ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ମିଜ୍ଞାନମେଳା କେନ୍ଦୁଝର,୧।୮(ଦୁର୍ଯ୍ୟୋଧନ ପାତ୍ର ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ହୃଷିକେଶ ସାହୁ,ମୁଖ୍ୟବକ୍ତା ପରିଚାଳନା ସମିତିର ସଭାପତି ଆଖଣ୍ତଳମଣି ବାରିକ୍ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଜ୍ଞାନର ଉପକାରିତା ବିଷୟରେ ଅତିଥିଗଣ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବନମାଳି ମହାକୁଡ ଅତିଥି ପରିଚୟ ପ୍ରଦାନ କରିବା ସହ ବିଜ୍ଞାନର ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମରେ ବନାଯୋଡି ସାଇଆନନ୍ଦ ବିଦ୍ୟାଳୟ ଶିକ୍ଷୀକା ମନିଷା ସୁଶ୍ରୀ ମନୀଷା ମହାପାତ୍ର ଯୋଗଦେଇଥିଲେ।ଏଥିରେ କିଶୋର ବର୍ଗରେ ୨୯ଜଣ ଶିଶୁ,ବାଲବର୍ଗରେ ୪୩ଜଣ ଶିଶୁ,ଶିଶୁ ବର୍ଗରେ ୫୭ଜଣ ଶିଶୁ,କନିଷ୍ଠ ଶିଶୁ ବର୍ଗରେ ୧୦୮ଜଣ ଶିଶୁ,ଅରୁଣ ଓ ଉଦୟ ପ୍ରଭାତ ରେ ୮୦ଜଣ ଶିଶୁ ମିଶି ସମୁଦାୟ ୩୧୭ଜଣ ଶିଶୁ ଅଂଶଗ୍ରହଣ କରି ପ୍ରକଳ୍ପ ପଦର୍ଶନ କରିଥିଲେ।ମୁକୁନା ଗ୍ରାମପଞ୍ଚାୟତ ହାଇସ୍କୁଲର ବିଧାନ ପ୍ରିୟବ୍ରତ,ସାଇଆନନ୍ଦ ପବ୍ଲିକ ସ୍କୁଲ ମନୀଷ ପାତ୍ର,ଭାଟୁଣିଆଁ ମା'ମଙ୍ଗଳା ଉଚ୍ଚ ବିଦ୍ୟାଳୟର ରଞ୍ଜିତ୍ ମହାକୁଡ,କାଉଁରୀକଳା ହାଇସ୍କୁଲ ର କ୍ଷିତିଶ,ବଣୁଆଁ ବିଏଚ୍ ବି ହାଇସ୍କୁଲର ଅଭିମନ୍ୟୁ ମହାନ୍ତ ଓ ଗୈାରାଙ୍ଗ ଚରଣ ଦାସ,ସପ୍ତସଖା ହାଇସ୍କୁଲ ଦାନିଧି ମହାନ୍ତ ପ୍ରକଳ୍ପ ମୂଲ୍ୟାଙ୍କନ କରିଥିଲେ।ଉଦଯାପନୀ ଉତ୍ସବରେ ପ୍ରଥମ,ଦ୍ବିତୀୟ,ତୃୟୀୟ ସ୍ଥାନ ଲାଭ କରିଥିବା କୃତି ପଦ୍ମପୁର ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ରାମକୃଷ୍ଣ ସାହୁ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ ପରେ ବନ୍ଦେମା'ତରମ ଗାନ କରାଯାଇଥିଲା।ଗୁରୁମା ବିନତା ସାହୁ,ଅଞ୍ଜଳୀ ସାହୁ,ରେବତୀ ସାହୁ,ବିଜ୍ଞାନ ଆଚାର୍ଯ୍ୟା ସ୍ନେହଲତା ବେହେରା,ରେଣୁବାଳା ସାହୁ,ପଦ୍ମିନୀ ସାହୁ,ମିତା ଦାସ,ରଶ୍ମୀ ନାଏକ,ମନ୍ଦାକିନୀ ଦେହୁରୀ,ସ୍ମୃତିସ୍ମିତା ସାହୁ,ଗାୟତ୍ରୀ ମହାନ୍ତ,ବୀଣାପାଣି ଗିରି,ସାଗରିକା ସାହୁ,ଅନିତା ପରିଡା,ମୀନା ପାତ୍ର,ଦୀପାରାଣୀ ସାହୁ,ପ୍ରିତିମୟୀ ସାହୁ,ଦେବଜାନୀ ମହାନ୍ତ,ସୋନାଲି ବେହେରା,ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ମିଜ୍ଞାନମେଳା