logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସକାଳେ ଶ୍ରୀମନ୍ଦିରଠାରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇ ମନ୍ତ୍ରୀଙ୍କ ଆୟୁଷ ଓ ସୁସ୍ଥତା କାମନା କରାଯାଇଥିଲା। ପରବର୍ତ୍ତୀ ସମୟରେ, ପୁରୀ ବଡ଼ ମେଡିକାଲରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପୁରୀ ସାଂସଦ ଡ଼ଃ. ସମ୍ବିତ ପାତ୍ର ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାନସଭା କ୍ଷେତ୍ରର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପସଭାପତି ରଞ୍ଜିତା ଦାଶ, ସମ୍ପାଦକ ଜୟନ୍ତ ଦାଶ, ଅନିଲ ସାହୁ, ବରିଷ୍ଠ ସେବାୟତ ଭାବନି ଦାସ ମହାପାତ୍ର, ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର, ଦୁର୍ଗା ପ୍ରସାଦ ପରିଡ଼ା, ଅଜୟ ଦାସ, ରାଜକିଶୋର ପଣ୍ଡା, ତପନ ଗଜେନ୍ଦ୍ର, ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ମହାନ୍ତି, ଅକ୍ଷୟ ମହାନ୍ତି, ସଂଗ୍ରାମ କାନୁନଗୋ, ରଜନୀ ପଟ୍ଟନାୟକ, ମାନସ ଲେଙ୍କା, ସୁନିତା ମହାରଣା, ସୋମନାଥ ଦାସ, ଅନିତା ପଟ୍ଟନାୟକ, ଶିବ ନାରାୟଣ ଦାଶ, ସଂଗ୍ରାମ ପରିଡ଼ା, ମନୋଜ ବିଷୋୟୀ ଏବଂ ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

1 hr ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
1 hr ago

ପୁରୀରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସକାଳେ ଶ୍ରୀମନ୍ଦିରଠାରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇ ମନ୍ତ୍ରୀଙ୍କ ଆୟୁଷ ଓ ସୁସ୍ଥତା କାମନା କରାଯାଇଥିଲା। ପରବର୍ତ୍ତୀ ସମୟରେ, ପୁରୀ ବଡ଼ ମେଡିକାଲରେ ରକ୍ତ ଅଭାବକୁ

ଦୃଷ୍ଟିରେ ରଖି ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପୁରୀ ସାଂସଦ ଡ଼ଃ. ସମ୍ବିତ ପାତ୍ର ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାନସଭା କ୍ଷେତ୍ରର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ

ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପସଭାପତି ରଞ୍ଜିତା ଦାଶ, ସମ୍ପାଦକ ଜୟନ୍ତ ଦାଶ, ଅନିଲ ସାହୁ, ବରିଷ୍ଠ ସେବାୟତ ଭାବନି ଦାସ ମହାପାତ୍ର, ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର, ଦୁର୍ଗା ପ୍ରସାଦ ପରିଡ଼ା, ଅଜୟ ଦାସ, ରାଜକିଶୋର ପଣ୍ଡା,

ତପନ ଗଜେନ୍ଦ୍ର, ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ମହାନ୍ତି, ଅକ୍ଷୟ ମହାନ୍ତି, ସଂଗ୍ରାମ କାନୁନଗୋ, ରଜନୀ ପଟ୍ଟନାୟକ, ମାନସ ଲେଙ୍କା, ସୁନିତା ମହାରଣା, ସୋମନାଥ ଦାସ, ଅନିତା ପଟ୍ଟନାୟକ, ଶିବ ନାରାୟଣ ଦାଶ, ସଂଗ୍ରାମ ପରିଡ଼ା, ମନୋଜ ବିଷୋୟୀ ଏବଂ ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

More news from ଓଡ଼ିଶା and nearby areas
  • ପୁରୀରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସକାଳେ ଶ୍ରୀମନ୍ଦିରଠାରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇ ମନ୍ତ୍ରୀଙ୍କ ଆୟୁଷ ଓ ସୁସ୍ଥତା କାମନା କରାଯାଇଥିଲା। ପରବର୍ତ୍ତୀ ସମୟରେ, ପୁରୀ ବଡ଼ ମେଡିକାଲରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପୁରୀ ସାଂସଦ ଡ଼ଃ. ସମ୍ବିତ ପାତ୍ର ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାନସଭା କ୍ଷେତ୍ରର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପସଭାପତି ରଞ୍ଜିତା ଦାଶ, ସମ୍ପାଦକ ଜୟନ୍ତ ଦାଶ, ଅନିଲ ସାହୁ, ବରିଷ୍ଠ ସେବାୟତ ଭାବନି ଦାସ ମହାପାତ୍ର, ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର, ଦୁର୍ଗା ପ୍ରସାଦ ପରିଡ଼ା, ଅଜୟ ଦାସ, ରାଜକିଶୋର ପଣ୍ଡା, ତପନ ଗଜେନ୍ଦ୍ର, ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ମହାନ୍ତି, ଅକ୍ଷୟ ମହାନ୍ତି, ସଂଗ୍ରାମ କାନୁନଗୋ, ରଜନୀ ପଟ୍ଟନାୟକ, ମାନସ ଲେଙ୍କା, ସୁନିତା ମହାରଣା, ସୋମନାଥ ଦାସ, ଅନିତା ପଟ୍ଟନାୟକ, ଶିବ ନାରାୟଣ ଦାଶ, ସଂଗ୍ରାମ ପରିଡ଼ା, ମନୋଜ ବିଷୋୟୀ ଏବଂ ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    4
    ପୁରୀରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସକାଳେ ଶ୍ରୀମନ୍ଦିରଠାରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇ ମନ୍ତ୍ରୀଙ୍କ ଆୟୁଷ ଓ ସୁସ୍ଥତା କାମନା କରାଯାଇଥିଲା।

