logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।

5 hrs ago
user_Odisha News Express
Odisha News Express
ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
5 hrs ago

ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।

More news from ଓଡ଼ିଶା and nearby areas
  • ସ୍ୱପ୍ନା ପାର୍ଲର haladipalସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏 ସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏
    2
    ସ୍ୱପ୍ନା ପାର୍ଲର haladipalସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏
ସ୍ୱପ୍ନା ବିୟୁଟି ପାର୍ଲର ହଳଦୀପାଳ,ସ୍ୱାଧୀନତା ଦିବସ ଓ ରାକ୍ଷୀପୂର୍ଣିମା ରେ ଅଫର 50% ଅଫ, ଆସନ୍ତୁ ଅଫର ର ସୁବିଧା ଉଠାନ୍ତୁ, ସ୍ୱପ୍ନା ପାର୍ଲର ଶାନ୍ତିଲତା ମହାବିଦ୍ୟାଳୟ ପାଖ, ହରେକୃଷ୍ଣ ହାଇସ୍କୁଲ ଆଗରେ ଆସନ୍ତୁ ଡେରି ନ କରିକି ଆପଣଂ ଅଫର ର ସୁବିଧା 🙏🙏🙏🙏🙏
    user_ତପନ କୁମାର ନାୟକ
    ତପନ କୁମାର ନାୟକ
    ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    11 hrs ago
  • ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।
    1
    ଗୋ ଚାଲାଣ VS ମଣିଷ ଚାଲାଣ କିଏ ଦାୟୀ, ମାଫିଆ ନା ଜନତା ନା ପ୍ରଶାସନ 
ଗୋଟେ ଗାଡ଼ିରେ ପିକୁପ୍ ରେ 70- 110 ଲୋକ କାମକୁ ପାହାଡ଼ ରାସ୍ତା ଦେଇ ଯାଆନ୍ତି। ଦୈନିକ 150 ଟଙ୍କା ମୁଣ୍ଡ ପିଛା ନିଅନ୍ତି। ଯାହାକି passenger ଗାଡ଼ିରେ ବି ଅନୁମତି ନାହିଁ। ଅନେକ ଥର accident ହେଇ ଭଦ୍ରକ, ଉଦଳା, କଟକ ମଧ୍ଯ ଯାଇ ସାରିଛନ୍ତି। ମୃତ୍ୟୁ କି handicapped ଲୋକଙ୍କୁ ନା ସୁବିଧା ନା ଦେଖା ମାଫିଆର, ମେଡିସିନ ଖର୍ଚ୍ଚ ବି ନୁହେଁ। ଏପରି ଲୋକଙ୍କୁ ଚିହ୍ନଟ କରି ସୋସିଆଲ ମିଡିଆରେ ଅର୍ଥ ମାଗିବା ଓ ସରକାରଙ୍କ ପକ୍ଷରୁ ଆମ ଜନତାଙ୍କ ଟଙ୍କା ଦୁର୍ଘଟଣା ପରେ କିଛି ନ ଦେବା ଦରକାର।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...
    4
    ଲଗାଣ ବର୍ଷାରେ ହଠାତ ଦେଓ ନଦୀ ର ଜଳସ୍ତର ବୃଦ୍ଧି, ସୁସୁ ଗର୍ଜନ କରି ମାଡି ଆସିଲା ପାଣି ଲୋକେ ଭୟଭୀତ, ଅନ୍ୟ ପଟେ ବାଲେଶ୍ୱର ଉଦଳା ସାଇଁ କୁଳା, ଯଇଦା, କଂସ ଯୋଗାଯୋଗ ବିଛିନ୍ନ, କଇଁସାରୀ ପୋଲ ପାଇଁ ବଢୁଛି ଲୋକଙ୍କ ଦୁଃଖ, ଆସ୍ଥା ଇ ପୋଲ ଉପରେ ୬/୭ ଫୁଟ ଉଚ୍ଚାରେ ପାଣି ପ୍ରବାହିତ... ଦେଖନ୍ତୁ ପୁରା ରିପୋର୍ଟ...
    user_Lokanath behera
    Lokanath behera
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ
    4
    ଉଦଳା ଦେଓ ନଦୀ କଇଁସାରୀ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅବଧି ସରି ଯାଇ ଥିଲେ ସୁଦ୍ଧା ପୋଲ କାର୍ଯ୍ୟ ଅସମ୍ପୂର୍ଣ, ରାଜ୍ୟରେ ଲଗାଣ ବର୍ଷା ତାଣ୍ଡବ ରଚି ଥିବା ବେଳେ , ବନ୍ୟା ଜଳରେ ବୁଡିଗଲା ଅସ୍ଥାୟୀ ପୋଲ ବାଲେଶ୍ୱର ସାଇଁକୁଳା ଉଦଳା ଯାତାୟାତ ଠପ.. ଦେଖନ୍ତୁ ପୁରା ରିପୋର୍ଟ
    user_Damayanti behera
    Damayanti behera
