logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Kebidi news

on 14 August
user_Sunita Bariik
Sunita Bariik
Boriguma, Koraput•
on 14 August

Kebidi news

More news from ଓଡ଼ିଶା and nearby areas
  • ବଙ୍ଗଳା ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ବଜରଙ୍ଗ ଦଳର ରଣ ହୁଙ୍କାର
    1
    ବଙ୍ଗଳା ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ବଜରଙ୍ଗ ଦଳର ରଣ ହୁଙ୍କାର
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    14 min ago
  • କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ
    1
    କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ
    user_Sritam Ranjan Panda
    Sritam Ranjan Panda
    Photographer Kantabanji, Balangir•
    5 hrs ago
  • #କେନେଛାଡିଗଲାଗୋସୁନାଭୁଗୋମର #🌹🌹🌹🌹🌹🌹🌹🌹🌹🌹
    1
    #କେନେଛାଡିଗଲାଗୋସୁନାଭୁଗୋମର #🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    10 hrs ago
  • bhai mane full sofate karibe
    1
    bhai mane full sofate karibe
    user_Deepak Jani
    Deepak Jani
    Phulabani Town, Kandhamal•
    20 hrs ago
  • ରାସ୍ତା ବନ୍ଦ କରି ଶସ୍ତା ରେ ଧାନ ବିକ୍ରିକଲେ ଚାଷି । #ajirasamachar #odishakhabar #SonepurNews #OdishaNews
    1
    ରାସ୍ତା ବନ୍ଦ କରି ଶସ୍ତା ରେ ଧାନ ବିକ୍ରିକଲେ ଚାଷି । #ajirasamachar #odishakhabar #SonepurNews #OdishaNews
    user_Ajira Samachar
    Ajira Samachar
    Journalist Sonepur, Odisha•
    1 hr ago
  • ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶ ଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ଭୁବନେଶ୍ବର ଗସ୍ତ ସୁବର୍ଣ୍ଣପୁର, ୨୪।୧୨(ରାମ ଶଙ୍କର ଭୋଇ): ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀମାନେ ଆଜି ୨୪ ରୁ ୨୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବା ନିମନ୍ତେ ଗତ କାଲି ରାତିରେ ଭୁବନେଶ୍ଵର ଗସ୍ତ କରିଛନ୍ତି। ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି ସେଣ୍ଡ ଅଫ କରିଥିଲେ। ଜିଲ୍ଲାବାସୀ ପ୍ରତିଯୋଗୀମାନଙ୍କ ସଫଳତା କାମନା କରିଛନ୍ତି।
    1
    ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶ ଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ଭୁବନେଶ୍ବର ଗସ୍ତ                
ସୁବର୍ଣ୍ଣପୁର, ୨୪।୧୨(ରାମ ଶଙ୍କର ଭୋଇ): ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀମାନେ ଆଜି ୨୪ ରୁ ୨୬ ତାରିଖ ଯାଏଁ  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବା ନିମନ୍ତେ ଗତ କାଲି ରାତିରେ ଭୁବନେଶ୍ଵର ଗସ୍ତ କରିଛନ୍ତି। ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ   ଅତିରିକ୍ତ ଜିଲ୍ଲାପାଳ  ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି ସେଣ୍ଡ ଅଫ କରିଥିଲେ। ଜିଲ୍ଲାବାସୀ ପ୍ରତିଯୋଗୀମାନଙ୍କ ସଫଳତା କାମନା କରିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    3 hrs ago
  • heavy sen odia jatra ହଂସତୁଳୀ ଗଞ୍ଜାମ super hit jatra
    1
    heavy sen odia jatra ହଂସତୁଳୀ ଗଞ୍ଜାମ  super hit jatra
    user_Jay kala _ jay Kalinga
    Jay kala _ jay Kalinga
    Kodala, Ganjam•
    2 hrs ago
  • ଲକ୍ଷ୍ମୀ ନାରାୟଣ ଭେଟ
    1
    ଲକ୍ଷ୍ମୀ ନାରାୟଣ ଭେଟ
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.