logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଐତିହାସିକ ଗାଁ ଖୁଦୁପୂରର ଶୈବପୀଠ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଙ୍କ ମଣ୍ଡପ ର ଶୀଳାନ୍ୟାସ କଲେ ସ୍ଥାନୀୟ ବିଧାୟକ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ଐତିହାସିକ ପାଇକଗ୍ରାମ ଖୁଦୁପୂର ର ପ୍ରସିଦ୍ଧ ଶୈଵପୀଠରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଙ୍କ ଏକ ମଣ୍ଡପ ପାଇଁ ଶ୍ରଦ୍ଧାଳୁ ମାନଙ୍କ ତରଫରୁ ଦାଵୀ ହେଉଥିଲା, ଏହାକୁ ଗୁରୁତ୍ୱ ଦେଇ ମାନ୍ୟବର ଜଟଣୀ ଵିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ରାୟ ଏହି ମଣ୍ଡପର ଶୀଳାନ୍ୟାସ କରିଛନ୍ତି, ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଵିଜେଡିର ସାଧାରଣ ସମ୍ପାଦକ ଅନନ୍ତ ଶତପଥି ଓ ଅନେକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ. ଜଟଣୀ ର ସାମଗ୍ରିକ ବିକାଶ ପାଇଁ ସେ ସର୍ବଦା ଚେଷ୍ଟିତ ବୋଲି ମଧ୍ୟ ଜଣାଇଥିଲେ।

20 hrs ago
user_Jogesh Chandra nayak
Jogesh Chandra nayak
Agistment service ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
20 hrs ago
a3222ec3-4c09-4376-ade2-b8be14f8a839
883d8556-a219-4fbc-8bcc-3f34f85d9d08
354778c1-47d7-40c3-8f5b-cb5eef4dad08

ଐତିହାସିକ ଗାଁ ଖୁଦୁପୂରର ଶୈବପୀଠ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଙ୍କ ମଣ୍ଡପ ର ଶୀଳାନ୍ୟାସ କଲେ ସ୍ଥାନୀୟ ବିଧାୟକ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ଐତିହାସିକ ପାଇକଗ୍ରାମ ଖୁଦୁପୂର ର ପ୍ରସିଦ୍ଧ ଶୈଵପୀଠରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଙ୍କ ଏକ ମଣ୍ଡପ ପାଇଁ ଶ୍ରଦ୍ଧାଳୁ ମାନଙ୍କ ତରଫରୁ ଦାଵୀ ହେଉଥିଲା, ଏହାକୁ ଗୁରୁତ୍ୱ ଦେଇ ମାନ୍ୟବର ଜଟଣୀ ଵିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ରାୟ ଏହି ମଣ୍ଡପର ଶୀଳାନ୍ୟାସ କରିଛନ୍ତି, ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଵିଜେଡିର ସାଧାରଣ ସମ୍ପାଦକ ଅନନ୍ତ ଶତପଥି ଓ ଅନେକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ. ଜଟଣୀ ର ସାମଗ୍ରିକ ବିକାଶ ପାଇଁ ସେ ସର୍ବଦା ଚେଷ୍ଟିତ ବୋଲି ମଧ୍ୟ ଜଣାଇଥିଲେ।

More news from ଓଡ଼ିଶା and nearby areas
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଟ୍ରକ୍। . ପଳାଶୁଣୀ ଓଭରବ୍ରିଜ୍ ଉପରେ ଘଟିଛି ଘଟଣା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତକରିଥିଲେ ବି ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।
    1
    ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଟ୍ରକ୍। . ପଳାଶୁଣୀ ଓଭରବ୍ରିଜ୍ ଉପରେ ଘଟିଛି ଘଟଣା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର।  ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତକରିଥିଲେ ବି ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    18 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଭିତିପ୍ରସ୍ତାପ ଗୋଦାମ ଘର କରିବା ପାଇଁ ଫଳକ ଭଙ୍ଗି ଦେଲେ ଦୁବୁତ୍ତ
    3
    ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଭିତିପ୍ରସ୍ତାପ ଗୋଦାମ ଘର କରିବା ପାଇଁ ଫଳକ ଭଙ୍ଗି ଦେଲେ ଦୁବୁତ୍ତ
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
    1
    ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.