logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖରିଆର ରୋଡ : ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିଥିବା ସର୍ଭିସ ରୋଡ (ରେଳୱେ ଓଭର ବ୍ରିଜ ପାର୍ଶ୍ଵ ରୋଡ) ନିର୍ମାଣ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ନୂଆପଡ଼ା -୨୩/୩ - ଜିଲ୍ଲା ର ବ୍ୟସ୍ତ ବହୁଳ  ବ୍ୟବସାୟିକ ନଗର ଖରିଆର ରୋଡ଼ ର ୱାର୍ଡ଼ ନମ୍ୱର୍ ୯ ରେ ନିର୍ମିତ ହେଉଥିବା ଏନଏଚ ରେଳ ୱେ ଓଭର ବ୍ରିଜ ର ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲା। ଖାଲ ଖମା, ଧୂଳି ଓ ବଡ଼ ବଡ଼ ଗର୍ତ୍ତ ନଗର ବାସୀ ଓ ଆଖ ପାଖ ଅଞ୍ଚଳ ର ଜନ ସାଧାରଣଙ୍କ ଜୀବନ ଧୂଳି କଣା ଯୋଗୁଁ ଅଣ ନିଶ୍ୱାସି କରିଦେଇଥିଲା। ଦିନକୁ ଦିନ ଆସିବା ଯିବା କରୁଥିବା ବାଟୋଇ ନାଗରିକ, ଗାଡ଼ି ଆରୋହୀ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଏକ ପ୍ରକାର ବାଧ୍ୟ ହେଉଥିଲେ। ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ସୋମ ନାଥ ଅଗ୍ରୱାଲ(ଗୋଲ୍ଡି ଭାଇ) ଙ୍କ ନେତୃତ୍ୱରେ ଆଜି ୱାର୍ଡ ପାର୍ଷଦ ବେନୁ ଦୀପ ସମେତ ଶହ ଶହ ସମର୍ଥକ ଙ୍କ ସହ ନିଜ ସର୍ଭିସ ରୋଡ ନିର୍ମାଣ ପାଇଁ ଦୃଢ଼କଣ୍ଠ ରେ ସ୍ୱର ଉତ୍ତୋଳନ କରି ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଆନ୍ଦୋଳନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଶିଘ୍ର ବିଭାଗୀୟ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଧାରଣା  ରୁ ଉଠି ଥିଲେ।

1 day ago
user_Surendra Tiwari
Surendra Tiwari
Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
1 day ago
93b03637-a91c-45e5-9bd6-bd9a8099b841

ଖରିଆର ରୋଡ : ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିଥିବା ସର୍ଭିସ ରୋଡ (ରେଳୱେ ଓଭର ବ୍ରିଜ ପାର୍ଶ୍ଵ ରୋଡ) ନିର୍ମାଣ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ନୂଆପଡ଼ା -୨୩/୩ - ଜିଲ୍ଲା ର ବ୍ୟସ୍ତ

2965ca9c-dcec-4cb6-982b-871c8bdab580

ବହୁଳ  ବ୍ୟବସାୟିକ ନଗର ଖରିଆର ରୋଡ଼ ର ୱାର୍ଡ଼ ନମ୍ୱର୍ ୯ ରେ ନିର୍ମିତ ହେଉଥିବା ଏନଏଚ ରେଳ ୱେ ଓଭର ବ୍ରିଜ ର ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ

48370ffd-3e97-487e-9fc6-21ed9e41d0d5

ହୋଇପଡ଼ିଥିଲା। ଖାଲ ଖମା, ଧୂଳି ଓ ବଡ଼ ବଡ଼ ଗର୍ତ୍ତ ନଗର ବାସୀ ଓ ଆଖ ପାଖ ଅଞ୍ଚଳ ର ଜନ ସାଧାରଣଙ୍କ ଜୀବନ ଧୂଳି କଣା ଯୋଗୁଁ ଅଣ ନିଶ୍ୱାସି କରିଦେଇଥିଲା। ଦିନକୁ ଦିନ

98bd66bc-1e89-4e96-b065-90b26a198661

ଆସିବା ଯିବା କରୁଥିବା ବାଟୋଇ ନାଗରିକ, ଗାଡ଼ି ଆରୋହୀ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଏକ ପ୍ରକାର ବାଧ୍ୟ ହେଉଥିଲେ। ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ସୋମ ନାଥ ଅଗ୍ରୱାଲ(ଗୋଲ୍ଡି

