Shuru
Apke Nagar Ki App…
ରାସୋଳବାଲିପସି ନିକଟରେ କାର ବାଇକ ମୁଁହାମୁହିଁ ଧକ୍କା. ଅଳ୍ପେକେ ବର୍ତ୍ତିକେ ଗୋଟିଏ ପରିବାର ସଦସ୍ୟ. ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ଥାନା ବାଲିପସି ନିକଟରେ କାର ସହ ବାଇକ ଧକ୍କା. ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପେକେ ବରିଗଲେ ଗୋଟିଏ ପରିବାର ର 3ସଦସ୍ୟ. ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ହିନ୍ଦୋଳ ମେଡିକାଲ କୁ 108 ଯୋଗେ ପଠାଇ ଦେଇଛନ୍ତି.
BIKRAM SAHU
ରାସୋଳବାଲିପସି ନିକଟରେ କାର ବାଇକ ମୁଁହାମୁହିଁ ଧକ୍କା. ଅଳ୍ପେକେ ବର୍ତ୍ତିକେ ଗୋଟିଏ ପରିବାର ସଦସ୍ୟ. ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ଥାନା ବାଲିପସି ନିକଟରେ କାର ସହ ବାଇକ ଧକ୍କା. ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପେକେ ବରିଗଲେ ଗୋଟିଏ ପରିବାର ର 3ସଦସ୍ୟ. ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ହିନ୍ଦୋଳ ମେଡିକାଲ କୁ 108 ଯୋଗେ ପଠାଇ ଦେଇଛନ୍ତି.
More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ସହରର ମିନି ଷ୍ଟାଡିୟମଠାରୁ ୪ଟି ବସ ଯୋଗେ ୧୪୮ଜଣ ତ୍ରିର୍ଥଯାତ୍ରୀମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଥିଲେ ।ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରୁ ୬୦ ରୁ ୭୫ ବର୍ଷ ବୟସ୍କ ଏବଂ ବିଧାବା ମହିଳାମାନଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରୀ ଥିଲା l ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ନଡିଆ ଭାଙ୍ଗି ପତାକା ଦେଖାଇ ଶୁଭାରମ୍ଭ କରିବାପରେ ୪ଟି ବସ ମିନି ଷ୍ଟାଡିୟମ ଠାରୁ ବସ ପୁରୀ ଅଭିମୁଖେ ଗଡିଥିଲା ।1
- ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା1
- Post by Utkal sib1
- Post by NEWS MANORANJAN1
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- Post by Dhenkanal News1
- ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ଗଁଦିଆ ବ୍ଲକର ଅବ୍ୟଵେବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥା ରେ ଖଙ୍କର ବିଶ୍ରାମଗାର ନଜର ରଖ ସରକାର ଇମିତି ଗୋଟିଏ ନୁହେଁ ଆହୁରି ଅଛି ବସଷ୍ଟାଣ୍ଡ ଯାହାର ମୋ ବସ ସେବା1