logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।

9 hrs ago
user_Haybusha Hr
Haybusha Hr
କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
9 hrs ago

ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।

More news from ଓଡ଼ିଶା and nearby areas
  • ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।
    1
    ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ 
ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...
    4
    ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...
    user_Lokanath behera
    Lokanath behera
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ
    4
    ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • Bhadrak mein Pani Jyada hone ki vajah se log bahut Pareshan mein hai
    1
    Bhadrak mein Pani Jyada hone ki vajah se log bahut Pareshan mein hai
    user_Parwez khan
    Parwez khan
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।
    1
    ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.