ଭାଇ) ଙ୍କ ନେତୃତ୍ୱରେ ଆଜି ୱାର୍ଡ ପାର୍ଷଦ ବେନୁ ଦୀପ ସମେତ ଶହ ଶହ ସମର୍ଥକ ଙ୍କ ସହ ନିଜ ସର୍ଭିସ ରୋଡ ନିର୍ମାଣ ପାଇଁ ଦୃଢ଼କଣ୍ଠ ରେ ସ୍ୱର ଉତ୍ତୋଳନ କରି ଧାରଣ ଓ

ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଆନ୍ଦୋଳନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଶିଘ୍ର ବିଭାଗୀୟ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଧାରଣା  ରୁ ଉଠି ଥିଲେ।

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।
    1
    ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ଜବତ କଫ ସିରପକୁ ନେଇ ଏସପିଙ୍କ ପ୍ରତିକ୍ରିୟା ସୁବର୍ଣ୍ଣପୁର: ଏକ ଘରୋଇ ବସରୁ ୧୫ ଶହ ବୋତଲ କଫସିରପ ଜବତ କରିଛି ରାମପୁର ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ମହିଳା ମହାବିଦ୍ୟାଳୟ ଠାରେ ତିନିଜଣ ଯୁବକ ଏକ ଘରୋଇ ବସରେ ୧୫ ସହ ବୋତଲ କଫସିରପ ନେଇ ଆସୁଥିବା ସମୟରେ ମାଡି ବସିଲା ରାମପୁର ପୋଲିସ। କଟକରୁ ଡୁଙ୍ଗୁରିପାଲି ଘରୋଇ ବସରେ ତିନିଜଣ ଯୁବକ ୧୫୦୦ ବୋତଲ କଫସିରପ ନେଇ ଯାଉଥିବା ପୋଲିସ ଖବର ପାଇଥିଲା। ରାମପୁର ପୋଲିସ ବସକୁ ଅଟକାଇ ଯାଞ୍ଚ ପରେ ୧୦ଟି ପେଟିରେ ୧୫ ଶହ ବୋତଲ କଫ ସିରପ ଥିବା ଜଣାପଡ଼ିଥିଲା।
    1
    ଜବତ କଫ ସିରପକୁ ନେଇ ଏସପିଙ୍କ ପ୍ରତିକ୍ରିୟା
ସୁବର୍ଣ୍ଣପୁର: ଏକ ଘରୋଇ ବସରୁ ୧୫ ଶହ ବୋତଲ କଫସିରପ ଜବତ କରିଛି ରାମପୁର ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ମହିଳା ମହାବିଦ୍ୟାଳୟ ଠାରେ ତିନିଜଣ ଯୁବକ ଏକ ଘରୋଇ ବସରେ ୧୫ ସହ ବୋତଲ କଫସିରପ ନେଇ ଆସୁଥିବା ସମୟରେ ମାଡି ବସିଲା ରାମପୁର ପୋଲିସ।  କଟକରୁ ଡୁଙ୍ଗୁରିପାଲି ଘରୋଇ ବସରେ ତିନିଜଣ ଯୁବକ ୧୫୦୦ ବୋତଲ କଫସିରପ ନେଇ ଯାଉଥିବା ପୋଲିସ ଖବର ପାଇଥିଲା। ରାମପୁର ପୋଲିସ ବସକୁ ଅଟକାଇ ଯାଞ୍ଚ ପରେ ୧୦ଟି ପେଟିରେ ୧୫ ଶହ ବୋତଲ କଫ ସିରପ ଥିବା ଜଣାପଡ଼ିଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    21 hrs ago
  • ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
    2
    ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର  ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ ।  ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର  ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Bd Ok
    3
    Post by Bd Ok
    user_Bd Ok
    Bd Ok
    ବିଷମାକଟକ, ରାୟଗଡା, ଓଡ଼ିଶା•
    16 hrs ago
  • କୋକସରା ବ୍ଲକ ମହିମା ଗ୍ରାମ ପାଞ୍ଚୟତ ମହିମା ଗ୍ରାମରେ ଘଣ୍ଟା ପରିକ୍ରମା କରିଥିଲେ
    2
    କୋକସରା  ବ୍ଲକ ମହିମା ଗ୍ରାମ ପାଞ୍ଚୟତ  ମହିମା ଗ୍ରାମରେ ଘଣ୍ଟା ପରିକ୍ରମା କରିଥିଲେ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    21 hrs ago
  • ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।
    1
    ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.