Shuru
Apke Nagar Ki App…
ଜାତୀୟ ରାଜପଥରେ ଅବସରପ୍ରାପ୍ତ ଶିକ୍ଷକଙ୍କ ବାଇକ ଦୁର୍ଘଟଣା, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲre ଭର୍ତ୍ତି l ସିମୁଳିଆ, -ଜାତୀୟ ରାଜପଥରେ ବାଇକ ଦୁର୍ଘଟଣା ରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଅବସ୍ଥାରେ ସିମୁଳିଆ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ବରପୁର ପଞ୍ଚାୟତ ଈଶ୍ୱରପୁର ଗ୍ରାମର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୋବିନ୍ଦ ପ୍ରସାଦ ବାରିକ ( 75 )ବର୍ଷ ନିଜ ବାଇକ ଯୋଗେ ମାର୍କୋଣାରୁ ବାହାନଗା ଯାଉଥିବାବେଳେ ଜାତୀୟ ରାଜପଥର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଏକ ହାଇୱା ଟ୍ରକ ମଟର ସାଇକଲ ପଛପଟକୁ ଧକ୍କା ଦେଇଥିଲା l ଫଳରେ ରାସ୍ତାକୁ ଛିଟିକି ଯାଇ ଘୋଷାଡି ହୋଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ 108ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l
Prafulla pattnaik ସମାଜ

More news from ଓଡ଼ିଶା and nearby areas
- ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ1
- ଗଣେଶ ଭସାଣି ପୂର୍ବରୁ ପୋଲିସ୍ର କଡ଼ା ଚେତାବନୀ 🔊 DJ ପୂରା ବ୍ୟାନ୍, ନିୟମ ଭାଙ୍ଗିଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଭସାଣି ସମୟରେ ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଉଚିତ୍ ଦଣ୍ଡ ଦେବ ପୋଲିସ୍ ପ୍ରଶାସନ 🚔🚨1
- ବାଲେଶ୍ବର ରେ ଧୁମ୍ ଧାମରେ ପାଳିତ ହେଉଛି ଗଣେଶ ପୂଜା।1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ , ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।4
- #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍ଆଇଆର୍ରେ ଯୋଡ଼ି ହେଲା ସାଂଘାତିକ ଦଫା1
- Post by Bhadrak bulletin1
- ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ1