ପାଟଣା / ପ୍ରଧାନ ଶିକ୍ଷକ ଙ୍କୁ ଦିଆଗଲା ବିଦାୟ ସମ୍ବର୍ଦ୍ଧନା, ମୁଖ୍ୟ ଅତିଥିଭାବେ ଯୋଗ ଦେଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ Ghatgaonmirror (31/07/2026-) -ମୂଷାଖୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଅବସରକାଳୀନ ଉତ୍ସବ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହିସମ୍ବର୍ଦ୍ଧନା ସଭାରେ ସଭାପତି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାଏକ, ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଜଗଦିଶ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଶ୍ରୀଯୁକ୍ତ କମଳାକାନ୍ତ ପତି, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ନାଏକ, ଶ୍ରୀ ଯୁକ୍ତ ରତ୍ନାକର ସେଠୀ, ଶ୍ରୀ ଯୁକ୍ତ ସୁକାନ୍ତ କୁମାର ମହାନ୍ତ, ପ୍ରମୋଦ କୁମାର ମହାନ୍ତ, କେନ୍ଦ୍ର ସାଧନ ସଂଯୋଗକ ମୂଷାଖୋରୀ ଶ୍ରୀ (CRC) ଯୁକ୍ତ କୁନାଲ କୁମାର ପଣ୍ଡା, ମଞ୍ଚ ପରିଚାଳନା ଶିକକ ଗୌତମ ମହାନ୍ତ, ବିଜୟ କୁମାର ମହାରଣା, ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟର ପରିଚାଳନା କମିଟି ର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ଦୀର୍ଘ ଶିକ୍ଷାଦାନ ଜୀବନ, ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ସମସ୍ତେ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ ଉତ୍ସବ ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକୀ ପ୍ରଦାନ କରାଯାଇ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଥିଲା। ସମସ୍ତ ଉପସ୍ଥିତ ବ୍ୟକ୍ତିବୃନ୍ଦ ତାଙ୍କର ସୁସ୍ଥ, ନିରାମୟ ଓ ଶାନ୍ତିପୂର୍ଣ୍ଣ ଅବସରକାଳୀନ ଜୀବନ କାମନା କରିଥିଲେ! Report By Mahendra Kumar Patra patna news
ପାଟଣା / ପ୍ରଧାନ ଶିକ୍ଷକ ଙ୍କୁ ଦିଆଗଲା ବିଦାୟ ସମ୍ବର୍ଦ୍ଧନା, ମୁଖ୍ୟ ଅତିଥିଭାବେ ଯୋଗ ଦେଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ Ghatgaonmirror (31/07/2026-) -ମୂଷାଖୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଅବସରକାଳୀନ ଉତ୍ସବ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହିସମ୍ବର୍ଦ୍ଧନା ସଭାରେ ସଭାପତି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାଏକ, ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଜଗଦିଶ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଶ୍ରୀଯୁକ୍ତ କମଳାକାନ୍ତ ପତି, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ନାଏକ, ଶ୍ରୀ ଯୁକ୍ତ ରତ୍ନାକର ସେଠୀ, ଶ୍ରୀ ଯୁକ୍ତ
ସୁକାନ୍ତ କୁମାର ମହାନ୍ତ, ପ୍ରମୋଦ କୁମାର ମହାନ୍ତ, କେନ୍ଦ୍ର ସାଧନ ସଂଯୋଗକ ମୂଷାଖୋରୀ ଶ୍ରୀ (CRC) ଯୁକ୍ତ କୁନାଲ କୁମାର ପଣ୍ଡା, ମଞ୍ଚ ପରିଚାଳନା ଶିକକ ଗୌତମ ମହାନ୍ତ, ବିଜୟ କୁମାର ମହାରଣା, ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟର ପରିଚାଳନା କମିଟି ର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ଦୀର୍ଘ ଶିକ୍ଷାଦାନ ଜୀବନ, ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ସମସ୍ତେ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ ଉତ୍ସବ ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକୀ ପ୍ରଦାନ କରାଯାଇ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଥିଲା। ସମସ୍ତ ଉପସ୍ଥିତ ବ୍ୟକ୍ତିବୃନ୍ଦ ତାଙ୍କର ସୁସ୍ଥ, ନିରାମୟ ଓ ଶାନ୍ତିପୂର୍ଣ୍ଣ ଅବସରକାଳୀନ ଜୀବନ କାମନା କରିଥିଲେ! Report By Mahendra Kumar Patra patna news
- ବନ୍ୟା ପରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚିଲେ ବିଧାୟକ:-ସଂଜୀବ୍ କୁମାର ମଲ୍ଲିକ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ବ୍ଲକ୍ ର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମ୍ପର୍କରେ କଲେ ଆଲୋଚନା ଆବଶ୍ୟକତା ଅନୁଯାୟୀ ମେଡ଼ିସିନ୍ (ଓ.ଆର୍.ଏସ୍) ମହାଯୁଦ୍ ରଖିବା ପାଇଁ ଦେଇଥିଲେ ନିର୍ଦ୍ଦେଶ..!!1
- ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।1
- ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...4
- ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିଲେ ଭଦ୍ରକ ବିଧାୟକ l1
- ପ୍ରାଣୀ ସହାୟକ କେନ୍ଦ୍ର ଦୀର୍ଘଦିନ ଧରି ବନ୍ଦ କାହିଁକି ସାଙ୍ଗାତ୍ତିକ ଅଭିଯୋଗ ଆଣିଲେ ଅଞ୍ଚଳ ବାସୀ ପଶୁ ଡାକ୍ତର ଙ୍କ ନାହିଁ ଦେଖା #ପ୍ରାଣୀ_ସହାୟକ_କେନ୍ଦ୍ର #ପଶୁ_ଡାକ୍ତର #ଅଞ୍ଚଳବାସୀଙ୍କ_ଅଭିଯୋଗ #AnimalHospital #VeterinaryHospital #OdishaNews #Jajpur #Korei #CollectorJajpur #CMOdisha #AnimalHusbandry #GovtHospital #PublicIssue #News19ଓଡ଼ିଶା #OdishaGovernment #AnimalCare #JusticeForVillagers #BreakingNews #Odisha #ViralNews1
- ବଢୁଛି ହଦଗଡ଼ ଡ୍ୟାମ ରେ ଜଳସ୍ତର, ଉପର ମୁଣ୍ଡରେ ବର୍ଷା ହେବାରୁ ଡ୍ୟାମ କୁ ପଡୁଛି ପାଣି, ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି1
- ward number 19 Har Ghar Mein Pani ghus chuka hai Sarkari madad Kuchh Nahin mil raha hai1