Shuru
Apke Nagar Ki App…
ଫାଲଗୁନ ମାସ ର ଆଜି ଅମାବାସ୍ୟା, ଗୋସହସ୍ରା ସ୍ନାନ ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
Dipak Kumar Nayak
ଫାଲଗୁନ ମାସ ର ଆଜି ଅମାବାସ୍ୟା, ଗୋସହସ୍ରା ସ୍ନାନ ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
More news from ଓଡ଼ିଶା and nearby areas
- ଢେଙ୍କାନାଳ ସହରର ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଆଜି ଏକ ଟିମର ଦ୍ୱାରା ଚଢାଉ କରାଯାଇଥିଲା । ଏହି ଟିମରେ କେନ୍ଦ୍ରିୟ ପାଲୁସନ କୋଡ଼ର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ର, ଢେଙ୍କାନାଳ ପୌର କର୍ମଚାରୀ, ଟାଉନ ପୋଲିସର ମିଳିତ ଚଢାଉ ହୋଇଥିଲା |କାଫିଲସ ପ୍ଲାଜା ହୋବେଲ ମଧ୍ୟରେ ପଶି ଚଢାଉ କରାଯାଇଥିଲା|1
- ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ1
- ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା1
- ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha1
- କଟକ ଜଗତପୁର ପାଖରେ ଥିବା ଖଇରା ପୋଲ ପାଖରେ ଗଞ୍ଜେଇ ବିକୁଥିବା ଜଣେ ଲୋକ ମାଡିବସିଲା ଅବକାରୀ ବିଭାଗ । ଗଞେଇ ବେପାରୀ ପାଖରୁ ମିଳିଲା ନୂଆ ବୁଲେଟ ।1
- ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କଟକ ଖାନନଗର ରେଳ ଧାରଣା ନିକଟରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର।1
- ଢେଙ୍କାନାଳ ସହରରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଚଢ଼ାଉ କରାଯାଇଛି। ପୂର୍ବରୁ ସରକାରଙ୍କ ପକ୍ଷରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ କରାଯାଇଛି ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ଏଥିପାଇଁ ଆଜି ଏକ ଟିମ ସହରରେ ପହଞ୍ଚି ସହରର ମିନା ବଜାର ଆନନ୍ଦ ବଜାଉ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜବତ କରାଯାଇଥିଲା ।କିଛି ସ୍ଥାନରେ ସଚେତନ କରାଯିବା ସହିତ ଫାଇନ ମଧ୍ୟ କଟା ଯାଇଥିଲା I ଆଗକୁ ଯଦି ପୁନଶ୍ଚ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚେତାବନୀ ମଧ୍ୟ ଦିଆ ଯାଇଥିଲା । କେନ୍ଦ୍ରିୟ ପଲୁସନ ବୋଉର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ରୀ ବବି ବେହେରା, ଢେଙ୍କାନାଳ ପୌର କର୍ମଚାରୀ, ପୋଲିସ ପ୍ରଶାସନର ଉପସ୍ଥିତିରେ ଏହି ଚଢାଉ କରାଯାଇଥିଲା । କିଛି ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିଲା ।1