ଚିନ୍ମୟୀ ମହାପାତ୍ରଙ୍କ ‘ଅନୁଭବର ସ୍ୱର’ କବିତା ସଂକଳନ ଉନ୍ମୋଚିତ ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦ ଓ କିଶୋର ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଚିନ୍ମୟୀ ମହାପାତ୍ରଙ୍କ ‘ଅନୁଭବର ସ୍ୱର’ କବିତା ସଂକଳନ ଉନ୍ମୋଚିତ ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦ ଓ କିଶୋର ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ କିଶୋରନଗର ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ କବି ଚିନ୍ମୟୀ ମହାପାତ୍ରଙ୍କ ପଞ୍ଚମ ସୃଷ୍ଟି କବିତା ସଂକଳନ ‘ଅନୁଭବର ସ୍ୱର’ ଗୁରୁବାର ଉନ୍ମୋଚିତ ହୋଇଯାଇଛି।ଜିଲ୍ଲା ସାହିତ୍ୟ ସଂସଦ, ଅନୁଗୋଳର ସଭାପତି ପ୍ରାଧ୍ୟାପକ ଶାନ୍ତନୁ କୁମାର ସାରଙ୍କ ସଭାପତିତ୍ୱରେ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟଅତିଥି ଭାବେ ଦୀନେଶ କୁମାର ମାଳି, ମୁଖ୍ୟବକ୍ତା ଭାବେ ଡ. ଦଧିବାମନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଡିଓ ରାହାସ ଚନ୍ଦ୍ର ନାୟକ ଏବଂ କିଶୋର ସାହିତ୍ୟ ସଂସଦର ସଭାପତି ତଥା ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ମିଳିତ ଭାବେ କବିତା ସଂକଳନଟିକୁ ଉନ୍ମୋଚନ କରିଥିଲେ। କବି ଚିନ୍ମୟୀ ମହାପାତ୍ରଙ୍କ ସାହିତ୍ୟ ସୃଷ୍ଟି ମଧ୍ୟରେ ଏହା ପଞ୍ଚମ କୃତି। ଏହା ପୂର୍ବରୁ ବିଜୟିନୀ ପବ୍ଲିକେସନ ପକ୍ଷରୁ ତାଙ୍କର ‘ଆସ ସଜାଡ଼ିବା ନିଜକୁ’, ‘ଆତ୍ମ ସମୀକ୍ଷା’, ‘ଆତ୍ମସନ୍ତୋଷ’ ପ୍ରବନ୍ଧ ଏବଂ ‘କଅଁଳ ଖରାର ପକ୍ଷୀ’ କବିତା ସଂକଳନ ପ୍ରକାଶିତ ହୋଇଛି।ପୁସ୍ତକ ଉନ୍ମୋଚନ ଅବସରରେ କବି ଚିନ୍ମୟୀ ମହାପାତ୍ର ‘ଅନୁଭବର ସ୍ୱର’ ସଂକଳନର ସୃଷ୍ଟି ପୃଷ୍ଠଭୂମି ଓ ଏହାର ଭାବଧାରା ସମ୍ପର୍କରେ ନିଜର ମତାମତ ରଖିଥିଲେ। ସାହିତ୍ୟପ୍ରେମୀ ଓ କବିମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭା ସାହିତ୍ୟିକ ପରିବେଶକୁ ଉତ୍ସବମୁଖର କରିଥିଲା।

- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।1
- ବ୍ରଜରାଜନଗର ର ଜଣେ ସମାଜସେବୀ ଙ୍କ ମୃତ ଦେହ ଉଦ୍ଧାର। ରବି କୁମାର ସୋନି ଗତ କିଛି ଦିନ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ ଅଚାନକ କାଲି ଅଚାନକ ତାଙ୍କ ମୃତ ଦେହ ବ୍ରଜରାଜନଗର ର ବ୍ରଜରାଜନଗର ର ଜଣେ ସମାଜସେବୀ ଙ୍କ ମୃତ ଦେହ ଉଦ୍ଧାର। ରବି କୁମାର ସୋନି ଗତ କିଛି ଦିନ ତଳେ ଘରୁ କୁଆଡ଼େ ଚାଲି ଯାଇଥିଲେ ଅଚାନକ କାଲି ଅଚାନକ ତାଙ୍କ ମୃତ ଦେହ ବ୍ରଜରାଜନଗର ର ଇବ ନଦୀ କୂଳରେ ଦେଖି ବାକୁ ମିଳିଥିଲା ବ୍ରଜରାଜନଗର ପୁଲିସ ସୁଚନା ପାଇଁ ଏଦିଗରେ ତଦନ୍ତ ଆରମ୍ଭ କରିଛି ।1
- ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ତାରିଖ:- ୨୮.୦୮.୨୦୨୬ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜାତୀୟ କ୍ରୀଡ଼ା ଦିବସର ତା. ୨୮.୦୮.୨୦୨୬ ପ୍ରଥମ ଦିନକୁ ‘ଟ୍ରିବ୍ୟୁଟ୍’ ଭାବେ ପାଳନ କରଯାଇଅଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ଵନାଥ, ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୀମତୀ ଯମୁନା ପ୍ରଧାନ, ଶାରୀରିକ ଶିକ୍ଷୟତ୍ରୀ ଶୀମତୀ ସନ୍ଧ୍ୟାରାଣୀ ଖେତି, PTI ଖେଳ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଳ ଇଣ୍ଡିଆ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଯୋଗଦେଇଥିଲେ l ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରିଥିଲେ l ତାପରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଫିଟନେସ୍ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ସହ ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ପ୍ରତି ଅବଦାନକୁ ସ୍ମରଣ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ l ସଭା ଶେଷରେ ସମସ୍ତେ କ୍ରୀଡା କୁ ଆପଣେଇ ସୁସ୍ଥ ଶାରୀରିକ ଓ ମାନସିକ ରଖିବା ପାଇଁ ଶପଥପାଠ କରିଥିଲେ l ସକାଳ ୭ଟାରୁ ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଡିଜିଟାଲ୍ ଚ୍ୟାଲେଞ୍ଜ୍ରେ ଅଂଶଗ୍ରହଣକାରୀମାନେ ୨୯ ଥର ଯେକୌଣସି କ୍ରୀଡ଼ା ଯଥା—ହକି ଡ୍ରିବଲିଂ, ଫୁଟବଲ୍ କିକ୍, ବାସ୍କେଟବଲ୍ ଡ୍ରିବଲିଂ, ବ୍ୟାଡମିଣ୍ଟନ୍ ରାଲି, ଦଉଡ଼ି ଡିଆଁ (Skipping), ବଲ୍ ବାଉନ୍ସ କିମ୍ବା ଅନ୍ୟ କୌଣସି ଉପଯୁକ୍ତ କ୍ରୀଡ଼ା କାର୍ଯ୍ୟକଳାପ କରାଯାଇଥିଲା l ଏହି କ୍ରୀଡା ଦିବସ ପାଳନ ସଭାକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ ମଧ୍ୟ କରିଥିଲେ l1
- ନେପାଳ ବନ୍ୟା ବିଭୀଷିକା ମଧ୍ୟରେ ହେଲିକ୍ୟାପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ସ୍କୁଲ ଫାଟକରେ ପଡିଲା ତାଲା ବାହାରେ ପିଲା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ବିଦ୍ୟାଳୟରେ ମୋଟ 125 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର 3 ଜଣ ଶିକ୍ଷକ। ଗତ ଜୁଲାଇ ମାସରୁ 2 ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପରେ ପାଠ ପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ। ତେଣୁ ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକିୟ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ l3
- 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert1
- ପରମ୍ପରା ରିତୀ ନିତୀ ଅନୁସାରେ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ପାଳିଲେ ଭାଇ ଭଉଣୀଙ୍କ ବନ୍ଧନ...ରକ୍ଷାବନ୍ଧନ,4
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମହାନଦୀ ରେ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀର ଦେଖି ଲୋକେ ଆତଙ୍କିତ।1