logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ। ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ ସହାୟିକା ବାସନ୍ତୀ ବିହାରୀ ଓ ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।

13 hrs ago
user_Narattam Kumar padhy
Narattam Kumar padhy
Journalist ବିଷମାକଟକ, ରାୟଗଡା, ଓଡ଼ିଶା•
13 hrs ago

ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ

ରାଷ୍ଟ୍ରୀୟ ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ।

ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ

64fabbe2-2d40-40c2-ae1c-d6dca32f5308

କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ ସହାୟିକା ବାସନ୍ତୀ ବିହାରୀ ଓ ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।

More news from ଓଡ଼ିଶା and nearby areas
  • ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ। ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ ସହାୟିକା ବାସନ୍ତୀ ବିହାରୀ ଓ ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।
    4
    ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ରିପୋର୍ଟର ନରୋତ୍ତମ ପାଢ଼ୀ 
Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ  ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା  ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ  ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ। ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ  ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ  ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ  ସହାୟିକା ବାସନ୍ତୀ ବିହାରୀ ଓ  ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।
    user_Narattam Kumar padhy
    Narattam Kumar padhy
    Journalist ବିଷମାକଟକ, ରାୟଗଡା, ଓଡ଼ିଶା•
    13 hrs ago
  • ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଦେଖନ୍ତୁ
    1
    ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଦେଖନ୍ତୁ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    15 hrs ago
  • ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ। ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି। ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।
    1
    ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ।
ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା  ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି।
ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।
    user_GUMMA UPDATE NEWS
    GUMMA UPDATE NEWS
    Librarian ସେରଙ୍ଗୋ, ଗଜପତି, ଓଡ଼ିଶା•
    1 hr ago
  • #ଲୋଚେ ଇ ବି #ମ ମ ନ କୁ କେ ମି ତି କୁହ ମଣି ସ ଟୀ ପ ଥ ର ନୁ ହ 🌹🌹🌹🌹🌹🌹🇹🇯🇹🇯🇹🇯🇹🇯🌹🌹
    1
    #ଲୋଚେ ଇ ବି #ମ ମ ନ କୁ କେ ମି ତି କୁହ ମଣି ସ ଟୀ ପ ଥ ର ନୁ ହ 🌹🌹🌹🌹🌹🌹🇹🇯🇹🇯🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ
    1
    ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ
    user_KADAMBINI
    KADAMBINI
    Journalist ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    15 hrs ago
  • କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ
    1
    କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    1 hr ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    12 min ago
  • ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି । ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।
    3
    ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ ।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି ।
ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।
    user_Narattam Kumar padhy
    Narattam Kumar padhy
    Journalist ବିଷମାକଟକ, ରାୟଗଡା, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.