ପଦ୍ମପୁର,୧/୮(ଇମିସ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ହୃଷିକେଶ ସାହୁ,ମୁଖ୍ୟବକ୍ତା ପରିଚାଳନା ସମିତିର ସଭାପତି ଆଖଣ୍ତଳମଣି ବାରିକ୍ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଜ୍ଞାନର ଉପକାରିତା ବିଷୟରେ ଅତିଥିଗଣ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବନମାଳି ମହାକୁଡ ଅତିଥି ପରିଚୟ ପ୍ରଦାନ କରିବା ସହ ବିଜ୍ଞାନର ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମରେ ବନାଯୋଡି ସାଇଅାନନ୍ଦ ବିଦ୍ୟାଳୟ ଶିକ୍ଷୀକା ମନିଷା ସୁଶ୍ରୀ ମନୀଷା ମହାପାତ୍ର ଯୋଗଦେଇଥିଲେ।ଏଥିରେ କିଶୋର ବର୍ଗରେ ୨୯ଜଣ ଶିଶୁ,ବାଲବର୍ଗରେ ୪୩ଜଣ ଶିଶୁ,ଶିଶୁ ବର୍ଗରେ ୫୭ଜଣ ଶିଶୁ,କନିଷ୍ଠ ଶିଶୁ ବର୍ଗରେ ୧୦୮ଜଣ ଶିଶୁ,ଅରୁଣ ଓ ଉଦୟ ପ୍ରଭାତ ରେ ୮୦ଜଣ ଶିଶୁ ମିଶି ସମୁଦାୟ ୩୧୭ଜଣ ଶିଶୁ ଅଂଶଗ୍ରହଣ କରି ପ୍ରକଳ୍ପ ପଦର୍ଶନ କରିଥିଲେ।ପ୍ରକଳ୍ପ ମୂଲ୍ୟାଙ୍କନ ସ୍ଥାନୀୟ ଗୋବର୍ଦ୍ଧନ ୟୁପି ସ୍କୁଲର ବିଜ୍ଞାନ ଶିକ୍ଷକ ରାଜକିଶୋକ,ସେଣ୍ତକାପ ଉପସ୍ଥିତଥିଲେ।ଉଦଯାପନୀ ଉତ୍ସବରେ ପ୍ରଥମ,ଦ୍ବିତୀୟ,ତୃୟୀୟ ସ୍ଥାନ ଲାଭ କରିଥିବା କୃତି ପଦ୍ମପୁର ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ରାମକୃଷ୍ଣ ସାହୁ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ ପରେ ବନ୍ଦେମା'ତରମ ଗାନ କରାଯାଇଥିଲା।ଗୁରୁଜୀ ଦିବ୍ୟରଂଞ୍ଜନ ମହାନ୍ତ,ପ୍ରମୋଦ କୁମାର ରାଉତ,ସୁରେଶ ସଡଙ୍ଗୀ,ଇଶ୍ବର ଚନ୍ଦ୍ର ସର୍ଦ୍ଧାର,ଗୋଲକ ଦେହୁରୀ,ସୀତାରାମ ମଲ୍ଲିକ,ସହଦେବ ସାହୁ,ମିତ୍ରଭାନୁ ମହାନ୍ତ,ସୁଶାନ୍ତ କୁମାର ଖଟୁଆ,ମିତ୍ରଭାନୁ ମହାନ୍ତ,ଅର୍ଜୁନ ଚରଣ ସାହୁ,ଚନ୍ଦନ କୁମାର ସାହୁ,ଆଚାର୍ଯ୍ୟା ବିନତା ସାହୁ,ଅଞ୍ଜଳୀ ସାହୁ,ରେବତୀ ସାହୁ,ସ୍ନେହଲତା ବେହେରା,ରେଣୁବାଳା ସାହୁ,ପଦ୍ମିନୀ ସାହୁ,ମିତା ଦାସ,ରଶ୍ମୀ ନାଏକ,ମନ୍ଦାକିନୀ ଦେହୁରୀ,ସ୍ମୃତିସ୍ମିତା ସାହୁ,ଗାୟତ୍ରୀ ମହାନ୍ତ,ବୀଣାପାଣି ଗିରି,ସାଗରିକା ସାହୁ,ଅନିତା ପରିଡା,ମୀନା ପାତ୍ର,ଦୀପାରାଣୀ ସାହୁ,ପ୍ରିତିମୟୀ ସାହୁ,ଦେବଜାନୀ ମହାନ୍ତ,ସୋନାଲି ବେହେରା,ସ୍ନେହଲତା ମହାନ୍ତ,ସରୋଜିନୀ ବେହେରା,ସର୍ମିଷ୍ଠା ମହାନ୍ତ,ସଂନ୍ଧ୍ୟାରାଣୀ ବାରିକ୍,କିରଣବାଳା ନାୟକ,ମନାଲିସା ପଣ୍ତା,ସେବକ କାଳିଚରଣ ଦେହୁରୀ,ସନ୍ତୋଷ ସାହୁ,ସେବୀକା ଗୀତା କାରୁଆ,ସବିତା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।
ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ମିଜ୍ଞାନମେଳା କେନ୍ଦୁଝର,୧।୮(ଦୁର୍ଯ୍ୟୋଧନ ପାତ୍ର ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ହୃଷିକେଶ ସାହୁ,ମୁଖ୍ୟବକ୍ତା ପରିଚାଳନା ସମିତିର ସଭାପତି ଆଖଣ୍ତଳମଣି ବାରିକ୍ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଜ୍ଞାନର ଉପକାରିତା ବିଷୟରେ ଅତିଥିଗଣ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବନମାଳି ମହାକୁଡ ଅତିଥି ପରିଚୟ ପ୍ରଦାନ କରିବା ସହ ବିଜ୍ଞାନର ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମରେ ବନାଯୋଡି ସାଇଆନନ୍ଦ ବିଦ୍ୟାଳୟ ଶିକ୍ଷୀକା ମନିଷା ସୁଶ୍ରୀ ମନୀଷା ମହାପାତ୍ର ଯୋଗଦେଇଥିଲେ।ଏଥିରେ କିଶୋର ବର୍ଗରେ ୨୯ଜଣ ଶିଶୁ,ବାଲବର୍ଗରେ ୪୩ଜଣ ଶିଶୁ,ଶିଶୁ ବର୍ଗରେ ୫୭ଜଣ ଶିଶୁ,କନିଷ୍ଠ ଶିଶୁ ବର୍ଗରେ ୧୦୮ଜଣ ଶିଶୁ,ଅରୁଣ ଓ ଉଦୟ ପ୍ରଭାତ ରେ ୮୦ଜଣ
ଶିଶୁ ମିଶି ସମୁଦାୟ ୩୧୭ଜଣ ଶିଶୁ ଅଂଶଗ୍ରହଣ କରି ପ୍ରକଳ୍ପ ପଦର୍ଶନ କରିଥିଲେ।ମୁକୁନା ଗ୍ରାମପଞ୍ଚାୟତ ହାଇସ୍କୁଲର ବିଧାନ ପ୍ରିୟବ୍ରତ,ସାଇଆନନ୍ଦ ପବ୍ଲିକ ସ୍କୁଲ ମନୀଷ ପାତ୍ର,ଭାଟୁଣିଆଁ ମା'ମଙ୍ଗଳା ଉଚ୍ଚ ବିଦ୍ୟାଳୟର ରଞ୍ଜିତ୍ ମହାକୁଡ,କାଉଁରୀକଳା ହାଇସ୍କୁଲ ର କ୍ଷିତିଶ,ବଣୁଆଁ ବିଏଚ୍ ବି ହାଇସ୍କୁଲର ଅଭିମନ୍ୟୁ ମହାନ୍ତ ଓ ଗୈାରାଙ୍ଗ ଚରଣ ଦାସ,ସପ୍ତସଖା ହାଇସ୍କୁଲ ଦାନିଧି ମହାନ୍ତ ପ୍ରକଳ୍ପ ମୂଲ୍ୟାଙ୍କନ କରିଥିଲେ।ଉଦଯାପନୀ ଉତ୍ସବରେ ପ୍ରଥମ,ଦ୍ବିତୀୟ,ତୃୟୀୟ ସ୍ଥାନ ଲାଭ କରିଥିବା କୃତି ପଦ୍ମପୁର ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ରାମକୃଷ୍ଣ ସାହୁ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ ପରେ ବନ୍ଦେମା'ତରମ ଗାନ କରାଯାଇଥିଲା।ଗୁରୁମା ବିନତା ସାହୁ,ଅଞ୍ଜଳୀ ସାହୁ,ରେବତୀ ସାହୁ,ବିଜ୍ଞାନ ଆଚାର୍ଯ୍ୟା ସ୍ନେହଲତା ବେହେରା,ରେଣୁବାଳା ସାହୁ,ପଦ୍ମିନୀ ସାହୁ,ମିତା ଦାସ,ରଶ୍ମୀ ନାଏକ,ମନ୍ଦାକିନୀ ଦେହୁରୀ,ସ୍ମୃତିସ୍ମିତା ସାହୁ,ଗାୟତ୍ରୀ ମହାନ୍ତ,ବୀଣାପାଣି ଗିରି,ସାଗରିକା ସାହୁ,ଅନିତା ପରିଡା,ମୀନା ପାତ୍ର,ଦୀପାରାଣୀ ସାହୁ,ପ୍ରିତିମୟୀ ସାହୁ,ଦେବଜାନୀ ମହାନ୍ତ,ସୋନାଲି