Shuru
Apke Nagar Ki App…
ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଢେଙ୍କାନାଳ ସହରର ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଆଜି ଏକ ଟିମର ଦ୍ୱାରା ଚଢାଉ କରାଯାଇଥିଲା । ଏହି ଟିମରେ କେନ୍ଦ୍ରିୟ ପାଲୁସନ କୋଡ଼ର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ର, ଢେଙ୍କାନାଳ ପୌର କର୍ମଚାରୀ, ଟାଉନ ପୋଲିସର ମିଳିତ ଚଢାଉ ହୋଇଥିଲା |କାଫିଲସ ପ୍ଲାଜା ହୋବେଲ ମଧ୍ୟରେ ପଶି ଚଢାଉ କରାଯାଇଥିଲା|
Amani Sahoo
ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଢେଙ୍କାନାଳ ସହରର ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଆଜି ଏକ ଟିମର ଦ୍ୱାରା ଚଢାଉ କରାଯାଇଥିଲା । ଏହି ଟିମରେ କେନ୍ଦ୍ରିୟ ପାଲୁସନ କୋଡ଼ର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ର, ଢେଙ୍କାନାଳ ପୌର କର୍ମଚାରୀ, ଟାଉନ ପୋଲିସର ମିଳିତ ଚଢାଉ ହୋଇଥିଲା |କାଫିଲସ ପ୍ଲାଜା ହୋବେଲ ମଧ୍ୟରେ ପଶି ଚଢାଉ କରାଯାଇଥିଲା|
More news from ଓଡ଼ିଶା and nearby areas
- ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି1
- ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ1
- ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା1
- ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha1
- କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ (EI & EB, Unit-II, Cuttack) ଦ୍ୱାରା ଆଜି ଏକ ବଡ଼ ଧରଣର ମାଦକ ଦ୍ରବ୍ୟ କାରବାରର ପର୍ଦ୍ଦାଫାଶ କରାଯାଇଛି।ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରାଯାଇ ୧୦୪ ଗ୍ରାମ ହେରୋଇନ୍ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୦୪ ଗ୍ରାମ ହେରୋଇନ୍ ଓ ଏକ ହୋଣ୍ଡା ଏକ୍ଟିଭା (Honda Activa) ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନ ଦାସ (୨୨) ଗ୍ରାମ- ବିନ୍ଧାଣିମା, ଥାନା- ତିଗିରିଆ, ବିକାଶ ମଲ୍ଲିକ (୨୩): ଗ୍ରାମ- ମହିଷାଲଣ୍ଡା, ଥାନା- ଚୌଦ୍ୱାର ଅଞ୍ଚଳର ଅଟନ୍ତି। ଜବତ ହୋଇଥିବା ୧୦୪ ଗ୍ରାମ ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ (SI) ବିଭୂତି ଭୂଷଣ ପ୍ରଧାନ, ଏଏସଆଇ (ASI) କିଶୋର ଚନ୍ଦ୍ର ରାଉତ ଏବଂ କନେଷ୍ଟବଳ ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରକାଶ କୁମାର ଶତପଥୀ ଓ ଅଶ୍ୱିନୀ କୁମାର ପରିଡ଼ା ସାମିଲ ଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆକ୍ଟ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।1
- କଟକ ଜଗତପୁର ପାଖରେ ଥିବା ଖଇରା ପୋଲ ପାଖରେ ଗଞ୍ଜେଇ ବିକୁଥିବା ଜଣେ ଲୋକ ମାଡିବସିଲା ଅବକାରୀ ବିଭାଗ । ଗଞେଇ ବେପାରୀ ପାଖରୁ ମିଳିଲା ନୂଆ ବୁଲେଟ ।1
- ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- ଢ଼େଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉ କରାଯାଇ ବିଭିନ୍ନ ଦୋକାନକୁ ସଚେତନ କରିବା ସହିତ ଜୋରିମାନା ଆଦାୟ କରାଯାଇଛି ଅତିରିକ୍ତ ପରିବେଶ ଯନ୍ତ୍ରୀଙ୍କ ପ୍ରତିକ୍ରିୟା1