ତାଳଚେର ଆଇସିଆଇସିଆଇ ବ୍ୟାଙ୍କରେ ୮୩.୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ, ଅନୁଗୋଳ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୋଲିସକୁ ବଡ଼ ସଫଳତା, ୪୮ ଘଣ୍ଟାରେ ଧରାପଡ଼ିଲା ଅପରାଧୀ ତାଳଚେର :-ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ୮୩. ୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ ହୋଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l ଏହି ଠକେଇରେ ପୋଲିସ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ, ଅନୁଗୁଳର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ୍ ପକ୍ଷରୁ ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ବଡ଼ ବ୍ୟାଙ୍କିଂ ଠକେଇର ସଫଳତାର ସହ ତଦନ୍ତ କରିଛି l ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ହେରଫେର କରିଥିଲେ l ସେମାନଙ୍କ ଅଜାଣତରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ସକ୍ରିୟ କରିଥିଲେ l ଜାଲିଆତି କରି ଫିକ୍ସଡ୍ ଡିପୋଜିଟ୍ ବନ୍ଦ କରିଥିଲେ l ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିଥିଲେ ଏବଂ ଏକ ଅନଧିକୃତ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥିଲେ, ଯାହା ଫଳରେ ଟ.୭୩,୯୮,୯୧୪/- ଟଙ୍କାର କ୍ଷତି ହୋଇଥିଲା l ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଅଭିମନ୍ୟୁ ସାହୁ (୨୯) ତାଳଚେରର ଆଇସିଆଇସିଆଇ ବ୍ୟାଙ୍କର ସମ୍ପର୍କ ପରିଚାଳକ ମହେଶ୍ୱର ସୁଣ୍ଢି ଏବଂ ଜାମ୍ବି ସୁଣ୍ଢି ନାମକ ଦୁଇ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନିଜ ନିୟନ୍ତ୍ରଣରେ ଥିବା ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ l ଏହା ପରେ ସେ ଜାଲିଆତି ଭାବରେ ସେମାନଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ପରିଚାଳନା କରିଥିଲେ, ସାତଟି ସ୍ଥାୟୀ ଜମା ବନ୍ଦ କରିଥିଲେ l ସମ୍ପୃକ୍ତ ସଞ୍ଚୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥିଲେ ଏବଂ ମାର୍ଚ୍ଚ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଅନଧିକୃତ କାରବାର ମାଧ୍ୟମରେ ଟଙ୍କା ହଡ଼ପ କରିଥିଲେ l ତଦନ୍ତରୁ ଆହୁରି ଜଣାପଡିଛି ଯେ, ଅପବ୍ୟବହାର କରାଯାଇଥିବା ପ୍ରକୃତ ପରିମାଣ ଟ.୮୩,୯୯,୨୦୧/- ଥିଲା l ଯାହା ଅଭିଯୋଗକାରୀଙ୍କ ଦ୍ୱାରା ପ୍ରାରମ୍ଭିକ ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ଅଧିକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l

- ତାଳଚେର ଆଇସିଆଇସିଆଇ ବ୍ୟାଙ୍କରେ ୮୩.୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ, ଅନୁଗୋଳ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୋଲିସକୁ ବଡ଼ ସଫଳତା, ୪୮ ଘଣ୍ଟାରେ ଧରାପଡ଼ିଲା ଅପରାଧୀ ତାଳଚେର :-ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ୮୩. ୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ ହୋଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l ଏହି ଠକେଇରେ ପୋଲିସ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ, ଅନୁଗୁଳର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ୍ ପକ୍ଷରୁ ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ବଡ଼ ବ୍ୟାଙ୍କିଂ ଠକେଇର ସଫଳତାର ସହ ତଦନ୍ତ କରିଛି l ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ହେରଫେର କରିଥିଲେ l ସେମାନଙ୍କ ଅଜାଣତରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ସକ୍ରିୟ କରିଥିଲେ l ଜାଲିଆତି କରି ଫିକ୍ସଡ୍ ଡିପୋଜିଟ୍ ବନ୍ଦ କରିଥିଲେ l ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିଥିଲେ ଏବଂ ଏକ ଅନଧିକୃତ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥିଲେ, ଯାହା ଫଳରେ ଟ.୭୩,୯୮,୯୧୪/- ଟଙ୍କାର କ୍ଷତି ହୋଇଥିଲା l ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଅଭିମନ୍ୟୁ ସାହୁ (୨୯) ତାଳଚେରର ଆଇସିଆଇସିଆଇ ବ୍ୟାଙ୍କର ସମ୍ପର୍କ ପରିଚାଳକ ମହେଶ୍ୱର ସୁଣ୍ଢି ଏବଂ ଜାମ୍ବି ସୁଣ୍ଢି ନାମକ ଦୁଇ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନିଜ ନିୟନ୍ତ୍ରଣରେ ଥିବା ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ l ଏହା ପରେ ସେ ଜାଲିଆତି ଭାବରେ ସେମାନଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ପରିଚାଳନା କରିଥିଲେ, ସାତଟି ସ୍ଥାୟୀ ଜମା ବନ୍ଦ କରିଥିଲେ l ସମ୍ପୃକ୍ତ ସଞ୍ଚୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥିଲେ ଏବଂ ମାର୍ଚ୍ଚ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଅନଧିକୃତ କାରବାର ମାଧ୍ୟମରେ ଟଙ୍କା ହଡ଼ପ କରିଥିଲେ l ତଦନ୍ତରୁ ଆହୁରି ଜଣାପଡିଛି ଯେ, ଅପବ୍ୟବହାର କରାଯାଇଥିବା ପ୍ରକୃତ ପରିମାଣ ଟ.୮୩,୯୯,୨୦୧/- ଥିଲା l ଯାହା ଅଭିଯୋଗକାରୀଙ୍କ ଦ୍ୱାରା ପ୍ରାରମ୍ଭିକ ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ଅଧିକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l1
- Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ1
- ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି. ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.1
- #ଆବାସ_ସର୍ଭ_କୁ_ନେଇ_ନିର୍ବାହୀ_ଅଧିକାରୀ_ଉପରେ_ବର୍ଷିଲେ_ଯୋଗାଣ_ମନ୍ତ୍ରୀ.... ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ଢେଙ୍କାନାଳ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ.. #KrishnaChandraPatra #PMAY #Dhenkanal #OdishaPolitics #HousingScheme #GovernmentScheme #Beneficiarylssue #OdishaNews #DhenkanalnewsOdisha1
- ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ1
- ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ପିଇବାକୁ ଚାହୁଁଥିବା କହିଲେ ସୁଦେଶ ବୈରୀ । ତାଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।1
- ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।1
- ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର1