logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଥମ ଲୁତୁରପଙ୍କ ପ୍ରିମିଅର ଲିଗ୍ କ୍ରିକେଟ - ଫାଇଟର କ୍ଲବ କୁ ହରାଇ ଘାତକ -୧୧ ଚାମ୍ପିଅନ - ଭଞ୍ଜ କୁମାର ମ୍ୟାନ ଅଫ ଫାଇନାଲ, ସିରିଜ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ପ୍ରଥମ ଲୁତୁରପଙ୍କ ପ୍ରିମିଅର ଲିଗ୍ କ୍ରିକେଟ ର ଫାଇନାଲ ରେ ଫାଇଟର କ୍ଲବ କୁ ହରାଇ ଘାତକ -୧୧ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୯୧ ରନ କରିଥିଲା। ଜବାବରେ ଫାଇଟର କ୍ଲବ ୯.୩ ଓଭର ରେ ୨ ଉଇକେଟ ହରାଇ ଆବଶ୍ୟକୀୟ ୯୨ ରନ କରିଥିଲା। ଦ୍ୱିତୀୟ ଫର୍ମାଟ ରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭର ରେ ୨ ଉଇକେଟ ହରାଇ ୪୨ ରନ କରିଥିଲା। ଜବାବରେ ଫାଇଟର କ୍ଲବ ନିର୍ଦ୍ଧାରିତ ୪ ଓଭର ରେ ୪ ଉଇକେଟ ହରାଇ ମାତ୍ର ୧୧ ରନ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ସୁପର ଓଭର ଖେଳାଯାଇଥିଲା। ଏଥିରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ୧୯ ରନ କରିଥିବା ବେଳେ ଫାଇଟର କ୍ଲବ ମାତ୍ର ୨ ରନ କରିଥିଲା। ଫଳରେ ଘାତକ -୧୧ ଦଳ ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପୀତାମ୍ୱର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ଭାଜପା ସୁବଳୟା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ ଓ କ୍ରୀଡ଼ା ସଂଗଠକ ସୁଶିଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୁନୀଲ ପ୍ରଧାନ ଙ୍କୁ ଶ୍ରେଷ୍ଠ ଉଇକେଟ କିପର,ଆଶିଷ ଜଗଦଲା ଙ୍କୁ ଶ୍ରେଷ୍ଠ ବ୍ୟାଟର,କାହ୍ନା ପ୍ରଧାନ ଙ୍କୁ ଶ୍ରେଷ୍ଠ କ୍ୟାଚ,ଏବଂ ଭଞ୍ଜ କୁମାର ରାଏ ଙ୍କୁ ଶ୍ରେଷ୍ଠ ବୋଲର,ମ୍ୟାନ ଅଫ ଫାଇନାଲ ଓ ମ୍ୟାନ ଅଫ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଉଭୟ ଚାମ୍ପିଅନ ଓ ରନର ଅପ୍ ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ସୁରେଶ ବିଶି ଓ ସତ୍ୟଜିତ ମହାକୁର ପରିଚାଳନା କରିଥିବା ବେଳେ ବନ୍ଧନ ପ୍ରଧାନ ସ୍କୋରିଂ ଏବଂ ଅଶ୍ୱିନୀ ସାହୁ ,ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ।

5 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
5 hrs ago
2a9606f9-2f5e-410c-a3c5-501b6f12976e

ପ୍ରଥମ ଲୁତୁରପଙ୍କ ପ୍ରିମିଅର ଲିଗ୍ କ୍ରିକେଟ - ଫାଇଟର କ୍ଲବ କୁ ହରାଇ ଘାତକ -୧୧ ଚାମ୍ପିଅନ - ଭଞ୍ଜ କୁମାର ମ୍ୟାନ ଅଫ ଫାଇନାଲ, ସିରିଜ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ପ୍ରଥମ ଲୁତୁରପଙ୍କ ପ୍ରିମିଅର ଲିଗ୍ କ୍ରିକେଟ ର ଫାଇନାଲ ରେ ଫାଇଟର କ୍ଲବ କୁ ହରାଇ ଘାତକ -୧୧ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୯୧ ରନ କରିଥିଲା। ଜବାବରେ ଫାଇଟର କ୍ଲବ ୯.୩ ଓଭର ରେ ୨ ଉଇକେଟ ହରାଇ ଆବଶ୍ୟକୀୟ ୯୨ ରନ କରିଥିଲା। ଦ୍ୱିତୀୟ ଫର୍ମାଟ ରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ

96d06bb4-29b2-4e77-a283-c3339d2ac649

୪ ଓଭର ରେ ୨ ଉଇକେଟ ହରାଇ ୪୨ ରନ କରିଥିଲା। ଜବାବରେ ଫାଇଟର କ୍ଲବ ନିର୍ଦ୍ଧାରିତ ୪ ଓଭର ରେ ୪ ଉଇକେଟ ହରାଇ ମାତ୍ର ୧୧ ରନ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ସୁପର ଓଭର ଖେଳାଯାଇଥିଲା। ଏଥିରେ ଘାତକ -୧୧ ପ୍ରଥମେ ବ୍ୟାଟିଂ କରି ୧୯ ରନ କରିଥିବା ବେଳେ ଫାଇଟର କ୍ଲବ ମାତ୍ର ୨ ରନ କରିଥିଲା। ଫଳରେ ଘାତକ -୧୧ ଦଳ ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପୀତାମ୍ୱର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ,ସ୍ଥାନୀୟ ସରପଞ୍ଚ

cd3fde3f-0126-4a75-b0ed-d0d8b53f4cb3

ସୂର୍ଯ୍ୟ କୁମାର ନନ୍ଦ, ଭାଜପା ସୁବଳୟା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ ଓ କ୍ରୀଡ଼ା ସଂଗଠକ ସୁଶିଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୁନୀଲ ପ୍ରଧାନ ଙ୍କୁ ଶ୍ରେଷ୍ଠ ଉଇକେଟ କିପର,ଆଶିଷ ଜଗଦଲା ଙ୍କୁ ଶ୍ରେଷ୍ଠ ବ୍ୟାଟର,କାହ୍ନା ପ୍ରଧାନ ଙ୍କୁ ଶ୍ରେଷ୍ଠ କ୍ୟାଚ,ଏବଂ ଭଞ୍ଜ କୁମାର ରାଏ ଙ୍କୁ ଶ୍ରେଷ୍ଠ ବୋଲର,ମ୍ୟାନ ଅଫ ଫାଇନାଲ ଓ ମ୍ୟାନ ଅଫ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଉଭୟ ଚାମ୍ପିଅନ ଓ ରନର ଅପ୍ ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ସୁରେଶ ବିଶି ଓ ସତ୍ୟଜିତ ମହାକୁର ପରିଚାଳନା କରିଥିବା ବେଳେ ବନ୍ଧନ ପ୍ରଧାନ ସ୍କୋରିଂ ଏବଂ ଅଶ୍ୱିନୀ ସାହୁ ,ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ।

More news from ଓଡ଼ିଶା and nearby areas
  • 🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹୧୧-୫-୨୦୨୬((ସୋମବାର))🌹* 🪷🪷🪷🪷🪷🪷🪷🪷🪷🪷 *ମେଷ ଦି୨୮ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୨୫।୫୩ ଦିଘ୩।୩୮,ଶତଭିଷା ଦ୫୨।୩୮ ରାଘ୨।୧୯,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।* 🪷🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)* *ମେଷ ଦ୩/୪୫/୪୫ ଇଂଘ ୫/୧୭/୩୦ ଗତେ ଉଦୟ।* *ତୁଳା ଦ୪/୩୭/୪୨ ଇଂଘ ୬/୧୦/୩୭ ଗତେ ଅସ୍ତ ।* 🪷🪷🪷🪷🪷🪷🪷🪷🪷🪷 *ଯୋଗିନୀ ପୂର୍ବେ । ଦିବା ଘ୩।୩୮ ଗତେ ଉତ୍ତରେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ରାତ୍ରି ଘ୨।୧୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୬ ।୫୨ ଗତେ ଘ୮।୨୬ ମଧ୍ୟେ କାଳବେଳା ଘ୩।୨ ଗତେ ଘ୪।୩୭ ମଧ୍ୟେ ବାରବେଳା। ରାତ୍ରି ଘ୧୦। ୨୮ ଗତେ ଘ୧୧।୫୩ ମଧ୍ୟେ* *କାଳରାତ୍ରି । ମୃତେ ରାତ୍ରି ଘ୨।୧୯ ଗତେ ପାଦଦୋଷ ।ଫଳଂ ଗୋତ୍ରନାଶ, ତିଳକାଞ୍ଚନା ଦାନ । ରଜଶ୍ଚକ୍ରେ ସର୍ବସମ୍ପନ୍ନା ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲା‍ଉ) ଦିବା ଘ୩।୩୮ ଗତେ କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ । ଶରଣଂ ।* 🪷🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୪୧ଗତେ ଘ୧୦।୫ ମଧେ୬ ଘ୧୨।୨୯ ଗତେ ଘ୨।୫ ମଧ୍ୟେ ଘ୨।୫୩ ଗତେ ଘ୪।୨୯ ମଧ୍ୟେ ରାତ୍ରି ଘ୬।୫୯ ମଧ୍ୟେ ଘ୯।୨୩ ଗତେ ଘ୧୧।୪୭ ମଧ୍ୟେ ଘ୨।୧୧ ଗତେ ଘ୩।୪୭ ମଧ୍ୟେ । (ମାହେନ୍ଦ୍ର)-ନାସ୍ତି ।* 🪷🪷🪷🪷🪷🪷🪷🪷🪷🪷 *🌹 ସଂଗ୍ରାହକ ବିନୋଦ କୁମାର ପାଣ୍ଡେ 🌹* *ମେଷ:ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।* *ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।* *ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।* *କର୍କଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।* *ସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।* *କନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍‌ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।* *ତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।* *ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।* *ଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।* *ମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।* *କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।* *ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।
    1
    🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹*
*🌹୧୧-୫-୨୦୨୬((ସୋମବାର))🌹*
🪷🪷🪷🪷🪷🪷🪷🪷🪷🪷
*ମେଷ ଦି୨୮ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୨୫।୫୩ ଦିଘ୩।୩୮,ଶତଭିଷା ଦ୫୨।୩୮ ରାଘ୨।୧୯,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।*
🪷🪷🪷🪷🪷🪷🪷🪷🪷🪷
*ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)*
*ମେଷ ଦ୩/୪୫/୪୫ ଇଂଘ ୫/୧୭/୩୦ ଗତେ ଉଦୟ।*
*ତୁଳା ଦ୪/୩୭/୪୨ ଇଂଘ ୬/୧୦/୩୭ ଗତେ ଅସ୍ତ ।*
🪷🪷🪷🪷🪷🪷🪷🪷🪷🪷
*ଯୋଗିନୀ ପୂର୍ବେ । ଦିବା ଘ୩।୩୮ ଗତେ ଉତ୍ତରେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ରାତ୍ରି ଘ୨।୧୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୬ ।୫୨ ଗତେ ଘ୮।୨୬ ମଧ୍ୟେ କାଳବେଳା ଘ୩।୨ ଗତେ ଘ୪।୩୭ ମଧ୍ୟେ ବାରବେଳା। ରାତ୍ରି ଘ୧୦। ୨୮ ଗତେ ଘ୧୧।୫୩ ମଧ୍ୟେ* *କାଳରାତ୍ରି । ମୃତେ ରାତ୍ରି ଘ୨।୧୯ ଗତେ ପାଦଦୋଷ ।ଫଳଂ ଗୋତ୍ରନାଶ, ତିଳକାଞ୍ଚନା ଦାନ । ରଜଶ୍ଚକ୍ରେ ସର୍ବସମ୍ପନ୍ନା ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲା‍ଉ) ଦିବା ଘ୩।୩୮ ଗତେ କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ । ଶରଣଂ ।*
🪷🪷🪷🪷🪷🪷🪷🪷🪷🪷
*(ଅମୃତ)-ଦିବା ଘ୭।୪୧ଗତେ ଘ୧୦।୫ ମଧେ୬ ଘ୧୨।୨୯ ଗତେ ଘ୨।୫ ମଧ୍ୟେ ଘ୨।୫୩ ଗତେ ଘ୪।୨୯ ମଧ୍ୟେ ରାତ୍ରି ଘ୬।୫୯ ମଧ୍ୟେ ଘ୯।୨୩ ଗତେ ଘ୧୧।୪୭ ମଧ୍ୟେ ଘ୨।୧୧ ଗତେ ଘ୩।୪୭ ମଧ୍ୟେ । (ମାହେନ୍ଦ୍ର)-ନାସ୍ତି ।*
🪷🪷🪷🪷🪷🪷🪷🪷🪷🪷
*🌹 ସଂଗ୍ରାହକ ବିନୋଦ କୁମାର ପାଣ୍ଡେ 🌹*
*ମେଷ:ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।*

*ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।*

*ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।*

*କର୍କଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।*

*ସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।*

*କନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍‌ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।*

*ତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।*

*ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।*

*ଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।*

*ମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।*

*କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।*

*ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
  • *ବୀରମହାରାଜପୁର ରଥପୁର ଛକ ରେ ଲାଇଟ୍ ଖୁଣ୍ଟ କାମରେ ବଡ଼ ଅନିୟମିତତା, ବିନା ଛଡ଼ ରେ କରାଯାଇଥିଲା ଖୁଣ୍ଟ କମ ଲାଇଟ ଲଗେଇଲା ବେଳେଟଳି ପଡିଲା ଖୁଣ୍ଟ।
    1
    *ବୀରମହାରାଜପୁର ରଥପୁର ଛକ ରେ ଲାଇଟ୍ ଖୁଣ୍ଟ କାମରେ ବଡ଼ ଅନିୟମିତତା, ବିନା ଛଡ଼ ରେ କରାଯାଇଥିଲା ଖୁଣ୍ଟ କମ ଲାଇଟ ଲଗେଇଲା ବେଳେଟଳି ପଡିଲା ଖୁଣ୍ଟ।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    3 hrs ago
  • ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
    1
    ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆଙ୍କ ବେଆଇନ୍ କାରବାର ସାମ୍ନାକୁ ଆସିଛି। ସେମାନେ ବେଆଇନ୍ ଭାବେ ବାଲି ଉଠାଇ ପାହାଡ଼ ପରି ଜମା କରି ରଖିଛନ୍ତି। ଓଡ଼ିଶାରେ ଏହି ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆଙ୍କ ବେଆଇନ୍ କାରବାର ସାମ୍ନାକୁ ଆସିଛି। ସେମାନେ ବେଆଇନ୍ ଭାବେ ବାଲି ଉଠାଇ ପାହାଡ଼ ପରି ଜମା କରି ରଖିଛନ୍ତି। ଓଡ଼ିଶାରେ ଏହି ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।
    user_Jagadish meher
    Jagadish meher
    ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି ଚାଲିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ ଥିବା କଥା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।
    1
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି ଚାଲିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ ଥିବା କଥା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.