ବେହେରା,ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ରେ ମିଜ୍ଞାନମେଳା ପଦ୍ମପୁର,୧/୮(ଇମିସ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ହୃଷିକେଶ ସାହୁ,ମୁଖ୍ୟବକ୍ତା ପରିଚାଳନା ସମିତିର ସଭାପତି ଆଖଣ୍ତଳମଣି ବାରିକ୍ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଜ୍ଞାନର ଉପକାରିତା ବିଷୟରେ ଅତିଥିଗଣ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବନମାଳି ମହାକୁଡ ଅତିଥି ପରିଚୟ ପ୍ରଦାନ କରିବା ସହ ବିଜ୍ଞାନର ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମରେ ବନାଯୋଡି ସାଇଅାନନ୍ଦ ବିଦ୍ୟାଳୟ ଶିକ୍ଷୀକା ମନିଷା ସୁଶ୍ରୀ ମନୀଷା ମହାପାତ୍ର ଯୋଗଦେଇଥିଲେ।ଏଥିରେ କିଶୋର ବର୍ଗରେ ୨୯ଜଣ ଶିଶୁ,ବାଲବର୍ଗରେ ୪୩ଜଣ ଶିଶୁ,ଶିଶୁ ବର୍ଗରେ ୫୭ଜଣ ଶିଶୁ,କନିଷ୍ଠ ଶିଶୁ ବର୍ଗରେ ୧୦୮ଜଣ ଶିଶୁ,ଅରୁଣ ଓ ଉଦୟ ପ୍ରଭାତ ରେ ୮୦ଜଣ ଶିଶୁ ମିଶି ସମୁଦାୟ ୩୧୭ଜଣ ଶିଶୁ ଅଂଶଗ୍ରହଣ
କରି ପ୍ରକଳ୍ପ ପଦର୍ଶନ କରିଥିଲେ।ପ୍ରକଳ୍ପ ମୂଲ୍ୟାଙ୍କନ ସ୍ଥାନୀୟ ଗୋବର୍ଦ୍ଧନ ୟୁପି ସ୍କୁଲର ବିଜ୍ଞାନ ଶିକ୍ଷକ ରାଜକିଶୋକ,ସେଣ୍ତକାପ ଉପସ୍ଥିତଥିଲେ।ଉଦଯାପନୀ ଉତ୍ସବରେ ପ୍ରଥମ,ଦ୍ବିତୀୟ,ତୃୟୀୟ ସ୍ଥାନ ଲାଭ କରିଥିବା କୃତି ପଦ୍ମପୁର ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ରାମକୃଷ୍ଣ ସାହୁ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ ପରେ ବନ୍ଦେମା'ତରମ ଗାନ କରାଯାଇଥିଲା।ଗୁରୁଜୀ ଦିବ୍ୟରଂଞ୍ଜନ ମହାନ୍ତ,ପ୍ରମୋଦ କୁମାର ରାଉତ,ସୁରେଶ ସଡଙ୍ଗୀ,ଇଶ୍ବର ଚନ୍ଦ୍ର ସର୍ଦ୍ଧାର,ଗୋଲକ ଦେହୁରୀ,ସୀତାରାମ ମଲ୍ଲିକ,ସହଦେବ ସାହୁ,ମିତ୍ରଭାନୁ ମହାନ୍ତ,ସୁଶାନ୍ତ କୁମାର ଖଟୁଆ,ମିତ୍ରଭାନୁ ମହାନ୍ତ,ଅର୍ଜୁନ ଚରଣ ସାହୁ,ଚନ୍ଦନ କୁମାର ସାହୁ,ଆଚାର୍ଯ୍ୟା ବିନତା ସାହୁ,ଅଞ୍ଜଳୀ ସାହୁ,ରେବତୀ ସାହୁ,ସ୍ନେହଲତା ବେହେରା,ରେଣୁବାଳା ସାହୁ,ପଦ୍ମିନୀ ସାହୁ,ମିତା ଦାସ,ରଶ୍ମୀ ନାଏକ,ମନ୍ଦାକିନୀ ଦେହୁରୀ,ସ୍ମୃତିସ୍ମିତା ସାହୁ,ଗାୟତ୍ରୀ ମହାନ୍ତ,ବୀଣାପାଣି ଗିରି,ସାଗରିକା ସାହୁ,ଅନିତା ପରିଡା,ମୀନା ପାତ୍ର,ଦୀପାରାଣୀ ସାହୁ,ପ୍ରିତିମୟୀ ସାହୁ,ଦେବଜାନୀ ମହାନ୍ତ,ସୋନାଲି ବେହେରା,ସ୍ନେହଲତା ମହାନ୍ତ,ସରୋଜିନୀ ବେହେରା,ସର୍ମିଷ୍ଠା ମହାନ୍ତ,ସଂନ୍ଧ୍ୟାରାଣୀ ବାରିକ୍,କିରଣବାଳା ନାୟକ,ମନାଲିସା ପଣ୍ତା,ସେବକ କାଳିଚରଣ ଦେହୁରୀ,ସନ୍ତୋଷ ସାହୁ,ସେବୀକା ଗୀତା କାରୁଆ,ସବିତା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।
- ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ1
- ତାଳଚେର ଆଇସିଆଇସିଆଇ ବ୍ୟାଙ୍କରେ ୮୩.୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ, ଅନୁଗୋଳ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୋଲିସକୁ ବଡ଼ ସଫଳତା, ୪୮ ଘଣ୍ଟାରେ ଧରାପଡ଼ିଲା ଅପରାଧୀ ତାଳଚେର :-ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ୮୩. ୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ ହୋଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l ଏହି ଠକେଇରେ ପୋଲିସ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ, ଅନୁଗୁଳର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ୍ ପକ୍ଷରୁ ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ବଡ଼ ବ୍ୟାଙ୍କିଂ ଠକେଇର ସଫଳତାର ସହ ତଦନ୍ତ କରିଛି l ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ହେରଫେର କରିଥିଲେ l ସେମାନଙ୍କ ଅଜାଣତରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ସକ୍ରିୟ କରିଥିଲେ l ଜାଲିଆତି କରି ଫିକ୍ସଡ୍ ଡିପୋଜିଟ୍ ବନ୍ଦ କରିଥିଲେ l ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିଥିଲେ ଏବଂ ଏକ ଅନଧିକୃତ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥିଲେ, ଯାହା ଫଳରେ ଟ.୭୩,୯୮,୯୧୪/- ଟଙ୍କାର କ୍ଷତି ହୋଇଥିଲା l ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଅଭିମନ୍ୟୁ ସାହୁ (୨୯) ତାଳଚେରର ଆଇସିଆଇସିଆଇ ବ୍ୟାଙ୍କର ସମ୍ପର୍କ ପରିଚାଳକ ମହେଶ୍ୱର ସୁଣ୍ଢି ଏବଂ ଜାମ୍ବି ସୁଣ୍ଢି ନାମକ ଦୁଇ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନିଜ ନିୟନ୍ତ୍ରଣରେ ଥିବା ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ l ଏହା ପରେ ସେ ଜାଲିଆତି ଭାବରେ ସେମାନଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ପରିଚାଳନା