logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା ପରିସର ରେ ଯୋଗଦେଲେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର । ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ

2 hrs ago
user_Ajira Samachar
Ajira Samachar
Photographer ସୋନପୁର, ସୋନପୁର, ଓଡ଼ିଶା•
2 hrs ago
484806d0-aa22-4b4d-8e1d-cd3fa3f875c2

ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା ପରିସର ରେ ଯୋଗଦେଲେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର । ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ

ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ

2ab958d7-3732-490d-8562-e2865c95ec19

ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ ଵିରମହାରାଜପୁର ଶ୍ରୀ ହେମନ୍ତ ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ ଯଦି ଚାହିବେ କିଛି ସମୟ ଦିନ ରେ ଆସି ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ ଯାହା ଫଲରେ ଶିଶୁ ଓ ଥାନା ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ
    3
    ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ଉଲୁଣ୍ଡା ଥାନା ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା  ପରିଷରରେ ଶିଶୁ ମିତ୍ର ପୋଲିସ ଥାନା ଶୁଭ ଉଦ୍ଘାଟନ ସମୟରେ ମୁଖ୍ଯ ଅତିଥି ଭାବେ ଆରକ୍ଷ ଅଧିକ୍ଷକ ସୁଵର୍ଣ୍ଣପୁର ଶ୍ରୀଯୁକ୍ତ ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସୁଵର୍ଣ୍ଣପୁର ଶ୍ରୀ କେ.କେ. ହରିପ୍ରସାଦ, ଉପଖଣ୍ଡ ପୋଲିସ ଅଧିକାରୀ  ଵିରମହାରାଜପୁର ଶ୍ରୀ ହେମନ୍ତ  ରାଓ,ଭାରାପ୍ରାପ୍ତ ଅଧିକାରି ସ୍ଵତନ୍ତ୍ର ପୋଲିସ ୟୁନିଟ ସୁବର୍ଣ୍ଣପୁର ଶ୍ରାମତି ରେଣୁକା ସୁନା , ଭାରାପ୍ରାପ୍ତ ଥାନା ଅଧିକାରୀ ଉଲୁଣ୍ଡା ଶ୍ରୀ ଲିଙ୍ଗରାଜ ସେଠି , ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶିଶୁ ମିତ୍ର ଯେଉଁ ମାନେ ଛୋଟ ଛୋଟ ଶିଶୁ ମାନଙ୍କୁ ଥାନା କାମରେ ଆସନ୍ତି ସେମାନେ ଏହିଠାରେ ବିଶ୍ରାମ ନେବା ସହ ଅନ୍ୟମାନେ ମଧ୍ୟ  ଯଦି ଚାହିବେ  କିଛି ସମୟ ଦିନ ରେ ଆସି  ଶିଶୁ କିମ୍ବା ଛୋଟ ଶିଶୁ ଥିଲେ ତା ମାଁ ସାଙ୍ଗରେ ବିଶ୍ରାମ ନେଇ ପାରିବେ ଓ ଶିଶୁ ମାନଙ୍କୁ ବୁଲେଇ ଆଣି ପାରିବେ  ଯାହା ଫଲରେ ଶିଶୁ ଓ ଥାନା  ଉପରେ ଗୋଟେ ସୁ ସମ୍ପର୍କ ସ୍ଥାପନ ହେଵ ବୋଲି ଆରକ୍ଷି ଅଧିକ୍ଷକ  ନିଜ ଵକ୍ତବ୍ୟ ରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ  ଉଲୁଣ୍ଡା ଅଞ୍ଚଳ ର ଛାତ୍ର ଛାତ୍ରୀ ତଥା ଅଞ୍ଚଲ ବାସି ଯୋଗଦେଇ ଥିଲେ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ
    1
    ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା ମୋର୍ ଅଧିକାର
    1
    ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା 
ମୋର୍ ଅଧିକାର
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ଖୁସି ଖବର ୭ ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ
    1
    ଖୁସି ଖବର ୭ ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।
    1
    ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.