Shuru
Apke Nagar Ki App…
KOSAL TIMES
More news from Odisha and nearby areas
- ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲିମଡ଼ିହି ଗାଁରେ କର୍ମା ପୂଜା ଅନୁଷ୍ଠିତ, ନୂଆପଡା ବିଧାୟକ ଜୟ କୁମାର ଢୋଲକିଆ ଯୋଗଦାନ l1
- Post by Sonepur news khulasa1
- Post by BAHUJAN ADHIKAR1
- ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ1
- ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ3
- Post by Sutu muthamajhi1
- ଏପ୍ରିଲ୍ ୧ ଦିନ ଓଡ଼ିଶା ସାଙ୍ଗେ ଆମକୁ କୋଶଲାଞ୍ଚଲ୍ କେ ଜବରଦସ୍ତି ମିଶେଇ ଭକୁଆ ବନେଇ ଥିବାର୍ ଲାଗି ଓଡ଼ିଶା ଦିବସ୍ ଟା ଆମର୍ ଲାଗି କଲାଦିବସ୍ ଆଏ ।* *ଜୟ ବରଗଡ଼ 🙏 ଜୟ କୋଶଲ୍ 🚩*1
- Post by Sonepur news khulasa1
- #କୋଶଲ_ସେନା_ପାଳିଲା_କଳା_ଦିବସ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲିଠାରେ କୋଶଲ ସେନା ପକ୍ଷରୁ ଏପ୍ରିଲ ୧ ତାରିଖକୁ କଳା ଦିବସ ରୂପେ ପାଳନ କରାଯାଇଛି। କୋଶଲ ସେନାର ସଦସ୍ୟ ରାମପୁର ରୋଡ ସ୍ଥିତ ଛକରେ ଉପସ୍ଥିତ ହୋଇ ମୁଣ୍ଡରେ କଲା କପଡା ବାନ୍ଧି, ହାତରେ କଳା ବେଚ ଧରି ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କରିଥିଲେ। ସରୋଜ ପଧାନ, ଯଦୁମଣି କୁଦେଇ, କାନ୍ନୁଚରଣ ମହାରଣା, ଦିବ୍ୟ ମେହେର, ଯୁଧିଷ୍ଠିର ଭୁଏ, ସଚିନ ନାଏକ, ରିକି ଶତପଥି, ଧିରେନ ଭୋଇ, ରିକୁ ପଧାନ, ରତ୍ନାକର ସେଠ, ବିମଲ ପଧାନ, କରୁଣା ଭୁଏ ପ୍ରମୁଖ କୋଶଲବାଦି ଉପସ୍ଥିତ ହୋଇ କଳା ଦିବସ ପାଳନ କରିଥିଲେ।1