Shuru
Apke Nagar Ki App…
ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ । ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।
Ajira Samachar
ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ । ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।
More news from ଓଡ଼ିଶା and nearby areas
- ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।1
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖାଣ୍ଡିୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଲୋକଙ୍କୁ ଠିକ ରେ ମିଳୁନି ଚିକିତ୍ସା। ରୋଗୀଙ୍କ ପାଇଁ ମିଳୁନି ଅକସିଜେନ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକୀୟ ଡାକ୍ତର ନାହାନ୍ତି। ତେଣୁ ରୋଗୀ ସେବା ଠିକ୍ ରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା।1
- କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସପ୍ତାହେ ତଳେ ଯୋଗଦାନ କରିଥିବା ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ତଳେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଯୋଗଦାନ କରିଥିଲେ | ଫଳରେ ବହୁ ଦିନରୁ ଡାକ୍ତର ନିଯୁକ୍ତି ପାଇଁ ଦାବି କରୁଥିବା ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ମାତ୍ର ଉଭୟ ଡାକ୍ତର ଯୋଗଦାନ କରିବାର ସପ୍ତାହେ ମଧ୍ୟରେ ସିଡ଼ିଏମଓ ଉଭୟଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ବଦଳି କରିଥିଲେ | ଆଜି ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଡାକ୍ତର ଖାନା ଆସି ବିକଳ୍ପ ବ୍ୟବସ୍ଥା ହୋଇନଥିବା ସତ୍ବେ ଉଭୟ ବିଶେଷଜ୍ଞ ଡାକ୍ତରଙ୍କୁ କାହିଁକି ରିଲିଫ କରାଗଲା ବୋଲି ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର କୁମାର ସଏଙ୍କୁ ପ୍ରଶ୍ନ କରିଥିଲେ | ବାରମ୍ବାର ବଦଳି ହେଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଏଠାକୁ ବଦଳି ହୋଇ ଆସି ଶ୍ରୀ ସଏ ମନମୁଣ୍ଡା ଡାକ୍ତର ଖାନାରେ ଦୀର୍ଘ 20 ବର୍ଷ ହେଲା ଆସ୍ଥାନ ଜମାଇ ନୂତନ ଭାବରେ ଆସୁଥିବା ଡାକ୍ତରଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଧରି ବଦଳି କରାଉଥିବା ଅଭିଯୋଗ କରିଥିଲେ | ଅଧୀକ୍ଷକଙ୍କ ବଦଳି ଓ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରା ନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l1
- ଗର୍ଭବତୀ ବୋହୁକୁ ଶାଶୁଘର ଲୋକ ହତ୍ୟା କରିବା ଘଟଣାରେ କଣ ମନ୍ତବ୍ୟ ରଖିଲେ ମହିଳା ଆଇନଜୀବୀ ଶୁଣନ୍ତୁ1