logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଜାପିତ ଢେଙ୍କାନାଳ ମହିଳା ମହା ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ୫ ଫେବୃଆରୀରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡ଼ଃ ତୃପ୍ତି ମୟୀ ସାହୁ ସମନ୍ୱୟ କରିଥିଲେ। ୧୭ ଫେବୃଆରୀ ୨୦୨୬ ତାରିଖରେ ମହାବିଦ୍ୟାଳୟ ଅଡିଟୋରିୟମ୍‌ରେ ସମାପନୀ ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନା ନାରୀ ସୁରକ୍ଷା ସନ୍ଦର୍ଭରେ ତାଙ୍କ ମତ ପ୍ରକାଶ କରି ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମନସ୍ତତ୍ତ୍ୱବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ଃ ପଙ୍କଜ କୁମାର ବାରିକ ଆତ୍ମରକ୍ଷା କାର୍ଯ୍ୟକ୍ରମ ସମ୍ବନ୍ଧରେ ମୂଲ୍ୟବାନ ମତାମତ ଦେଇଥିଲେ । ପ୍ରଶିକ୍ଷିକା ବନ୍ଦନା ବିଶ୍ୱାଳ ଓ ପୂଜା ରାଣୀ ସେନାପତି ଛାତ୍ରୀମାନଙ୍କ ସହ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।ଶେଷରେ ପ୍ରୀତିପ୍ରିୟମ୍ବଦା ବୈଶାଖ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।

6 hrs ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି
    1
    ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    1
    ଆଜି ଫାଲଗୁନ ମାସର ଅମାବସ୍ୟା  ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    17 hrs ago
  • ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    1
    ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    18 hrs ago
  • ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ |
ଭୁବନେଶ୍ୱର, ଓଡ଼ିଶା
#bhubaneswar #odisha
    user_Nanda Kishor Naik
    Nanda Kishor Naik
    Journalist ଭୁବନ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ବ୍ୟାଟେରୀ ଚାଳିତ ଗାଡ଼ି ଅଫିସ୍ କୁ ଫୋନ୍ ଆସୁଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ। ନିଘୋଡ଼ ନିଦରେ ଶୋଇ ପରି ରାଇଜକୁ ବୁଲିବାକୁ ଯାଇଛନ୍ତି କର୍ମଚାରୀ। ଜରୁରୀକାଳୀନ ସେବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଅଫିସକୁ ରୋଗୀ ମାନେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ।
    1
    ବ୍ୟାଟେରୀ ଚାଳିତ ଗାଡ଼ି ଅଫିସ୍ କୁ ଫୋନ୍ ଆସୁଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ। ନିଘୋଡ଼ ନିଦରେ ଶୋଇ ପରି ରାଇଜକୁ ବୁଲିବାକୁ ଯାଇଛନ୍ତି କର୍ମଚାରୀ।
ଜରୁରୀକାଳୀନ ସେବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଅଫିସକୁ ରୋଗୀ ମାନେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • କଟକ ଜଗତପୁର ପାଖରେ ଥିବା ଖଇରା ପୋଲ ପାଖରେ ଗଞ୍ଜେଇ ବିକୁଥିବା ଜଣେ ଲୋକ ମାଡିବସିଲା ଅବକାରୀ ବିଭାଗ । ଗଞେଇ ବେପାରୀ ପାଖରୁ ମିଳିଲା ନୂଆ ବୁଲେଟ ।
    1
    କଟକ ଜଗତପୁର ପାଖରେ ଥିବା ଖଇରା ପୋଲ ପାଖରେ ଗଞ୍ଜେଇ ବିକୁଥିବା ଜଣେ ଲୋକ ମାଡିବସିଲା ଅବକାରୀ ବିଭାଗ । ଗଞେଇ ବେପାରୀ ପାଖରୁ ମିଳିଲା ନୂଆ ବୁଲେଟ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.