    Nurse ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ଭୋଗରାଇ,୩୧/୭ ପ୍ରଚଳ ବର୍ଷା ଯୋଗୁଁ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ପାହି ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ଏଠାରେ ଥିବା ଆରୁଣି ନାଳରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଅଧିକ ସଂଗିନ ହେବାରୁ ସରପଞ୍ଚ ରାଧାରାଣୀ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ତଥା ବିଜେଡି ବ୍ଲକ ସଭାପତି ପ୍ରଦୀପ ବେହେରାଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସଙ୍କୁ ଅବଗତ କରାଇଥିଲେ। ବିଧାୟକ ଡ୍ରେନେଜ୍ ବିଭାଗକୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ନାଳ ସଫା କରିବାକୁ ଜଣାଇବା ପରେ ଏହି କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଧିବାସୀ ଶିକ୍ଷାବିତ ନନ୍ଦଦୁଲାଲ ବେଜ, ରବିନ୍ଦ୍ର ପରିଡା, ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ମାଧବ ପ୍ରଧାନ, କୃଷକ ଯଜ୍ଞେଶ୍ଵର ସାହୁ, ବିନୋଦ ପାତ୍ର, ଭୂବନ ପ୍ରମାଣିକ ସମେତ ଶତାଧିକ ଚାଷୀ ସାଧୁବାଦ ଜ୍ଞାପନ କରିଛନ୍ତି ।
    1
    ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି:
ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି:
ଭୋଗରାଇ,୩୧/୭ ପ୍ରଚଳ ବର୍ଷା ଯୋଗୁଁ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ପାହି ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ଏଠାରେ ଥିବା ଆରୁଣି ନାଳରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଅଧିକ ସଂଗିନ ହେବାରୁ  ସରପଞ୍ଚ ରାଧାରାଣୀ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ତଥା ବିଜେଡି ବ୍ଲକ ସଭାପତି ପ୍ରଦୀପ ବେହେରାଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସଙ୍କୁ ଅବଗତ କରାଇଥିଲେ। ବିଧାୟକ ଡ୍ରେନେଜ୍ ବିଭାଗକୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ନାଳ ସଫା କରିବାକୁ ଜଣାଇବା ପରେ  ଏହି କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଧିବାସୀ ଶିକ୍ଷାବିତ ନନ୍ଦଦୁଲାଲ ବେଜ, ରବିନ୍ଦ୍ର ପରିଡା, ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ମାଧବ ପ୍ରଧାନ, କୃଷକ ଯଜ୍ଞେଶ୍ଵର ସାହୁ, ବିନୋଦ ପାତ୍ର, ଭୂବନ ପ୍ରମାଣିକ ସମେତ ଶତାଧିକ ଚାଷୀ ସାଧୁବାଦ ଜ୍ଞାପନ କରିଛନ୍ତି ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ
    1
    ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ 
ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ।
    1
    ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
  • ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।
    1
    ନୂଆପଡା ଜିଲ୍ଲା ରେ ପ୍ରବଳ ବର୍ଷା ର ତାଣ୍ଡବ, ରାସ୍ତା ଉପରେ ପାଣି, ଯୋଗାଯୋଗ ବିଛିନ୍ନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.