Shuru
Apke Nagar Ki App…
ବରିଷ୍ଠ ଓକିଲ ହାଡୁ ଦାଶ ଙ୍କ ଦେହାନ୍ତ ତା 18.2.2026 ସନ୍ଧ୍ୟା 7 ଘଣ୍ଟା ରେ ବରଗଡ ବିକାଶ ହସ୍ପିଟାଲରେ ବରପାଲି ର ବରିଷ୍ଠ ଓକିଲ ଶ୍ରୀ ହାଡୁ ଦାଶ ଙ୍କ ଦେହାନ୍ତ ହୋଇଥିଲା l ତାଙ୍କର ବିୟୋଗରେ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ଦୁଃଖ ପ୍ରକାଶ କରିଛନ୍ତି
BARPALI SAMBAD
ବରିଷ୍ଠ ଓକିଲ ହାଡୁ ଦାଶ ଙ୍କ ଦେହାନ୍ତ ତା 18.2.2026 ସନ୍ଧ୍ୟା 7 ଘଣ୍ଟା ରେ ବରଗଡ ବିକାଶ ହସ୍ପିଟାଲରେ ବରପାଲି ର ବରିଷ୍ଠ ଓକିଲ ଶ୍ରୀ ହାଡୁ ଦାଶ ଙ୍କ ଦେହାନ୍ତ ହୋଇଥିଲା l ତାଙ୍କର ବିୟୋଗରେ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ଦୁଃଖ ପ୍ରକାଶ କରିଛନ୍ତି
More news from ଓଡ଼ିଶା and nearby areas
- ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।1
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖାଣ୍ଡିୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଲୋକଙ୍କୁ ଠିକ ରେ ମିଳୁନି ଚିକିତ୍ସା। ରୋଗୀଙ୍କ ପାଇଁ ମିଳୁନି ଅକସିଜେନ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକୀୟ ଡାକ୍ତର ନାହାନ୍ତି। ତେଣୁ ରୋଗୀ ସେବା ଠିକ୍ ରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା।1
- यूपी के गोंडा रहस्यमय ढंग से कल शाम से गायब 4 मासूम बच्चे आज दोपहर में मिले सरसों के खेत में। बच्चों के न मिलने से जिला व पुलिस प्रशासन के फूले थे हाथ पांव। लगातार खोजबीन में जुटी थी जिले भर की कई टीमें। बच्चों के सकुशल मिलने से ग्रामीणों ने ली राहत की सांस। परिजनों के चेहरे चमके। #GondaPolice #UPPolice #UttarPradesh1
- ଗର୍ଭବତୀ ବୋହୁକୁ ଶାଶୁଘର ଲୋକ ହତ୍ୟା କରିବା ଘଟଣାରେ କଣ ମନ୍ତବ୍ୟ ରଖିଲେ ମହିଳା ଆଇନଜୀବୀ ଶୁଣନ୍ତୁ1