logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥରେ ହାଇ ୱlଧକ୍କାରେ ବାଇକ୍ ଚାଳକ ମୃତ,

19 hrs ago
user_TV5ODIA 9556605993
TV5ODIA 9556605993
ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
19 hrs ago

ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥରେ ହାଇ ୱlଧକ୍କାରେ ବାଇକ୍ ଚାଳକ ମୃତ,

More news from ଓଡ଼ିଶା and nearby areas
  • ବେଳପଡା ବ୍ଲକ କେନ୍ଦୁ ପତ୍ର କର୍ମଚାରୀ ଙ୍କ ସତର ଗୋଟି ଦାବି ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ।
    1
    ବେଳପଡା ବ୍ଲକ କେନ୍ଦୁ ପତ୍ର କର୍ମଚାରୀ ଙ୍କ ସତର ଗୋଟି ଦାବି ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    18 hrs ago
  • ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ହଂଗାମା ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍କିଲ ଇନ ଓଡ଼ିଶାରେ ଚାଲିଛି ମହାଦୁର୍ନୀତି। କର୍ମଚାରୀଙ୍କ ଦ୍ଵାରା ଅସଦ୍ ବ୍ୟବହାର ଓ ନିମ୍ନ ମାନର ଖାଦ୍ୟ ଯୋଗାଣକୁ ନେଇ ଛାତ୍ରଛାତ୍ରୀ ଉତ୍କ୍ଷିପ୍ତ ହୋଇ ଖାଦ୍ୟ ବର୍ଜନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ରାତି ୧୦ ଟାରେ ଉକ୍ତ ଅନୁଷ୍ଠାନ ରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହିତ ଉକ୍ତ ସଂସ୍ଥାର ଅଧିକାରୀଙ୍କୁ ତାଗିଦ୍ କରିଥିଲେ।
    1
    ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ହଂଗାମା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍କିଲ ଇନ ଓଡ଼ିଶାରେ ଚାଲିଛି ମହାଦୁର୍ନୀତି। କର୍ମଚାରୀଙ୍କ ଦ୍ଵାରା  ଅସଦ୍ ବ୍ୟବହାର ଓ ନିମ୍ନ ମାନର ଖାଦ୍ୟ ଯୋଗାଣକୁ ନେଇ ଛାତ୍ରଛାତ୍ରୀ ଉତ୍କ୍ଷିପ୍ତ ହୋଇ ଖାଦ୍ୟ ବର୍ଜନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ରାତି ୧୦ ଟାରେ ଉକ୍ତ ଅନୁଷ୍ଠାନ ରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହିତ ଉକ୍ତ ସଂସ୍ଥାର ଅଧିକାରୀଙ୍କୁ ତାଗିଦ୍ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ ନୃପରାଜ ସାହୁ ରାତି ରେ ଛାତ୍ରମାନଙ୍କ ପାଖକୁ ପହଞ୍ଚି ଆଜି ପାଇଁ ସହଯୋଗ କରିବାପାଇଁ କହିଲେ ପୁରା ଭିଡ଼ିଓ ଟି ଦେଖନ୍ତୁ #rishitv #OdisaNews #Subarnapur #sonepurtown #SkillIndia #SkillOdisha
    1
    ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ ନୃପରାଜ ସାହୁ ରାତି ରେ ଛାତ୍ରମାନଙ୍କ ପାଖକୁ ପହଞ୍ଚି  ଆଜି ପାଇଁ ସହଯୋଗ କରିବାପାଇଁ କହିଲେ 
ପୁରା ଭିଡ଼ିଓ ଟି ଦେଖନ୍ତୁ 
#rishitv #OdisaNews #Subarnapur #sonepurtown #SkillIndia #SkillOdisha
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ଦ୍ବିତୟୀ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଧାରଣା
    1
    ଦ୍ବିତୟୀ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଧାରଣା
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    5 hrs ago
  • ଗଞ୍ଜେଇ କାରବାର କରି ଜେଲ ଗଲେ ୱେଭ ସାମ୍ବାଦିକ ଶୁଣୁନ କାଣା କହୁଛନ ସୋନପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
    1
    ଗଞ୍ଜେଇ କାରବାର କରି ଜେଲ ଗଲେ ୱେଭ ସାମ୍ବାଦିକ ଶୁଣୁନ କାଣା କହୁଛନ ସୋନପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ମିଛ ପ୍ରତିଶ୍ରୁତି ଏବେ ସତ ପ୍ରମାଣିତ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।
    1
    ମିଛ ପ୍ରତିଶ୍ରୁତି ଏବେ ସତ ପ୍ରମାଣିତ ହେଉଛି
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • #ସୋନପୁର_ସହର_ରେ_କିନ୍ନର_ଶୋଭାଯାତ୍ରା #rishitv #OdisaNews #Subarnapur #sonepurtown #tranjander #held ଦେବୀ ମାଙ୍କୁ ପୂଜାଅର୍ଚନା କରି ସହର ପରିକ୍ରମା
    1
    #ସୋନପୁର_ସହର_ରେ_କିନ୍ନର_ଶୋଭାଯାତ୍ରା 
#rishitv #OdisaNews #Subarnapur #sonepurtown #tranjander #held 
ଦେବୀ ମାଙ୍କୁ ପୂଜାଅର୍ଚନା କରି ସହର ପରିକ୍ରମା
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ଚଳିତବର୍ଷ ଭୁବନେଶ୍ୱରରେ ହେବ ଲଙ୍କାପୋଡି ମହୋତ୍ସବ l ଇଂଟାକ ବୈଠକରେ ହେଲା ନିଷ୍ପତ୍ତି
    1
    ଚଳିତବର୍ଷ ଭୁବନେଶ୍ୱରରେ ହେବ ଲଙ୍କାପୋଡି ମହୋତ୍ସବ l ଇଂଟାକ ବୈଠକରେ ହେଲା ନିଷ୍ପତ୍ତି
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.