ପରବର୍ତ୍ତୀ ସମୟରେ, ପୁରୀ ବଡ଼ ମେଡିକାଲରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପୁରୀ ସାଂସଦ ଡ଼ଃ. ସମ୍ବିତ ପାତ୍ର ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରୀ ବିଧାନସଭା କ୍ଷେତ୍ରର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପସଭାପତି ରଞ୍ଜିତା ଦାଶ, ସମ୍ପାଦକ ଜୟନ୍ତ ଦାଶ, ଅନିଲ ସାହୁ, ବରିଷ୍ଠ ସେବାୟତ ଭାବନି ଦାସ ମହାପାତ୍ର, ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର, ଦୁର୍ଗା ପ୍ରସାଦ ପରିଡ଼ା, ଅଜୟ ଦାସ, ରାଜକିଶୋର ପଣ୍ଡା, ତପନ ଗଜେନ୍ଦ୍ର, ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ମହାନ୍ତି, ଅକ୍ଷୟ ମହାନ୍ତି, ସଂଗ୍ରାମ କାନୁନଗୋ, ରଜନୀ ପଟ୍ଟନାୟକ, ମାନସ ଲେଙ୍କା, ସୁନିତା ମହାରଣା, ସୋମନାଥ ଦାସ, ଅନିତା ପଟ୍ଟନାୟକ, ଶିବ ନାରାୟଣ ଦାଶ, ସଂଗ୍ରାମ ପରିଡ଼ା, ମନୋଜ ବିଷୋୟୀ ଏବଂ ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ଭକ୍ତି ପ୍ରକାଶ କରାଯାଇଛି। ଏହି ବାର୍ତ୍ତାରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ସହ 'ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ' ବୋଲି ପ୍ରାର୍ଥନା କରାଯାଇଛି, ଯାହାର ଅର୍ଥ ହେଉଛି ପ୍ରଭୁ ଭକ୍ତର ନୟନ ପଥରେ ସର୍ବଦା ଗୋଚର ହୁଅନ୍ତୁ।
    1
    ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ଭକ୍ତି ପ୍ରକାଶ କରାଯାଇଛି। ଏହି ବାର୍ତ୍ତାରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ସହ 'ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ' ବୋଲି ପ୍ରାର୍ଥନା କରାଯାଇଛି, ଯାହାର ଅର୍ଥ ହେଉଛି ପ୍ରଭୁ ଭକ୍ତର ନୟନ ପଥରେ ସର୍ବଦା ଗୋଚର ହୁଅନ୍ତୁ।
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    12 hrs ago
  • ଜଣେ ନେତା ଘୋଷଣା କରିଛନ୍ତି ଯେ ସେ ନବୀନଙ୍କ ନେତୃତ୍ୱରେ ରାଜ୍ୟବାସୀଙ୍କ ପାଇଁ କାମ କରିବେ। ସେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ଏହି ସେବାକାର୍ଯ୍ୟରେ ସାମିଲ ହେବା ପାଇଁ ବିଜେଡିର ନେତା ଏବଂ ଅଗଣିତ କର୍ମୀଙ୍କ ଆଶୀର୍ବାଦ ଲାଭ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
    1
    ଜଣେ ନେତା ଘୋଷଣା କରିଛନ୍ତି ଯେ ସେ ନବୀନଙ୍କ ନେତୃତ୍ୱରେ ରାଜ୍ୟବାସୀଙ୍କ ପାଇଁ କାମ କରିବେ। ସେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ଏହି ସେବାକାର୍ଯ୍ୟରେ ସାମିଲ ହେବା ପାଇଁ ବିଜେଡିର ନେତା ଏବଂ ଅଗଣିତ କର୍ମୀଙ୍କ ଆଶୀର୍ବାଦ ଲାଭ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଶ୍ରୀ ଜଗନ୍ନାଥ ଆରୋଗ୍ୟ ପୀଠ ନ୍ୟୁରୋଥେରାପି ଚିକିତ୍ସା ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉନ୍ମୋଚନ କରାଯାଇଛି।
    1
    ଶ୍ରୀ ଜଗନ୍ନାଥ ଆରୋଗ୍ୟ ପୀଠ ନ୍ୟୁରୋଥେରାପି ଚିକିତ୍ସା ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉନ୍ମୋଚନ କରାଯାଇଛି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ରାଜ୍ୟ ରାଜନୀତିରେ ବ୍ୟୁରୋକ୍ରାଟ ବାବୁମାନଙ୍କ ପ୍ରଦର୍ଶନକୁ ନେଇ ଏକ ସ୍ପଷ୍ଟ ଚିତ୍ର ପ୍ରକାଶ ପାଇଛି। ଅନେକ ବ୍ୟୁରୋକ୍ରାଟ ବାବୁମାନେ ରାଜନୀତିରେ ସଫଳ ହେବା ପରିବର୍ତ୍ତେ ଅଧିକ ସଂଖ୍ୟାରେ ବିଫଳ ହେଉଛନ୍ତି। ଏହି ଧାରା ସୂଚାଉଛି ଯେ ରାଜ୍ୟ ରାଜନୀତିରେ ପାସ୍ ହେଉଥିବା ବ୍ୟୁରୋକ୍ରାଟଙ୍କ ତୁଳନାରେ ଫେଲ୍ ହେଉଥିବା ବ୍ୟୁରୋକ୍ରାଟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ।
    1
    ରାଜ୍ୟ ରାଜନୀତିରେ ବ୍ୟୁରୋକ୍ରାଟ ବାବୁମାନଙ୍କ ପ୍ରଦର୍ଶନକୁ ନେଇ ଏକ ସ୍ପଷ୍ଟ ଚିତ୍ର ପ୍ରକାଶ ପାଇଛି। ଅନେକ ବ୍ୟୁରୋକ୍ରାଟ ବାବୁମାନେ ରାଜନୀତିରେ ସଫଳ ହେବା ପରିବର୍ତ୍ତେ ଅଧିକ ସଂଖ୍ୟାରେ ବିଫଳ ହେଉଛନ୍ତି। ଏହି ଧାରା ସୂଚାଉଛି ଯେ ରାଜ୍ୟ ରାଜନୀତିରେ ପାସ୍ ହେଉଥିବା ବ୍ୟୁରୋକ୍ରାଟଙ୍କ ତୁଳନାରେ ଫେଲ୍ ହେଉଥିବା ବ୍ୟୁରୋକ୍ରାଟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ।
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    1 hr ago
  • ଆଜି ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ BJP ର ଶତାଧିକ କର୍ମୀ BJD ରେ ଯୋଗଦାନ କରିଛନ୍ତି।
    1
    ଆଜି ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ BJP ର ଶତାଧିକ କର୍ମୀ BJD ରେ ଯୋଗଦାନ କରିଛନ୍ତି।
    user_Binod bihari subudhi
    Binod bihari subudhi
    Engineer ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    15 hrs ago
  • ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚ ଖୋର୍ଦ୍ଧା ଓ ବାଣପୁର ସବଡିଭିଜନ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।
    1
    ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚ ଖୋର୍ଦ୍ଧା ଓ ବାଣପୁର ସବଡିଭିଜନ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    7 hrs ago
  • ସୁଜାତା ବିଜେଡିରେ ଯୋଗ ଦେବା ପରେ ଦଳର ସୁପ୍ରିମୋ ନବୀନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଛନ୍ତି। ଏଥିସହ, ସେ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ନିର୍ବାଚନରେ ସେ ହିଁ ବିଜେଡିର ନେତୃତ୍ୱ ନେବେ।
    1
    ସୁଜାତା ବିଜେଡିରେ ଯୋଗ ଦେବା ପରେ ଦଳର ସୁପ୍ରିମୋ ନବୀନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଛନ୍ତି।

ଏଥିସହ, ସେ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ନିର୍ବାଚନରେ ସେ ହିଁ ବିଜେଡିର ନେତୃତ୍ୱ ନେବେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.