ ଓଡ଼ିଆ ନାମଫଳକ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ସମସ୍ତ ସମ୍ପର୍କିତ ବିଭାଗ, ବ୍ୟବସାୟୀ ସଂଘ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକଙ୍କୁ ଏଥିରେ ସାମିଲ କରାଯିବ। ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖାରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ସହାୟକ ଶ୍ରମ ଅଧିକାରୀ ମୁରଳୀଧର ପାକଳ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।1
- ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଞ୍ଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ1
- Post by BAHUJAN ADHIKAR1
- କଳାହାଣ୍ଡିର ପାହାଡ଼ ମଧ୍ୟରେ ଲୁଚିଥିବା ଫୁଲ୍ଡୁମେର ଆଜିବି ମୌଳିକ ବିକାଶ—ରାସ୍ତା, ସ୍ୱାସ୍ଥ୍ୟ ସେବା ଓ ସୁଯୋଗ—ପାଇଁ ଅପେକ୍ଷା କରୁଛି। ଧନୀ ବକ୍ସାଇଟ୍ ଭଣ୍ଡାର ଥିବା ସତ୍ୱେ ମଧ୍ୟ, ଏହି ଗାଁ ଅଲଗା ରହିଛି, ଯାହା ଲୋକମାନଙ୍କୁ ପ୍ରବାସ ଓ କଷ୍ଟକୁ ବାଧ୍ୟ କରୁଛି। ପ୍ରଶ୍ନ ଏହା ନୁହେଁ ଯେ ବିକାଶ ଏଠାକୁ ଆସିବ କି— ପ୍ରଶ୍ନ ହେଉଛି ଏତେ ଦେର କାହିଁକି? #Kalahandi #Odisha #RuralIndia #Development1