କରିଥିଲେ, ସାତଟି ସ୍ଥାୟୀ ଜମା ବନ୍ଦ କରିଥିଲେ l ସମ୍ପୃକ୍ତ ସଞ୍ଚୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥିଲେ ଏବଂ ମାର୍ଚ୍ଚ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଅନଧିକୃତ କାରବାର ମାଧ୍ୟମରେ ଟଙ୍କା ହଡ଼ପ କରିଥିଲେ l ତଦନ୍ତରୁ ଆହୁରି ଜଣାପଡିଛି ଯେ, ଅପବ୍ୟବହାର କରାଯାଇଥିବା ପ୍ରକୃତ ପରିମାଣ ଟ.୮୩,୯୯,୨୦୧/- ଥିଲା l ଯାହା ଅଭିଯୋଗକାରୀଙ୍କ ଦ୍ୱାରା ପ୍ରାରମ୍ଭିକ ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ଅଧିକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l1
- ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷା ସେବା ପରିଚାଳନା କରୁଥିବା କଳିଙ୍ଗ ୱାରିୟର ସଂସ୍ଥା ପକ୍ଷରୁ ପୁରୁଣା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉଥିବା ଅଭିଯୋଗ କରି ପ୍ରଭାବିତ କର୍ମଚାରୀମାନେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। #Jajpur #JajpurNews #CDMO #DistrictHeadquartersHospital #SecurityGuards #Protest #Dharna #KalingaWarriors #Odisha #OdishaNews #news7odia #BreakingNews #HospitalNews #JusticeForSecurityGuards #JobLoss #SecurityStaff #OdiaNews #LatestNews #ViralNews #Jajpurdistrict1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l1
- କଉଠିକି ଜୀବ, ଆଜି ଟ୍ରାନ୍ସଫର କରିବି, ସବୁ ପୋଲ ଖୋଲି ତାଗିଦ କଲେ1
- Post by Bhadrak bulletin1
- ବୈତରଣୀ ବନ୍ୟା ରେ ଖେତୀ ଗ୍ରସ୍ତ ପରିବାର କୁ ଓଜେସି ପକ୍ଷରୁ ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱରେ ରିଲିପ ସହାୟତା ଯୋଗାଇ ଦେଲେ। ବନ୍ଦାଳ ବାଲ୍ୟାପାଳ ରେ ପହଁଞ୍ଚି ପାରିଲା ନାହିଁ ସରକାର ଓ ପ୍ରଶାସନ ସହାୟତା #Jajpur #Korai #ReliefDistribution #FloodAffected #OdishaFlood #DisasterRelief #RI #BDO #Collector #JajpurCollector #Odisha #News19ଓଡ଼ିଆ #BreakingNews #GroundReport #OdishaNews #FloodNews #ReliefCamp #Administration #PublicIssue #ViralNews1