Shuru
Apke Nagar Ki App…
ମାଫିଆଙ୍କ କବ୍ଜାରେ ବ୍ରାହ୍ମଣୀ ନଦୀର ଶଯ୍ୟା :ରେଖିଦେଇପୁର ଗ୍ରାମ ପଂଚାୟତ ବାସୀଙ୍କ ଦୁଃଖ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ରେଖିଦେଇପୁର ଗ୍ରାମ ପଂଚାୟତ ରେ ବ୍ରାହ୍ମଣୀ ନଦୀ କୁ ନେଇ ଦୁଃଖ ଦେଖିବାକୁ ମିଳିଛି।ଧର୍ମଶାଳା ତହସିଲ ଅଧୀନ ରେଖିଦେଇପୁର ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଚାଲିଛି ବେଆଇନ ବାଲିଘାଟ। ଏହି ବାଲିଘାଟରେ ସନ୍ଧ୍ୟା ହେଲେ ଲାଗୁଛି ଶହ ଶହ ଗାଡି, ଯାହାଫଳରେ ନଦୀ ଉପରେ ନିର୍ଭର କରୁଥିବା ଲୋକମାନେ ହେଉଛନ୍ତି ବହୁ ସମସ୍ୟା ର ଶିକାର ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।1
- କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ । ଯାଜପୁର ସଦର ଥାନା ମହେଶ୍ଵରପୁର ଅଂଚଳରେ ହୋଇଥିବା କଙ୍ଗାରୁକୋର୍ଟ ଘଟଣାରେ ପୁଲିସ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁରର ବହୁଜନ, ଗଣତାନ୍ତ୍ରିକ ସଂଗଠନ ସମୁହ, ମୁଳନିବାସୀ, ଛାତ୍ର ଓ ଯୁବ ସାମୁଖ୍ୟ, ଭୀମ୍ ଆର୍ମୀ ସମେତ ବହୁ ସଂଗଠନର ବ୍ୟକ୍ତିବିଶେଷ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭ୍ରନ ବିଶ୍ଵଜିତ ଓ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ର ଶତାଧିକ ବ୍ୟକ୍ତିବିଶେଷ ମାନେ ମେଡିକାଲ ଛକ ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ନାରବାଜି କରି ଜିଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।3
- Post by ଯାଜପୁର ଖବର ପ୍ରସାରିତ1
- Post by Mo Adhikar news1
- Post by Jay kala _ jay Kalinga1
- ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- କଟକ ହାଇକୋଟ ସାମ୍ନା1
- Post by ଯାଜପୁର ଖବର ପ୍ରସାରିତ1